Latest Odisha News

BREAKING NEWS

୨୦୨୪ ଶେଷ ସୁଦ୍ଧା ସମସ୍ତଙ୍କୁ ମିଳିନପାରେ କରୋନା ଟିକା: ସିରମ ଇନଷ୍ଟିଚୁଟ୍ ମୁଖ୍ୟ

ନୂଆଦିଲ୍ଲୀ: ଚଳିତବର୍ଷ ଶେଷ ସୁଦ୍ଧା କରୋନା ଟିକା ଆସିବା ନେଇ ଯେଉଁ ଆଶା କରାଯାଉଥିବା ସେଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ସିରମ ଇନଷ୍ଟିଚୁଟ୍ ମୁଖ୍ୟ ଆଦର ପୁନାୱାଲା । ତାଙ୍କ ମତରେ ୨୦୧୪ ପୂର୍ବରୁ ସମସ୍ତଙ୍କ ପାଇଁ କରୋନା ଭ୍ୟାକସିନ୍ ଉପଲବ୍ଧ ହେବା ଅସମ୍ଭବ । ଏକ ସାକ୍ଷାତକାରରେ ସିରମ୍‌…

ସୁଗା ହେବେ ଜାପାନର ନୂତନ ପ୍ରଧାନମନ୍ତ୍ରୀ !

ଟୋକିଓ: ଜାପାନରେ ଶାସକ ଲିବେରାଲ ଡେମୋକ୍ରାଟିକ ପାର୍ଟି(ଏଲଡିପି)ର ସଭାପତି ଭାବେ ୟୋଶିହିଡେ ସୁଗା ନିର୍ବାଚିତ ହୋଇଛନ୍ତି । ଫଳରେ ସେ ଜାପାନର ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ସିଞ୍ଜୋ ଆବେ ଅସୁସ୍ଥତା କାରଣରୁ ତାଙ୍କ…

ସୀମା ନିକଟରେ ଫାଇବର ଅପ୍ଟିକାଲ କେବଲ ବିଛାଉଛି ଚୀନ, ଭାରତୀୟ ଏଜେନ୍ସି ଆଲର୍ଟ !

ନୂଆଦିଲ୍ଲୀ: ଭାରତ-ଚୀନ ପରିସ୍ଥିତି ଉତେଜନାପୂର୍ଣ୍ଣ ଥିବା ବେଳେ ଡ୍ରାଗନ ଗୋଟିଏ ପରେ ଗୋଟିଏ ଭୁଲ କାର୍ଯ୍ୟ କରି ଚାଲିଛି । ରିପୋର୍ଟ ମୁତାବକ ଏଲଏସି ନିକଟରେ ଚୀନ ଫାଇବର ଅପ୍ଟିକାଲ କେବୁଲ ବିଛାଉଛି । ଭାରତୀୟ ଏଜେନ୍ସି ଏହାର ସତ୍ୟତା ପାଇଁ ସମ୍ପୂର୍ଣ୍ଣ ଭାବେ ଆଲର୍ଟ ରହିଛି । ସମସ୍ତ ପ୍ରକାର…

ଘୁଞ୍ଚିଲା ୟୁଜିସି ଏନ୍‌ଇଟି ପରୀକ୍ଷା

ନୂଆଦିଲ୍ଲୀ: ଘୁଂଚିଲା ସେପ୍ଟେମ୍ବର ୧୬ରେ ହେବାକୁ ଥିବା ୟୁଜିସି ଏନ୍‌ଇଟି ପରୀକ୍ଷା । ଏନେଇ ନ୍ୟାସନାଲା ଟେଷ୍ଟିଂ ଏଜେନ୍ସି ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ଚଳିତ ବର୍ଷ ସେପ୍ଟେମ୍ବର ୨୪ ପରେ ଏହି ପରୀକ୍ଷା ହେବ ବୋଲି ଏନ୍‌ଇଟି ବିଜ୍ଞପ୍ତିରେ କହିଛି । ତେବେ ପରୀକ୍ଷା ତାରିଖ…

ଓଡିଶାରୁ ସୁସ୍ଥ ହେଲେ ଆଉ ୩୩୮୨ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୩୮୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସମସ୍ତ ପଜିଟିଭଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୫୦୩, କଟକରୁ ୩୪୪, ବରଗଡରୁ ୨୬୨, ଯାଜପୁରରୁ ୧୭୭, ମୟୂରଭଞ୍ଜରୁ ୧୭୫, ଭଦ୍ରକରୁ…

‘ପଦ୍ମ ପୁରସ୍କାର’-୨୦୨୧: ଆସନ୍ତାକାଲି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା ହେବ ପଦ୍ମ ପୁରସ୍କାର । ତେବେ ଏଥିପାଇଁ ଅନଲାଇନ ଆବେଦନର ଶେଷ ତାରଖ ରହିଛି ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧୫ । ମେ ୧ରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇଥିଲା । ପଦ୍ମ ପୁରଷ୍କାର ମଧ୍ୟରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ…

କ୍ୟାଥେରିନ୍‌ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ବିଏସପିର ପାଣ୍ଡେ ଜୀ !

ଆମ୍ବେଦକରନଗର: ଉତରପ୍ରଦେଶର ବିଏସପି ଏମପି ରିତେଶ ପାଣ୍ଡେ ଇଂଲଣ୍ଡର କ୍ୟାଥେରିନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ସୋସିଆଲ ସାଇଟରେ ବିବାହ ସମ୍ପର୍କରେ ସୂଚନା ଦେଇଛନ୍ତି । ଦୀର୍ଘ ଦିନ ଧରି ଆମେ ପରସ୍ପରକୁ ଭଲ ପାଇ ଆସୁଥିଲେ । ବାକି ତକ ଜୀବନ ଏକତ୍ର କାଟିବା ପାଇଁ ଆମେ ବିବାହ…

୫ ସହରରେ ଘରୋଇ ହସ୍ପିଟାଲ ୮୦% ଆଇସିୟୁ ବେଡ୍ କୋଭିଡ ଚିକିତ୍ସା ପାଇଁ ସଂରକ୍ଷିତ ରଖିବା ବାଧ୍ୟତାମୂଳକ

ଭୁବନେଶ୍ୱର : ରାଜ୍ୟର ୫ ମହାନଗର ନିଗମରେ କୋଭିଡ ଚିକିତ୍ସା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରାଯାଇଛି । ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ରହିଥିବା ୩୦ ରୁ ଅଧିକ ବେଡ୍ ଥିବା ସମସ୍ତ ଘରୋଇ ଡାକ୍ତରଖାନାରେ…

ମିଳିଲା କ୍ଲିନ୍‌ଚିଟ୍‌, ସୁପ୍ରିମକୋର୍ଟରେ ଦୋଷମୁକ୍ତ ଆଶୀର୍ବାଦ ବେହେରା

କଟକ: ଆଶୀର୍ବାଦ ବେହେରାଙ୍କୁ ମିଳିଲା କ୍ଲିନ୍‌ଚିଟ୍ । ସୁପ୍ରିମକୋର୍ଟରେ ଦୋଷମୁକ୍ତ ହେଲେ ଆଶୀର୍ବାଦ । କଟକ ବାରବାଟୀ ପ୍ୟାଲେସ ମାମଲାରେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ପୂର୍ବତନ ସଂପାଦକ ଅଶୀର୍ବାଦ ବେହେରା ଦୋଷମୁକ୍ତ ହୋଇଛନ୍ତି । ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ସିବିଆଇ ଫାଇନାଲ…

ଆପ୍ ନେତା ମନୀଷ ସିସୋଡିଆ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ମନୀଷ ସିସୋଡିଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ସୋମବାର ଏ ସମ୍ପର୍କରେ ଟୁଇଟରରେ ସୂଚନା ଦେଇଛନ୍ତି । ଜ୍ୱର ଆସିବା ପରେ କୋଭିଡ-୧୯ ଟେଷ୍ଟ କରାଇଥିଲି ଏବଂ ଏହା ପଜିଟିଭ ଆସିଛି ବୋଲି ସେ କହିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ…