Latest Odisha News

BREAKING NEWS

ଗଣତନ୍ତ୍ରରେ ବାକ୍ ସ୍ବାଧିନତାର ପ୍ରସଙ୍ଗ ଉଠାଇଲେ ଗ୍ରେଟା ଥନବର୍ଗ 

ନୂଆଦିଲ୍ଲୀ: ସ୍ୱିଡେନର ପରିବେଶବିତ୍ ଗ୍ରେଟା ଥନବର୍ଗ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ । ନିକଟରେ ସେ ଭାରତରେ କୃଷକ ବିରୋଧକୁ ସମର୍ଥନ କରି ଏକ ଟ୍ୱିଟ୍ କରିଥିଲେ, ଯାହାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । ଏବେ ପୁଣିଥରେ ଗ୍ରେଟା ଥନବର୍ଗ ଏକ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ସେ ବିଜ୍ଞାନ ଏବଂ…

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି: MSP ଥିଲା, ଅଛି ଆଉ MSP ରହିବ

ନୂଆଦିଲ୍ଲୀ: ଧାନର ସର୍ବନିମ୍ନ ସହାୟକ ମୂଲ୍କ (MSP) ଥିଲା, ଅଛି ଆଉ ଆଗକୁ ରହିବ । ରାଜ୍ୟସଭାରେ ଆଜି ଏକଥା ଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ବକ୍ତବ୍ୟ ରଖି ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ମତ ରଖିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଚାଷୀ ଆନ୍ଦୋଳନ…

ପୁଣି ବଡ଼ ପରଦାରେ ନଜର ଆସିବ କାଶ୍ମୀର ଭ୍ୟାଲିର ମନୋରମ ଦୃଶ୍ୟ

ନୂଆଦିଲ୍ଲୀ: ଭାରତର ସ୍ବର୍ଗ କୁହାଯାଉଥିବା କାଶ୍ମୀର ଉପତ୍ୟକା ପୁଣି ଥରେ ରୂପେଲି ପରଦାରେ ଫେରି ଆସିବ। ଏହା କହିବାର ଅର୍ଥ ହେଉଛି ଚଳଚ୍ଚିତ୍ର ନିର୍ମାତା ସିଦ୍ଧାର୍ଥ ରୟ କପୁର ଏକ ସାକ୍ଷାତକାରରେ କହିଛନ୍ତି ଯେ ବଲିଉଡ ନିଶ୍ଚିତ ଭାବରେ କାଶ୍ମୀରରେ ପୁଣି ଥରେ ଚଳଚ୍ଚିତ୍ର ସୁଟିଂ କରିବ ଏବଂ ଆଉ…

କବିତା : ତ୍ରିଶଙ୍କୁ ଜୀବନ

ସୁଷମା ପରିଜା ବେଳେ ବେଳେ କିଛି କଥା, କିଛି ଶବ୍ଦ, ତୀକ୍ଷ୍‌ଣ ଧାରଥିବା ଛୁରୀଟିଏ ହୋଇ ଟିକ୍ ଟିକ୍ କରି କାଟି ପକାନ୍ତି ଛାତି ଭିତର ର କଲିଜା ଟାକୁ, ଯନ୍ତ୍ରଣାକ୍ଳିଷ୍ଟ ହୃଦୟରୁ ନିଗିଡି ଆସୁଥିବା ଲହୁ ସବୁ ଲୁହ ହୋଇ ବୋହି ଯିବା ଲାଗି ଆସି ଅଧା ବାଟରୁ ଲେଉଟି ଯାଆନ୍ତି ଆଖିପତା ପାଖରୁ,…

LACରେ ଲାଗିବ ଅତ୍ୟାଧୁନିକ ସ୍ବିଚ୍ ଡ୍ରୋନ୍, ଚୀନର ଗତିବିଧି ଉପରେ ଟିକ୍‌ନିକ୍‌ ନଜର ରଖିବ ଭାରତ 

ନୂଆଦିଲ୍ଲୀ: ଚୀନର ପିପୁଲ୍ସ ଲିବରେସନ୍‌ ଆର୍ମୀ(PLA)ର ହରକତକୁ ନେଇ ପୂର୍ବ ଅପେକ୍ଷା ଆହୁରି କଠୋର ହେବାକୁ ଯୋଜନା କରୁଛି ଭାରତୀୟ ସେନା । ଚୀନ ସେନା ଅନେକ ସମୟରେ ଭାରତ ସୀମାରେ ଅନୁପ୍ରବେଶ କରୁଥିବାରୁ ଏହା ଉପରେ କଡା ନଜର ରଖିବାକୁ ତୟାର ହେଉଛି ଭାରତୀୟ ସେନା । ଡ୍ରୋନ୍‌, ହାଇ ସର୍ଭିଲେନ୍ସ…

ଆଜି ରାଜ୍ୟରୁ ୭୨ ପଜିଟିଭ୍, ମାଲକାନଗିରି ଓ କନ୍ଧମାଳ କରୋନା ମୁକ୍ତ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କାବୁ ପାଉଛି କରୋନା । କମୁଛି ଦୈନିକ ସଂକ୍ରମଣ । ଖସୁଛି ଆକ୍ଟିଭ୍ କେସ୍ । ସୁସ୍ଥହାର ବଢୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୭୨ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪୪ ଓ ଲୋକାଲ କଣ୍ଟାକ୍ଟ କେସ୍ ୨୮ଟି ରହିଛି । ଆଜି ୧୯ ଜିଲ୍ଲାରୁ…

ତାମିଲ ଅଭିନେତା ସୁରି‌ୟା କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ତାମିଲ ଅଭିନେତା ସୁରିଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ ମୁଁ କୋଭିଡ୍-୧୯ରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛି ଏବଂ ବର୍ତ୍ତମାନ ମୋ ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ଏହାସହିତ  ସେ କହିଛନ୍ତି, ଆମକୁ ତଥାପି ସତର୍କ ଏବଂ ନିରାପଦ ରହିବା ଆବଶ୍ୟକ…

ପ୍ରଭୁ ଜଗନ୍ନାଥଙ୍କ କାମକୁ କେହି ଅଟକାଇ ପାରିବେନି: ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ସଂକ୍ରମଣ କମିବାରୁ ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମ ଥର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି । ଏହି ଅବସରରେ…

୪ ବର୍ଷ ପରେ ତାମିଲନାଡୁ ଫେରିଲେ ଶଶିକଳା

ନୂଆଦିଲ୍ଲୀ: ବହିଷ୍କୃତ AIADMK ନେତ୍ରୀ ଭି.କେ ଶଶିକଳା ସୋମବାର ତାମିଲନାଡୁର ଏକ ବିଶାଳ ସମାବେଶକୁ ଫେରିଛନ୍ତି। ୬୬.୬୫ କୋଟି ଟଙ୍କାର ଅନୁପଯୁକ୍ତ ସମ୍ପତ୍ତି ମାମଲାରେ ବେଙ୍ଗାଲୁରୁରେ ଚାରି ବର୍ଷ ଜେଲ ଦଣ୍ଡ ସମାପ୍ତ ହେବାର କିଛି ଦିନ ପରେ ସେ ବେଙ୍ଗାଲୁରୁ ଫେରିଛନ୍ତି। ସ୍ୱର୍ଗତ…

ଦେଶରୁ ୨୪ ଘଣ୍ଟାରେ ୧୧ହଜାର କରୋନା ପଜିଟିଭ୍, ୮୪ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୭ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୧୧ହଜାର ୮୩୧ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୮ଲକ୍ଷ ୩୮ହଜାର ୧୯୪କୁ ବୃଦ୍ଧି ପାଇଛି । କମିଛି ଦୈନିକ ମୃତ୍ୟୁସଂଖ୍ୟା । ଏବେ…