Latest Odisha News

BREAKING NEWS

ବାଲୁକା କଳାରେ ଉତ୍ତରାଖଣ୍ଡ ହିମସ୍ଖଳନରେ ନିଖୋଜଙ୍କ ପାଇଁ ପ୍ରାର୍ଥନା

ପୁରୀ: ବାଲୁକା କଳାରେ ଉତ୍ତରାଖଣ୍ଡ ହିମସ୍ଖଳନ ବିପର୍ଯ୍ୟୟ ନେଇ ପ୍ରାର୍ଥନା । ପୁରୀ ବେଳାଭୂମିରେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ହିମସ୍ଖଳନ ଓ ପରବର୍ତ୍ତୀ ବନ୍ୟାରେ ନିଖୋଜଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ସୁଦର୍ଶନ । ସେମାନଙ୍କର…

ଗୋଟିଏ ବାଘ ଛାଲ ଓ ୨ଟି ହାତୀଦାନ୍ତ ଜବତ, ୩ ଜଣ ଗିରଫ

କେନ୍ଦୁଝର: ବାଘ ଛାଲ ଓ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଖବର ପାଇଁ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଗୋଟିଏ ବାଘ ଛାଲ ଓ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ବାନ୍ଧିଛି ଏସଟିଏଫ୍ । କେନ୍ଦୁଝର ଆରଟିଓ ଅଫିସ ପାଖରେ ଚଢ଼ାଉ କରିଥିଲା ଏସଟିଏଫ୍ ।…

ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆସିବେ ମୁଖ୍ୟମନ୍ତ୍ରୀ, ୪ଟି କୋଠାକୁ ଲୋକାର୍ପଣ କରିବେ

ଭୁବନେଶ୍ୱର: ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟା ୧୫ରେ କ୍ୟାମ୍ପସ୍‌ରେ ୪ଟି କୋଠାକୁ ସେ ଲୋକାର୍ପଣ କରିବେ । କରୋନା କଟକଣା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ କ୍ୟାମ୍ପସରେ ବ୍ୟାପକ ସାଜସଜ୍ଜା କରାଯାଇଛି ।…

ଭାରସାମ୍ୟ ହରାଇ ବୌଦ୍ଧରେ ଓଲଟିଲା ବସ୍: ୪ ଆହତ, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ବୌଦ୍ଧ: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହେଲା । ଏଥିରେ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫୦ ଯାତ୍ରୀ । ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ନିକଟରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକ…

ଆଜି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । କରୋନା ପରେ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବା ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପୁରୀ ଗସ୍ତ । ପୂର୍ବରୁ ପୁରୀ ଯାଇ ଉନ୍ନତିମୂଳକ ଓ ସୌନ୍ଦର୍ଯ୍ୟକରଣ କାମର…

ଉତ୍ତରାଖଣ୍ଡ ଚାମୋଲୀ ହିମସ୍ଖଳନ: ୧୪ ମୃତଦେହ ଉଦ୍ଧାର, ୧୭୦ ନିଖୋଜ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଚୋମାଲୀ ଜିଲ୍ଲାରେ ହିମସ୍ଖଳନ ପରେ ଭୟଙ୍କର ବନ୍ୟା ଆଣିଛି ମହାବିପତ୍ତି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ନିଖୋଜ ଅଛନ୍ତି ୧୭୦ରୁ ଅଧିକ ଲୋକ । ଅଳକାନନ୍ଦା ଓ ଧୌଳିଗଙ୍ଗା ନଦୀରେ ଭୟଙ୍କର ବନ୍ୟା ଆସିବାରୁ ପାଞ୍ଚିଟି ବ୍ରିଜ୍ ଧୋଇ ଯାଇଥିବା…

ଦେବଭୂମିରେ ପ୍ରକୃତିର ତାଣ୍ଡବ; ସୁଡଙ୍ଗ ମଧ୍ୟରେ ଫସି ରହିଛନ୍ତି ଏବେବି ଅନେକ ଲୋକ

ଚମୋଲି: ଦେବଭୂମି ଉତ୍ତରାଖଣ୍ଡରେ ରବିବାର ତାଣ୍ଡବ ରଚିଛି ପ୍ରକୃତି। ଗ୍ଲାସିୟର ଭୁଶୁଡିବାରୁ ଆସିଲା ଜଳପ୍ରଳୟ। ତପୋବନ ସ୍ଥିତ ଏନଟିପିସି ପ୍ରକଳ୍ପ ଏଥିରେ ବହୁତ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଉଦ୍ଧାରକାରୀ ଦଳ, ଆଇଟିବିପି ଏବଂ ଏସଡିଆରଏଫର ଯବାନ ମାନେ ଟନେଲ ଗୁଡିକରେ ଫସିଥିବା…

ଆଜିଠୁ ସ୍କୁଲ ଯିବେ ନବମ ଓ ଏକାଦଶ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଧୀରେଧୀରେ କରୋନା ସ୍ଥିତି ସ୍ବାଭାବିକ ହେଉଥିବା ବେଳେ ଶିକ୍ଷା କ୍ଷେତ୍ରକୁ ଟ୍ରାକ୍ କୁ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି ସରକାର। ଦୀର୍ଘ ମାସର ବ୍ୟବଧାନ ପରେ ଆଜିଠୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲୁଛି । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା…

ଝରାଫୁଲ ଡେଥ ମିଷ୍ଟ୍ରି; ଭିସେରା ରିପୋର୍ଟ ଖୋଲିବ ମୃତ୍ୟୁ ରହସ୍ୟ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣା ଦିନକୁ ଦିନ ରହସ୍ୟ ଘେରକୁ ଟାଣି ହୋଇ ଯାଉଛି। ଏହି ଘଟଣାକୁ ଏହା ମଧ୍ୟରେ ଏକ ସପ୍ତାହରୁ ଅଧିକ ବିତିଯାଇଥିବା ବେଳେ ଏହା ଏବେବି ରହସ୍ୟ ଘରରେ ରହିଛି ଅନେକ ତଥ୍ୟ । ଏହି ଘଟଣାରେ ଦିନକୁ ନୂଆ ନୂଆ ଲିଙ୍କ ସାମ୍ନାକୁ…

ପ୍ରତିଦିନ ଖାଆନ୍ତୁ ଏହି ୫ ଟି ଜିନିଷ; ସୁସ୍ଥ ରହିବ ଆପଣଙ୍କ ଲିଭର !

ଭୁବନେଶ୍ୱର: ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଜି ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ସ୍ୱାସ୍ଥ୍ୟକୁ ପ୍ରାୟ ଲୋକ ଅଣଦେଖା କରୁଛନ୍ତି । ମାତ୍ର ଆଜି ସାମାନ୍ୟ ଲାଗୁଥିବା ଛୋଟ ଛୋଟ ଜିନିଷ ହିଁ ଆଗାମୀ ଦିନରେ ସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦ ସୃଷ୍ଟି କରିପାରେ। ଆଜିର ସମୟରେ ଲିଭର ସମସ୍ୟ ଏକ ମୁଖ୍ୟ…