ସଲମାନଙ୍କ ବିଗ୍ ବସ୍-୧୪ କୁ ନେଇ ଟ୍ୱିଟରରେ ଟ୍ରେଣ୍ଡ କରୁଛି ମଜାଳିଆ ପୋଷ୍ଟ, ଦେଖନ୍ତୁ
ମୁମ୍ବାଇ: ଆସନ୍ତା ଅକ୍ଟୋବର ମାସ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ରିୟାଲିଟି ସୋ ବିଗ୍ ବସ୍-୧୪ । ଚଳିତ ଥର ମଧ୍ୟ ସଲମାନ ଖାନ ଏହାକୁ ହୋଷ୍ଟ କରୁଛନ୍ତି । ତେବେ ସଲମାଙ୍କ ଏହି ସୋ ଆରମ୍ଭ ହେବାକୁ ଥିବା ବେଳେ ଇଣ୍ଟରନେଟ ବ୍ୟବହାରକାରୀ ମାନେ ଶାନ୍ତ କିପରି ରହିପାରିବେ ?…