Latest Odisha News

BREAKING NEWS

ଦେଶରେ କରୋନାରୁ ସୁସ୍ଥ ହେଲେଣି ୧କୋଟି ୬ଲକ୍ଷ ଆକ୍ରାନ୍ତ, ଲକ୍ଷେ ୪୦ ହଜାର ତଳେ ଆକ୍ଟିଭ୍ କେସ

ନୂଆଦିଲ୍ଲୀ: ଦେଶରେ ଖସୁଚି କରୋନା ଆକ୍ଟିଭ୍ କେସ୍ । ସୁସ୍ଥହାର ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ହଜାର ୧୪୩ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୩୯୫ ସଂକ୍ରମିତ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୮ଲକ୍ଷ ୯୨ହଜାର ୭୪୬କୁ ବୃଦ୍ଧି…

(ଅନୁପମା) ସିରିଏଲ୍‌ ଆକ୍ଟର ପାରସ୍ କଲନାୱାତଙ୍କୁ କରୋନା

ନୂଆଦିଲ୍ଲୀ: ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ 'ଅନୁପମା'ରେ ଅଭିନୟ କରୁଥିବା ଅଭିନେତା ପାରସ୍ କଲନାୱାଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶୋ’ର ନିର୍ମାତା ରାଜନ ଶାହି ଏକ ସରକାରୀ ବିବୃତ୍ତିରେ ଏହାକୁ ନେଇ ସ୍ପଷ୍ଟୀକରଣ ହେଇଛନ୍ତି। ଏହାସହିତ ସେ କହିଛନ୍ତି ଯେ ପାରସ…

ଆଜି ଦୁର୍ଲଭ ପଦ୍ମବେଶରେ ବିଭୂଷିତ ହେବେ ଶ୍ରୀବିଗ୍ରହ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ । ମସ୍ତକଠାରୁ ପାଦ ଯାଏ ପଦ୍ମ ଫୁଲରେ ବିଭୂଷିତ ହେବେ ଶ୍ରୀଜିଉ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଆଜି ରାତିରେ ବଡସିଂହାର ନୀତିରେ ମହାପ୍ରଭୁ ପଦ୍ମବେଶରେ ସଜିତ ହେବେ । ଆସନ୍ତାକାଲି ଅବକାଶ ନୀତି ପର୍ଯ୍ୟନ୍ତ ରତ୍ନସିଂହାସନରେ…

କୁଲଗାମ ବିଜେପି କର୍ମୀଙ୍କ ହତ୍ୟା ସନ୍ଦେହରେ ଲଶ୍କର ଆତଙ୍କବାଦୀ ଜହୁର ଅହମ୍ମଦ ଗିରଫ

ଜାମ୍ମୁ କାଶ୍ମୀର: ଗତ ବର୍ଷ କୁଲଗାମ ଜିଲ୍ଲାର ଭେସୁ ଅଞ୍ଚଳରେ ତିନି ଜଣ ବିଜେପି କର୍ମୀଙ୍କ ହତ୍ୟା ପଛରେ ଥିବା ସନ୍ଦେହ କରାଯାଉଥିବା ଲଶ୍କର-ଏ-ତୋଇବା ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଜହୁର ଅହମ୍ମଦଙ୍କୁ ଜମ୍ମୁ କଶ୍ମୀରର ସାମ୍ବା ଜିଲ୍ଲାରୁ ଗିରଫ କରାଯାଇଥିଲା। ପୋଲିସ ସନ୍ଦେହ…

ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ପୁଣି ସୋସିଆଲ୍‌ ମିଡିଆରେ ଭାଇରାଲ୍

ପୁରୀ: ପୁଣି ଥରେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି । ଇନ୍‌ଷ୍ଟାଗ୍ରାମ୍‌ରେ ଇଣ୍ଡିଆନ୍‌ ଟେମ୍ପୁଲସ ୟୁଜର ଆଇଡିରେ ଶ୍ରୀମନ୍ଦିର ଭିତର ଫଟୋ ଛଡ଼ାଯାଇଛି । ଦକ୍ଷିଣ ଦ୍ୱାର ଗୁମୁଟ ନିକଟ ସମ୍ପାତ୍ତି ମନ୍ଦିର ଆଗରେ ଉଠାଯାଇଛି ଏହି ଫଟୋ । ଗତ ଦୁଇ ତାରିଖରେ ଏହି ଫଟୋ…

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ, ଦଳରେ ତିନିଟି ପରିବର୍ତ୍ତନ

ଚେନ୍ନାଇ: ଭାରତ-ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଆଜି ଖେଳାଯାଉଛି ଦ୍ୱିତୀୟ ଟେଷ୍ଟ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ୍ ବିରାଟ କୋହଲି । ଖାତା ଖୋଲିଆ ପୂର୍ବରୁ ପାଭିଲନ୍ ଫେରିଛନ୍ତି ଓପନର ଶୁଭମନ୍ ଗିଲ୍ । ତାଙ୍କ ଆଉଟ୍ କରି ଇଂଲଣ୍ଡକୁ ପ୍ରଥମ ସଫଳତା ଦେଇଛନ୍ତି ଓଲି…

ରାୟଗଡ଼ା-କୋରାପୁଟ ରାସ୍ତାରେ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ରାୟଗଡ଼ା: ଜଳିଗଲା ଯାତ୍ରୀବାହୀ ବସ୍ । ରାୟଗଡ଼ା-କୋରାପୁଟ ରାସ୍ତାର ସିରିକୋଣା ତାରିଣୀ ମନ୍ଦିର ପାଖରେ ଏହି ଅଘଟଣ ଘଟିଛି । ନିଆଁ ଲାଗି ବସଟି ସମ୍ପୂର୍ଣ୍ଣ ଜଳିଯାଇଛି । ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫୦ରୁ ଅଧିକ ଯାତ୍ରୀ । ଗତକାଲି ରାତି ପାଖାପାଖି ଗୋଟାଏ ବେଳେ…

ପରଲୋକରେ ନାଟ୍ୟକାର କୁଞ୍ଜ ରାୟ

ଭୁବନେଶ୍ୱର : ଆଉ ନାହାନ୍ତି ବିଶିଷ୍ଟ ନାଟ୍ୟକାର, ଗାଳ୍ପିକ, ଅନୁବାଦକ, ଔପନ୍ୟାସିକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟ ବ୍ୟକିତ୍ୱ କୁଞ୍ଜ ରାୟ । ୭୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । 'ଅଗ୍ନିସ୍ନାନ', 'କେଉଁ ନଦୀ ମୁହାଣରେ',…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା ୧୩-୨-୨୦୨୧ ଶନିବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୧ ମସିହା ଫେବୃୟାରୀ ତା୧୩ ରିଖ ଶନିବାର କୁମ୍ଭ ୨ ଦିନ ମାଘ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଆଜିର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଆଜିର ଘାତ ଚନ୍ଦ୍ର-: ମିଥୁନ…

ନାଟକ ଏକାଡେମୀ ତରଫରୁ ସନ୍ୟାସୀ ମହାରଣାଙ୍କୁ ମିଳିଲା ୨୦୨୧ ମସିହାର ରଙ୍ଗମଞ୍ଚ ସମ୍ମାନ

ବ୍ରହ୍ମପୁର : ବ୍ରହ୍ମପୁର ନାଟକ ଏକାଡେମୀ ତରଫରୁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ପ୍ରଯୋଜକ ନିର୍ଦ୍ଦେଶକ ସନ୍ୟାସୀ ମହରଣାଙ୍କୁ ଚଳିତ ୨୦୨୧ ମସିହା ରଙ୍ଗମଞ୍ଚ ସମ୍ମାନ ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କୁ ସଚେତନ କରେଇବା ପାଇଁ ଶ୍ରୀ ମହାରଣା ଅନେକ କ୍ଷୁଦ୍ର…