Latest Odisha News

BREAKING NEWS

ବନ୍ଦ ହେବ କୋଭିଡ କେୟାର ସେଣ୍ଟର

ଭୁବନେଶ୍ୱର: ବନ୍ଦ ହେବ ରାଜ୍ୟରେ ଥିବା କୋଭିଡ କେୟାର ସେଂଟର । ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଓ ଆବଶ୍ୟକ ସଂଖ୍ୟକ ରୋଗୀ ଭର୍ତ୍ତି ହେଉ ନ ଥିବାରୁ ସମଗ୍ର ରାଜ୍ୟରେ ଥିବା ଟେମ୍ପରାରି ମେଡିକାଲ୍ ସେଣ୍ଟର୍ ଓ କୋଭିଡ୍‌ କେୟାର୍ ହୋମ୍‌…

ବାଇକରେ କୁମ୍ଭୀର ନେବା ଘଟଣା: ଡେପୁଟି ଫରେଷ୍ଟ ରେଞ୍ଜର ନିଲମ୍ବିତ

ବ୍ରହ୍ମପୁର: ବାଇକରେ କୁମ୍ଭୀର ବୋହି ନେବା ଘଟଣାରେ ଦିଗପହଣ୍ଡିର ଡେପୁଟି ଫରେଷ୍ଟ ରେଞ୍ଜର ପ୍ରମୋଦ କୁମାର ଖଡଗରାୟଙ୍କୁ ନିଲମ୍ବିତ କରାଯାଇଛି । ଏସମ୍ପର୍କରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ସର୍କଲର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ) ପ୍ରଶାନ୍ତ କୁମାର ମିଶ୍ର । ବ୍ରହ୍ମପୁର…

ଟ୍ରେଣ୍ଡିଙ୍ଗ ହେଲା “#RIP #AnuragKashyap…” ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଟ୍ୱିଟରରେ ଟ୍ରେଣ୍ଡିଙ୍ଗ ହେଲା ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ମୃତ୍ୟୁ ନେଇ ଶ୍ରଦ୍ଧାଞ୍ଜଳୀ ର ହ୍ୟାସଟ୍ୟାଗ । କେଆରକେ ବକ୍ସ ଅଫିସ୍ - କମଲ ଆର ଖାନଙ୍କ ମନୋରଞ୍ଜନ ୱେବସାଇଟର ଯାଞ୍ଚ ହୋଇଥିବା ଟ୍ୱିଟର ଆକାଉଣ୍ଟରୁ ଏହି ଟ୍ୱିଟ କରାଯାଇଥିଲା । ଅନୁରାଗ କଶ୍ୟପ, ୪୮…

ଫ୍ଲିପକାର୍ଟ ଭିଡିଓ ରିଅଲିଟି କାର୍ଯକ୍ରମ ‘ଗ୍ରେଟ ଇଣ୍ଡିଆ ଡ୍ୟାନ୍ସ ଅଫ୍ ସୋ’ରେ ଓଡିଆ ଝିଅ ଅରୁନ୍ଧତୀ

ଭୁବନେଶ୍ୱର: ଗ୍ରେଟ ଇଣ୍ଡିଆ ଡ୍ୟାନ୍ସ ଅଫ୍ ସୋରେ ଓଡିଆ ଝିଅ ଅରୁନ୍ଧତୀ ଗଡନାୟକ । ଯେଉଁ ସୋରେ ସେଲେବ୍ରିଟି ଡ୍ୟାନ୍ସରମାନେ ଟ୍ରଫି ଜିତିବା ପାଇଁ ସଂଘର୍ଷ କରିଥାନ୍ତି ସେହିଭଳି ଏକ ପ୍ଲାଟଫର୍ମରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଛନ୍ତି ସେ । ଫ୍ଲିପକାର୍ଟ ଆପ ଭିଡିଓରେ ଏହି ପ୍ରତିଯୋଗିତା…

ସର୍ବ କନିଷ୍ଠ ଗ୍ରାଣ୍ଡ ସ୍ଲାମ ବିଜେତା ହେଲେ ଡୋମିନିକ୍ ଥିଏମ

ନ୍ୟୁୟର୍କ: ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଅଷ୍ଟ୍ରିଆର ଡୋମିନିକ୍ ଥିଏମ ୨-୬, ୪-୬, ୬-୪, ୬-୩, ୭-୬ ସେଟରେ ଜର୍ମାନୀର ଆଲେକଜାଣ୍ଡର ଜୋରେଭଙ୍କୁ ପରାସ୍ତ କରି ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ସେ ଅଷ୍ଟ୍ରିଆର ପ୍ରଥମ ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି । ୭୧ ବର୍ଷ ପରେ…

ରେଡମି ୯ଏ ନୂଆ ଭାରିଆଣ୍ଟ ଲଞ୍ଚ, ମୂଲ୍ୟ ଏବଂ ବୈଶିଷ୍ଠ୍ୟ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା ସାଓମି ନିକଟରେ ରେଡମି ୯ଏ ବଜେଟ୍ ସ୍ମାର୍ଟଫୋନ୍ ରେଡମି ୯ଏ କୁ ଦୁଇଟି ଷ୍ଟୋରେଜ୍ ବିକଳ୍ପ ସହିତ ସର୍ବଭାରତୀୟ ସ୍ତରରେ ଉପସ୍ଥାପନ କରିଛି | ବର୍ତ୍ତମାନ କମ୍ପାନୀ ଚାଇନାରେ ଏହି ସ୍ମାର୍ଟଫୋନର ନୂତନ ୪ଜିବି ରାମ + ୬୪ଜିବି ଷ୍ଟୋରେଜ୍ ଭାରିଆଣ୍ଟ ଲଞ୍ଚ…

‘ମନ୍ଦିରର ସେବାୟତଙ୍କୁ ମିଳିବନି କୌଣସି ଆର୍ଥିକ ସହାୟତା’

ଭୁବନେଶ୍ୱର: ମନ୍ଦିରର ସେବାୟତଙ୍କୁ ମିଳିବନି କୌଣସି ଆର୍ଥିକ ସହାୟତା । ଏନେଇ ଆଜି ସଫା ସଫା କହିଛନ୍ତି ରାଜ୍ୟ ସରକାର । ବାୟତଙ୍କୁ କୌଣସି ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ପାରିବ ନାହିଁ ବୋଲି ରାଜ୍ୟ ସରକାର ଆଜି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି । ଏପରି ହେଲେ ସମ୍ବିଧାନ ଧାରା ୨୭ର…

ଆଇପିଏଲ ମାନିଆ: ଟ୍ୱିଟର ଆଣିଲା ନୂଆ ଇମୋଜି

ନୂଆଦିଲ୍ଲୀ: ଆରମ୍ଭ ହେବ ଭାରତର ମହାପର୍ବ ଆଇପିଏଲ । ଏଥିପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ପ୍ରଶଂସକଙ୍କ ଉତ୍ସାହକୁ ବଢ଼େଇବା ପାଇଁ ଟ୍ୱିଟର ଆରମ୍ଭ କରିଛି କିଛି ସ୍ୱତନ୍ତ୍ର ଏମୋଜି ଅଭିଯାନ । ଟ୍ୱିଟର ଆଣିଛି ନଅଟି ଭିନ୍ନ ଏମୋଜି, ଯାହା ୭ଟି ଭିନ୍ନ ଭାଷାରେ ଉପଲବ୍ଧ ହେବ । ଏହି…

ସେପ୍ଟେମ୍ବର ୨୯ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏଁ ଚାଲିବ। ଏହି ସମୟ ମଧ୍ୟରେ ରବିବାର ଦିନ ମଧ୍ୟ ବିଧାନସଭା ବୈଠକ ହେବ ବୋଲି ସୁତ୍ରରୁ ପ୍ରକାଶ। ଅଧିକ…

ଏସବିଆଇ ଫିକ୍ସଡ଼ ଡିପୋଜିଟ ସୁଧ ହାର ହ୍ରାସ କରିଛି, ଜାଣନ୍ତୁ ନୂଆ ହାର କ’ଣ ହୋଇଛି

ନୂଆଦିଲ୍ଲୀ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ଗ୍ରାହକଙ୍କୁ ଏକ ବଡ ଝଟକା ଦେଇଛି । ଫିକ୍ସଡ଼ ଡିପୋଜିଟ ଉପରେ ବ୍ୟାଙ୍କ ସୁଧ ହାର ହ୍ରାସ କରିଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଖୁଚୁରା ଘରୋଇ ଟର୍ମ ଜମା ଉପରେ ୨ କୋଟିରୁ କମ୍ ଟଙ୍କା ଜମା ଉପରେ ୧ ରୁ ୨ ବର୍ଷ ପାଇଁ ୦.୨୦% ହ୍ରାସ…