Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡ଼ାନ୍ତ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଚୂଡାନ୍ତ ହୋଇଛି ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ । ୧୯ ଅକ୍ଟୋବର ୨୦୧୯ରେ କ୍ୟାବିନେଟରେ ଏହି ପ୍ରସ୍ତାବ ଅନୁମୋଦନ ହୋଇଥିଲା। ଯେଉଁଥିପାଇଁ ୮୦୦ କୋଟି ଟଙ୍କାର ପ୍ରୋଜେକ୍ଟ ପ୍ରସ୍ତୁତ ହୋଇଥିଲା। ସେପଟେ ବୈଠକ ପରେ ଶ୍ରୀମନ୍ଦିର…

ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଗୁଜୁରାଟର ୪ଟି ସହରରେ ବଢ଼ିଲା ନାଇଟ୍ କର୍ଫ୍ୟୁ ଅବଧି

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଗୁଜୁରାଟ ସରକାରଙ୍କ ବଡ଼ ନିଷ୍ପତ୍ତି । ସଂକ୍ରମଣକୁ ରୋକିବା ପାଇଁ ଗୁଜୁରାଟର ୪ଟି ସହରରେ ନାଇଟ୍ କର୍ଫ୍ୟୁ ଅବଧି ବଢ଼ାଇ ଦିଆଯାଇଛି । ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ୪ଟି ସହରରେ ଲାଗୁ ହେବ ନାଇଟ କର୍ଫ୍ୟୁ ।…

ଫିଙ୍ଗର-୪ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର କଲା ଚୀନ

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଧିରେ ଧିରେ ଶାନ୍ତ ପଡିବାରେ ଲାଗିଛି । ସୋମବାର ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦର ଉତର କୂଳରେ ଥିବା ଫିଙ୍ଗର-୪ ଅଂଚଳରୁ ଚୀନ ସୈନ୍ୟ ପ୍ରତ୍ୟାହାର କରିଛି । ନିକଟରେ ଡିଏନଗେଜମେଂଟ ପାଇଁ ବୈଠକ ହୋଇଥିବା ଏବଂ ଉଭୟ ଦେଶ ରାଜି ହୋଇଥିଲେ । ପୂର୍ବରୁ ଫିଙ୍ଗର ୫ରୁ ୮…

କୋଟିଆ ସମସ୍ୟା ନେଇ ବିଶ୍ବ ଓଡ଼ିଶା ସମାଜର ଉଦବେଗ ପ୍ରକାଶ

ଭୁବନେଶ୍ବର : କୋଟିଆ ଗ୍ରାମପୁଞ୍ଜ ମାମଲା ନେଇ ଉଦବେଗ ପ୍ରକାଶ କରିଛି ବିଶ୍ବ ଓଡ଼ିଶା ସମାଜ । ଅନଲାଇନ୍ ଦ୍ବାରା ‘ବିଓସ’ର ପ୍ରତମ କାର୍ଯ୍ୟକାରୀ କମିଟି ବୈଠକରେ ଆନ୍ଧ୍ରପ୍ରଦେଶ ଦ୍ବାରା କୋଟିଆ ଗ୍ରାମଗୁଡିକୁ କାରସାଦି କରି ନିର୍ବାଚନ ଆଳରେ ନିଜ ରାଜ୍ୟ ସହ ମିଶାଇବା ପାଇଁ ଘୃଣ୍ୟ ଉଦ୍ୟମ…

ନାଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟ:ଓଡିଶା-ଆନ୍ଧ୍ରପ୍ରଦେଶ ଟାଇଟଲ ମୁକାବିଲା

ଭୁବନେଶ୍ୱର: ବାଙ୍ଗାଲୋରରେ ଚାଲିଥିବା ନାଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟରେ ଓଡିଶା ୪୨ ରନରେ କର୍ଣ୍ଣାଟକକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମ ସଂସ୍କରଣରେ ଆନ୍ଧ୍ରପ୍ରଦେଶକୁ ହରାଇ ଓଡିଶା ଚାମ୍ପିୟନ…

ହାତୀ ମୃତ୍ୟୁ ନେଇ ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କଳାହାଣ୍ଡିର କର୍ଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟରେ ଘଟୁଥିବା ହାତୀ ମୃତ୍ୟୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଆଜି ଭିଡିଓ କନଫରେନ୍ସ ଯୋଗେ ସମୀକ୍ଷା କରିବା ସହ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପଶୁସଂପଦ ବିଭାଗ ମିଳିତ ଭାବେ ପଦକ୍ଷେପ ନେଇ…

କ୍ରିକେଟକୁ ଅଲବିଦା କହିଲେ ନମନ ଓଝା, ଅବସର ଘୋଷଣା ବେଳେ ଛଳ ଛଳ ହୋଇଗଲା ଆଖି

ଇନ୍ଦୋର: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ନମନ ଓଝା ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ରଣଜୀ ଟ୍ରଫିରେ ଉଇକେଟକିପର ଭାବେ ସର୍ବାଧିକ ସଫଳତା ହାସଲ କରିଥିବା ୩୭ ବର୍ଷୀୟ ନମନ ଏହା ଘୋଷଣା କରିବା ବେଳେ ତାଙ୍କ ଆଖି ଛଳ ଛଳ ହୋଇ ଯାଇଥିଲା । ସେ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ କମୁଛି କରୋନା ମହାମାରୀ କାୟା । ସଂକ୍ରମଣ ସଂଖ୍ୟା କମୁଥିବା ବେଳେ, ସୁସ୍ଥ ହୋଇ ଫେରୁଛନ୍ତି କରୋନା ଆକ୍ରାନ୍ତ । ଆଜି ରାଜ୍ୟରୁ ଆଉ ୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, ପୁରୀରୁ ୧୧,…

ରାଜ୍ୟର ୧୮ ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଫେବୃଆରୀ ୧୭ ତାରିଖରେ ଓଡିଶାର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତ ସମ୍ଭାବନା ରହିଛି। ରାଜ୍ୟର ୧୮ରେ ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୁଳ, ବାଲେଶ୍ବର, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ,…

କପିଳ ଦେବଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ୱିନୀ

ଚେନ୍ନାଇ:ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନୀ ଅନେକଗୁଡିଏ କୀର୍ତିମାନ ସ୍ଥାପନ କରିଛନ୍ତି । ଗୋଟିଏ ଟେଷ୍ଟରେ ଶତକ ଏବଂ ୫ ଉଇକେଟ ହାସଲରେ ଅଶ୍ୱିନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେ ୩ଥର ଏହି ସଫଳତା ହାସଲ କରଛନ୍ତି । ଇଆନ ବୋଥାମ(୫ଥର) ପ୍ରଥମ ସ୍ଥାନରେ…