Latest Odisha News

BREAKING NEWS

୮ ଲୁଟେରା ଗିରଫ, ୫ଟି ବାଇକ ଓ ୮ଟି ସୁନା ଚେନ ଜବତ

ଭୁବନେଶ୍ୱର: କମିଶନରେଟ୍ ପୋଲିସକୁ ମିଳିଛି ବଡ ସଫଳତା । ଆଜି ରାଜଧାନୀର ବିଭିନ୍ନ ଅଚଂଳରୁ ବାଇକ୍ ଓ ସୁନା ଚେନ୍ ଲୁଟ୍ କରୁଥିବା ବଡ ଧରଣର ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ । ଏହି ଘଟଣାରେ ପୋଲିସ ଜଣେ ଗ୍ରାହକଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା…

ଆଇପିଏଲରେ ଖେଳିବେ ଆମେରିକୀୟ କ୍ରିକେଟର । ଜାଣନ୍ତୁ କିଏ ଏହି ଖେଳାଳି

ଦୁବାଇ: ଚଳିତ ଥର ଆଇପିଏଲରେ ଖେଘଳିବେ ଜଣେ ଆମେରିକୀୟ କ୍ରିକେଟର । ଏହି କ୍ରିକେଟର ଜଣଙ୍କ ହେଉଛନ୍ତି ଅଲ୍ଲୀ ଖାନ । କୋଲକାତା ନାଇଟ ରାଇଡର୍ସ ଦଳର ଦ୍ରୁତ ବୋଲର ହ୍ୟାରି ଗର୍ନି ଆହତ ଥିବା କାରଣରୁ ତାଙ୍କ ସ୍ଥାନରେ ଅଲ୍ଲୀ ଖାନଙ୍କୁ ଖେଳାଇବାକୁ ନିଷ୍ପତ୍ତି ହୋଇଛି । ଏହି ୨୯ ବର୍ଷୀୟ…

ଉପନିର୍ବାଚନ ବୈଠକରେ ବିଜେଡିରେ ମୁହାଁମୁହିଁ, ସଭାପତି ପଦକୁ ନେଇ କନ୍ଦଳ

ଜଗତସିଂହପୁର: ତିର୍ତୋଲ ବ୍ଲକ ସଭାପତି ପଦକୁ ନେଇ ବିଜେଡିରେ ଟଣାଓଟଣା । ଆରମ୍ଭ ହୋଇଛି କନ୍ଦଳ । ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ପାଟିତୁଣ୍ଡ । ଆକଟ ସତ୍ତ୍ୱେ ହୋଇଛନ୍ତି ଠେଲାପେଲା । ତିର୍ତୋଲ ଉପ ନିର୍ବାଚନକୁ ନେଇ ମୁନି ଗୋସେଇଁ ମଠରେ ଅନୁଷ୍ଠିତ ବିଜେଡିର ରୁଦ୍ଧ ଦ୍ୱାର ବୈଠକରେ ଏହି ଘଟଣା…

ଦିଲ୍ଲୀରେ ଆରମ୍ଭ ହେଲା ଭାରତର ପ୍ରଥମ ବିମାନବନ୍ଦର କରୋନାଭାଇରସ୍ ପରୀକ୍ଷା ସୁବିଧା

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭାରତର ପ୍ରଥମ କରୋନାଭାଇରସ୍ ବିମାନବନ୍ଦର ପରୀକ୍ଷା ସୁବିଧା ଶୁକ୍ରବାର ଦିନ ଆରମ୍ଭ କରାଯାଇଛି। ବିମାନ ବନ୍ଦରର ଟର୍ମିନାଲ୍-୩ ରେ ଏହି ସୁବିଧା ଉପଲବ୍ଧ ହେବ । ଏହା ସହରକୁ ପ୍ରବେଶ କରୁଥିବା ସମସ୍ତ ଘରୋଇ ସଂଯୋଗ ବିମାନ…

ବାହାରିନ୍ ସହିତ ଶାନ୍ତି ଚୁକ୍ତି ପାଇଁ ଇସ୍ରାଏଲ ରାଜି, ଟ୍ରମ୍ପଙ୍କ ଦ୍ୱିତୀୟ କୂଟନୈତିକ ବିଜୟ

ୱାଶିଂଟନ: ବାହାରିନ୍ ସହିତ ଶାନ୍ତି ଚୁକ୍ତି ପାଇଁ ଇସ୍ରାଏଲ ରାଜି ହୋଇଛି । ଦୀର୍ଘ ଦିନ ଧରି ଉଭୟ ଦେଶ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ୟମ ବଳରେ ଉଭୟ ଦେଶ ଚୁକ୍ତି ପାଇଁ ରାଜି ହୋଇଛନ୍ତି । ୩୦ ଦିନ ମଧ୍ୟରେ ବିଧିବଦ୍ଧ ଭାବେ ଚୁକ୍ତିପକ୍ଷ…

ଏନ୍‌ସିବି ହାତରେ ଧରାପଡିଲା ରିୟାଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟବସାୟୀ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗିରଫ ହେଲେ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀ । ପୂର୍ବରୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବତ୍ତିୀ ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଏନ୍‌ସିବି ଗିରଫ କରିସାରିଛି । ଏବେ ଉଭୟଙ୍କୁ ଡ୍ରଗ୍ସ…

ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି

ସମାଜ ଯେତେ ପରିବର୍ତ୍ତନର ଧାରାରେ ସାମିଲ୍ ହେଉଛି ସେତେ ସାମାଜିକ ବ୍ୟାଧିଗୁଡ଼ିକୁ ନିଜ ପାଦରେ ଦଳିଚାଲିଛି ଏବଂ ଏହି ବ୍ୟାଧିଗୁଡ଼ିକୁ ନିପାତ କରିବାକୁ ମଧ୍ୟ ନୂଆନୂଆ ପ୍ରୟାସ କରୁଛି । ଆଉ ସେ ପ୍ରୟାସରେ ସଫଳ ହେଉଛି ମଧ୍ୟ । ତା’ମଧ୍ୟରୁ ଏବେ ଆମ ରାଜ୍ୟରେ ଗୋଟିଏ ନୂଆ ସମସ୍ୟା ସୃଷ୍ଟି ହୋଇଛି…

ରାହୁଲ ଗାନ୍ଧୀ ଠିକ କହିଛନ୍ତି: ସଚିନ ପାଇଲଟ

ଜୟପୁର: ଖରାପ ଅର୍ଥନୀତିକୁ ନେଇ ମୋଦୀ ସରକାରଙ୍କୁ ରାହୁଲଙ୍କ ସମାଲୋଚନାକୁ ସମର୍ଥନ କରିଛନ୍ତି ଯୁବ ନେତା ସଚିନ ପାଇଲଟ । କଂଗ୍ରେସ ନେତା ସଚିନ ପାଇଲଟ କହିଛନ୍ତି ଯେ ପୂର୍ବତନ ଦଳର ମୁଖ୍ୟ ରାହୁଲ ଗାନ୍ଧୀ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ଯଥାର୍ଥ ଅଟେ । ଶିଳ୍ପଗୁଡିକ ବନ୍ଦ ଥିବାରୁ ଦେଶର…

ମଣିଷ ଭୂତାଣୁ

ବିମଳ ଶଙ୍କର ଦାଶ ଷ୍ଟାଟସଟିଏ ନିଜ ସୋସିଆଲ ମେଡିଆ ପୃଷ୍ଠାରେ ଲେଖି ଦେଇ ଚିନ୍ମୟ ଟିକିଏ ଆଶ୍ୱସ୍ତି ଅନୁଭବ କଲେ ବି ଭୁଲି ପାରୁ ନ ଥିଲେ ସକାଳର ଘଟଣା । ଅନେକ ଘଟଣା ଅଘଟଣା ଦୁନିଆରେ ଘଟେ । କିଛି ଘଟଣା ମନକୁ ଗଭୀର ଆଘାତ ଦିଏ ..ହୃଦୟକୁ ଆନ୍ଦୋଳିତ କରେ...କିନ୍ତୁ ପ୍ରତିବାଦ କରି ହୁଏନା…

ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କ ବିୟୋଗ, ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର: ପୂର୍ବତନ ଗୁଣୁପୁର ବିଧାୟକ ରାମମୂର୍ତ୍ତି ମୁଟ୍ଟିକାଙ୍କ ଦେହାନ୍ତ ହୋଇଯାଇଛି ।  ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଆନ୍ଧ୍ରପ୍ରଦେଶର ଏକ ଘରୋଇ ମେଡିକାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାମମୂର୍ତ୍ତି ମୁଟ୍ଟିକା ଗୁଣୁପୁର ବିଧାନସଭା ଆସନରୁ ବିଜେଡିର ବିଧାୟକ…