Latest Odisha News

BREAKING NEWS

ଜାଣନ୍ତୁ ,କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା୮-୨-୨୦୨୧ ରିଖ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଫେବୃୟାରୀ ତା ୮ ରିଖ ସୋମବାର ମକର ୨୬ ଦିନ ମାଘ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଆଜିର ଘାତ ବାର- ମିଥୁନ ରାଶିର ଆଜିର ଘାତ ଚନ୍ଦ୍ର- ତୁଳା କୁମ୍ଭ ରାଶି ପୁରୁଷ ଓ ବୃଷ…

ଧଉଳି କଳିଙ୍ଗ ନୃତ୍ୟ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା, ଭରତନାଟ୍ୟମର ଅଦ୍ଵିତୀୟ ଭାବବିନ୍ୟାସ

ଶାସ୍ତ୍ରୀୟ ନୃତ୍ୟ ଦେଖିବା ଓ ତାକୁ ଅନୁଭବ କରିବା, ଏକ ଭିନ୍ନ କଳା। ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ନିଜସ୍ଵ ମାର୍ଗ ରହିଥାଏ ଓ ସେ ମାର୍ଗ ବିଷୟରେ ଜାଣିନଥିବା ଲୋକ ପାଇଁ ଏ ପ୍ରକାର ନୃତ୍ୟ ଓ ସଙ୍ଗୀତ ଅତ୍ୟନ୍ତ ଦୁର୍ଗମ। ସବୁଠୁ ବଡ କଥା ହେଉଛି, ଭାରତ ପୃଥିବୀର ସର୍ବ ପୁରାତନ ଶାସ୍ତ୍ରୀୟ…

ପଶ୍ଚିମବଙ୍ଗରେ ୪୭୦୦ କୋଟିର ୪ଟି ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ୪ ହଜାର ୭୦୦ କୋଟିରୁ ଅଧିକ ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହଳଦିଆରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି…

ରାଜଧାନୀରେ ଦୁଇ ମୋବାଇଲ ଲୁଟେରା ଗିରଫ

ଭୁବନେଶ୍ୱର : ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ସେମାନଙ୍କର ଠାରୁ ୨୦ଟି ମୋବାଇଲ ଓ ଲ୍ୟାପଟପ ଜବତ କରାଯାଇଛି । ଏହି ଦୁଇ ଅଭିଯୁକ୍ତ ହେଲେ ଅମିତ ଜେନା ଓ କାହ୍ନୁ ଚରଣ ମିଶ୍ର। ମିଳିଥିବା ସୂଚନା ଅନୁୟାୟୀ, ଏମାନେ ନିଛାଟିଆ ସ୍ଥାନରେ ଏକାକୀ ଯାଉଥିବା…

ଉତ୍ତରାଖଣ୍ଡ ହିମସ୍ଖଳନ: ୧୨୫ ନିଖୋଜ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କଲେ…

ଯୋଶୀମଠ: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଯୋଶୀମଠର ତପୋବନ ଅଞ୍ଚଳରେ ରବିବାର ସକାଳେ ହିମସ୍ଖଳନ ଯୋଗୁଁ ୧୨୫ ଜଣ ନିଖୋଜ ଥିବା ଜଣାପଡିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି ଯେ ନିଖୋଜ ଲୋକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା…

ଓଡ଼ିଶାରୁ ଦିନକରେ ୧୦୬ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୨ ହଜାର ୯୪୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ମୋଟ୍ ସୁସ୍ଥତାଙ୍କ ମଧ୍ୟରେ ସମ୍ବଲପୁରରୁ ୧୮…

ଗୋଟିଏ ଜିଲ୍ଲା ଓ ୭ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ସହପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ବର : ଗୋଟିଏ ଜିଲ୍ଲା ଓ ୭ଟି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ସହପର୍ଯ୍ୟବେକ୍ଷକ ନିଯୁକ୍ତ । ସମସ୍ତ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲା ପାଇଁ କୁନା ବିହାରୀ ଦାସଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ,…

ଉତ୍ତରାଖଣ୍ଡ ହିମସ୍ଖଳନ: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କଲେ…

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ହିମସ୍ଖଳନରେ ୧୦ ଜଣଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ପରିବାରକୁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା…

୧୩ ଦିନରେ ଆଦିବାସୀ ମେଳା; ମନ ମୋହୁଛି ଜନଜାତି ଜୀବନର ବିରଳ ଫଟୋଚିତ୍ର 

ଭୁବନେଶ୍ୱର; ରାଜଧାନୀର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଜନଜାତି ଜୀବନର ମହାକୁମ୍ଭ ଆଦିବାସୀ ମେଳା ଆଜି ତ୍ରୟୋଦଶ ଦିବସରେ ପହଁଚିଥିବା ବେଳେ ରବିବାର ଛୁଟି ଥିବାରୁ ମେଳା ପରିସର ଲୋକାରଣ୍ୟ ହୋଇ ଉଠିଥିଲା । ପୂର୍ବାହ୍ନ ୧୧ଟାରୁ ଆଦିବାସୀ ପଡ଼ିଆର ଚାରିପଟୁ ଆଗ୍ରହୀ ଦର୍ଶକଙ୍କ ଲମ୍ବାଧାଡ଼ି…

ପଶ୍ଚିମବଙ୍ଗରେ ମମତାକୁ କଡ଼ା ସମାଲୋଚନା କଲେ ମୋଦି, କହିଲେ ବହୁତ ହୋଇଗଲା ଷଡଯନ୍ତ୍ର

କୋଲକାତା : ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହଳଦିଆରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ତାଙ୍କ ଅଭିଭାଷଣରେ ଚଳିତ ବଜେଟରେ ପଶ୍ଚିମବଙ୍ଗକୁ ଦିଆଯାଇଥିବା ଅନୁଦାନ ଓ ଯୋଜନା ବାବଦରେ ବଖାଣିଥିଲେ । ଭାଷଣ ଆରମ୍ଭରୁ ମମତା…