Latest Odisha News

BREAKING NEWS

ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ଶକ୍ତିଶାଳୀ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଛି । ପଞ୍ଜାବ, ଜାମ୍ମୁ କାଶ୍ମୀର, ହରିୟାଣା ଓ ଉତ୍ତରାଖଣ୍ଡରେ ବି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ସେହିପରି ନୋଏଡା ଓ ରାଜସ୍ଥାନର କିଛି ଅଞ୍ଚଳରେ ବି ଝଟକା ଅନୁଭୂତ ହୋଇଛି…

କୋଟିଆରେ ଆନ୍ଧ୍ର କରୁଥିବା ନିର୍ବାଚନରେ ଭାଗ ନନେବାକୁ ବିଜେପିର ଅପିଲ୍

ଭୁବନେଶ୍ବର : ଆସନ୍ତାକାଲି କୋଟିଆରେ ପଞ୍ଚାୟତ ନିର୍ବାଚନ କରୁଛି ଆନ୍ଧ୍ରପ୍ରଦେଶ । ହେଲେ ଏହି ନିର୍ବାଚନରେ ଭାଗ ନନେବାକୁ କୋଟିଆ ସୀମାନ୍ତବର୍ତ୍ତୀ ଗ୍ରାମବାସୀଙ୍କୁ ଅପିଲ କରିଛି ରାଜ୍ୟ ବିଜେପି । ସୀମାନ୍ତ ଅଞ୍ଚଳରେ ଆନ୍ଧପ୍ରଦେଶର ସରକାରୀ ଅଫିସର କିଛି ଲୋକଙ୍କୁ ପ୍ରଭାବିତ କରିବାକୁ…

ଦ୍ୱିତୀୟ ଚେଷ୍ଟାରେ ଫିଟନେସ ଟେଷ୍ଟ ପାସ୍ କଲେ ଜୟଦେବ, ଈଶାନ ଓ ସିଦ୍ଧାର୍ଥ

ମୁମ୍ବାଇ: ବିସିସିଆଇ ଫିଟନେସ ଟେଷ୍ଟରେ ବିଫଳ ହୋଇଥିବା ୬ଜଣ ଖେଳାଳିଙ୍କ ମଧ୍ୟ ଶୁକ୍ରବାର ୩ଜଣ ସେମାନଙ୍କ ଦ୍ୱିତୀୟ ଚେଷ୍ଟାରେ ସଫଳ ହୋଇଛନ୍ତି । ଏହି ଖେଳାଳିମାନେ ହେଲେ ଜୟଦେବ ଉନାଡକଟ, ଈଶାନ କିଶାନ ଓ ସିଦ୍ଧାର୍ଥ କୌଲ । ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟରେ ସଞ୍ଜୁ ସାମସନ, ଈଶାନ…

ବିଶାଖାପାଟଣାରେ ଭୟଙ୍କର ସଡ଼କ ଦୁର୍ଘଟଣା, ୮ ମୃତ

ବିଶାଖାପାଟଣା : ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବେଳେ ଘାଟି ତଳକୁ ଖସିଲା ବସ । ଦୁର୍ଘଟଣାରେ ୮ ଜଣଙ୍କ ପର୍ଯ୍ୟଟଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୩୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବେଳେ ବିଶାଖାପାଟଣାରେ ଘାଟି ତଳକୁ ଖସି ପଡ଼ିଥିଲା ବସ । ଦୁର୍ଘଟଣାରେ ୮ ଜଣ ପର୍ଯ୍ୟଟକଙ୍କ ଘଟଣାସ୍ଥଳରେ…

ମେ ୧ରୁ ଭୁବନେଶ୍ୱରରୁ ପାଟନାକୁ ଉଡିବ ବିମାନ

ଭୁବନେଶ୍ୱର: ଆସନ୍ତା ମେ ୧ ତାରିଖରୁ ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ୱରରୁ ପାଟନାକୁ ଦୈନନ୍ଦିନ ବିମାନ ଉଡାଣ କରାଯିବ। ମାର୍ଚ୍ଚ ୨୮ରୁ ୨୨ ନୂଆ ଫ୍ଲାଇଟ ଉଡିବା ଆରମ୍ଭ କରିବ ବୋଲି ବିଜନେସ୍ ଓ୍ବାଲ୍ଡ ରିପୋର୍ଟରୁ ପ୍ରକାଶ। ସେହିପରି ଆରସିଏସ୍ ଯୋଜନା ଅନ୍ତର୍ଗତ ଅଗରତାଲା-ଅଜୱଲ୍,…

ଓଡ଼ିଶାରୁ ସୁସ୍ଥ ହେଲେ ୭୧ ନୂଆ କରୋନା ରୋଗୀ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୭୧ ନୂଆ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୩ ହଜାର ୩୫୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।…

ଲାଲୁ ପ୍ରସାଦଙ୍କୁ ଜେଲରୁ ମୁକୁଳାଇବା ପାଇଁ ତେଜ ପ୍ରତାପଙ୍କ ଅଭିନବ ପ୍ରୟାସ

ପାଟନା: ବାପା ଲାଲୁ ପ୍ରସାଦ ଯାଦଭଙ୍କୁ ଜେଲରୁ ମୁକୁଳାଇବା ପାଇଁ ପୁତ୍ର ତେଜପ୍ରତାପ ଯାଦବ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଲକ୍ଷ ଲକ୍ଷ ପତ୍ର ସେ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବା ସହ ଆରଜେଡି ମୂଖ୍ୟଙ୍କୁ ମୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି । ଗୁରୁବାରଠାରୁ ସେ ଏହି ଅଭଯାନ ଆରମ୍ଭ…

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ନାଁରେ ଉତ୍ତରପ୍ରଦେଶ ପୋଲିସ ରୁଜୁ କଲା ମାମଲା, ପରେ ବାଦ୍ ଦେଲା

ବାରାଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନିତ କରୁଥିବା ଏକ ଭିଡିଓ ଇଣ୍ଟରନେଟରେ ପ୍ରସାରଣ ଅଭିଯୋଗରେ ବାରାଣାସୀ ପୋଲିସ ଗୁଗୁଲ ସିଇଓ ସୁନ୍ଦର ପିଚାଇ ନାଁରେ ରୁଜୁ କରିଛି ମାମଲା । ଏଥିସହ ଅନ୍ୟ ୧୭ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି । କିନ୍ତୁ ପରେ ଏଫଆଇଆରରୁ ସୁନ୍ଦର…

ପ୍ରଥମ ଥର ପାଇଁ ବିକଶିତ ହୋଇଥିବା ବେସରକାରୀ ସାଟେଲାଇଟ୍‌କୁ ପରୀକ୍ଷଣ କଲା ଇସ୍ରୋ

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ବେସରକାରୀ କମ୍ପାନୀ ଦ୍ବାରା ବିକଶିତ ହୋଇଥିବା ଦୁଇଟି ସାଟେଲାଇଟ୍‌କୁ ପରୀକ୍ଷଣ କରିଛି ଇସ୍ରୋ । ଭାରତୀୟ ଷ୍ଟାର୍ଟ ଅପ୍‌ ଦ୍ବାରା ପ୍ରସ୍ତୁତ ସ୍ପେସ୍‌ କିଡ୍‌ଜ୍‌ ଏବଂ ପିକ୍ସେଲ୍‌କୁ ବେଙ୍ଗାଲୁରୁ ସ୍ଥିତ ୟୁଆର୍‌ ରାଓ ସାଟେଲାଇଟ୍‌ ସେଣ୍ଟର୍‌ରେ ଇସ୍ରୋ ତରଫରୁ…

ବାଣ କାରଖାନାରେ ନିଆଁ ଲାଗି ୧୧ ଜଣଙ୍କ ମୃତ୍ୟୁ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ତାମିଲନାଡ଼ୁ ବିରୁଧୁନଗର ବାଣ ତିଆରି କାରଖାନାରେ ଅଗ୍ନିକାଣ୍ଡରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩୬ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ…