Latest Odisha News

BREAKING NEWS

ଏପ୍ରିଲ ମାସରେ ବଢିପାରେ ବିଦ୍ୟୁତ ଦର 

ଭୁବନେଶ୍ୱର: ୨୦୨୧-୨୨ ବର୍ଷର ବିଦ୍ୟୁତ ଦର ନିର୍ଦ୍ଧାରଣ ପାଇଁ ଆଜିଠାରୁ ଓଇଆରସିରେ ଶୁଣାଣି ଆରମ୍ଭ ହୋଇଛି । ଆଜି ଦୁଇ ବିଦ୍ୟୁତ ଉତ୍ପାଦନ ସଂସ୍ଥା ଓପିଜିସି ଓ ଓଏଚ୍‌ପିସି ଶୁଣାଣିରେ ଭାଗ ନେଇ ଟାରିଫ ବୃଦ୍ଧି ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି । ଓପିଜିସି ଚାରି ପଇସା ବୃଦ୍ଧି ପାଇଁ ଦାବି…

ଆଇଟା ୧୬ ବର୍ଷରୁ କମ୍‌ରେ କମାଲ କଲେ ଓଡିଆ ପୁଅ ଦେବାଶୀଷ

ଭୁବନେଶ୍ୱର: ଅଲ ଇଣ୍ଡିଆ ଟେନିସ ଆସୋସିଏଶନ(ଆଇଟା) ୧୬ ବର୍ଷରୁ କମ୍ ବିଭାଗରେ କମାଲ କରିଛନ୍ତି ଓଡିଆ ପୁଅ ଦେବାଶୀଷ ସାହୁ । ବାଳକ ଡବଲ୍ସ ବିଭାଗରେ ଦେବାଶୀଷ ଓ କର୍ଣ୍ଣାଟକ କ୍ରିଶ ଅଜୟ ତ୍ୟାଗୀ ଯୋଡି ଟାଇଟଲ ହାସଲ କରିଥିଲେ । ଅଜୟଙ୍କ ଏହା ପ୍ରଥମ ଆଇଟା ଟାଇଟଲ । ଦେବାଶୀଷ-କ୍ରିଶ ଫାଇନାଲରେ ଟପ…

୨୦୨୧ ଆଇପିଏଲ ନିଲାମରେ ସାମିଲ ହେବେ ୧୦୯୭ ଖେଳାଳି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୧ ସଂସ୍କରଣ ପାଇଁ ହେବାକୁ ଥିବା ମିନି ଅକ୍ସନରେ ୧୦୯୭ ଖେଳାଳି ନାମ ସାମିଲ ହେବ । ଏଥିରେ ୨୮୩ ବିଦେଶୀ ଖେଳାଳି ରହିଛନ୍ତି । ଆଇପିଏଲ ନିଲାମରେ ସାମିଲ ହେବାର ଶେଷ ତାରିଖ ଥିଲା ଫେବୃୟାରୀ ୪ । ୨୦୭ କ୍ୟାପଡ, ୮୬୩ ଅନକ୍ୟାପଡ ଓ ୨୭ ଆସୋସିଏଟ ଦେଶର…

ୟୁପିରେ ୧ ମାର୍ଚ୍ଚରୁ ଖୋଲିବ ସବୁ ସ୍କୁଲ୍‌

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ୧ ମାର୍ଚ୍ଚରୁ ପ୍ରଥମ ଶ୍ରେଣୀରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲିବ । ଏହା ବ୍ୟତୀତ ୧୦ ଫେବ୍ରୁଆରୀରୁ ହିଁ ୬ଷ୍ଠ ଶ୍ରେଣୀରୁ ଉପର ଶ୍ରେଣୀ ଖୋଲାଯିବ । ଆଜି ଏହା ଉପରେ ନିଷ୍ପତ୍ତି ହେବ । ବେସିକ୍‌ ଶିକ୍ଷା ବିଭାଗ ଅନ୍ତର୍ଗତ ପାଠପଢ଼ା କାର୍ଯ୍ୟ ପ୍ରାରମ୍ଭ…

ଦିଲ୍ଲୀ ବିମାନବନ୍ଦରରୁ ଧରା ପଡିଲା ଜୈଶ-ଇ-ମହମ୍ମଦର ଆତଙ୍କବାଦୀ

ଶ୍ରୀନଗର:ଦିଲ୍ଲୀ ବିମାନବନ୍ଦରରୁ ସ୍ଥାନୀୟ ପୋଲିସ ଜୈଶ-ଇ-ମହମ୍ମଦର ଜଣେ ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହୋଇଛି । ମୁନୀବ ଅହମ୍ମଦ ସୋଫି ନାମକ ଏହି ଆତଙ୍କବାଦୀ ଜମ୍ମୁ-କଶ୍ମୀରର ବିଜବେହାଡାରେ ବାସିନ୍ଦା । ସେ ପାକିସ୍ତାନ ଆତଙ୍କବାଦୀ ୱାଲେଦ ଭାଇଙ୍କ ପାଇଁ କାମ କରୁଥିଲେ । ୨୦୨୦ରେ ଆଇଇଡି…

ପିଲା ଚୋରି ସନ୍ଦେହରେ ଅଜଣା ବ୍ୟକ୍ତିକୁ କାବୁ କଲେ ଲୋକେ

କେନ୍ଦୁଝର: ପିଲା ଚୋରି ସନ୍ଦେହରେ ଅଜଣା ବ୍ୟକ୍ତିକୁ କାବୁ କଲେ ଲୋକେ । ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଜଣେ ଭିନ୍ନକ୍ଷମ ନାବାଳିକାକୁ ଅଜଣା ବ୍ୟକ୍ତି ଚୋରି କରି ନେଇଯାଉଥିବା ବେଳେ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ, ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ…

ମମତାଙ୍କ ଭାଇ ଧରିବେ ପଦ୍ମ

କୋଲକାତା:ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ପାଇଁ ବିଜେପି ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି । ଖବର ମୁତାବକ ମମତା ବାନାର୍ଜୀଙ୍କ ଭାଇ କାର୍ତିକ ବାନାର୍ଜୀ ବିଜେପିରେ ମିଶିବାକୁ ଯାଉଛନ୍ତି । ଟିଏମସି ପୂର୍ବତନ ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ବିଜେପିରେ ମିଶିବା ପରେ କହିଥିଲେ, ମମତାଙ୍କ…

ଭ୍ୟାକ୍ସିନ ନ ନେଲେ ମିଳିବନି ଦରମା, କଟକ ଜିଲ୍ଲାପାଳଙ୍କ ଅଜବ ନିୟମ 

କଟକ: ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ କଟକ ଜିଲ୍ଲାରେ କୋଭିଡ୍ ଟିକାକରଣ କମ ସଂଖ୍ୟାରେ ହେଉଛି । ଯାହାକୁ ନେଇ କଠୋଇ ଆଭିମୁଖ୍ୟ ଗ୍ରହଣ କରିଛନ୍ତି କଟକ ଜିଲ୍ଲାପାଳ । ଟିକାକରଣ ପ୍ରତିଶତ ବଢ଼ାଇବା ଲାଗି ଜିଲ୍ଲାପାଳ ସିଏମସି କମିଶନରଙ୍କ ସମେତ ବିଭିନ୍ନ ଅନୁଷ୍ଠାନକୁ ଚିଠି ଲେଖିଛନ୍ତି । ଏଥିସହ…

ଏୟାରଫୋର୍ସ ପାଇଁ ଟାଟା-ଏୟାରବସ ମିଳିତ ଭାବେ ନିର୍ମାଣ କରିବେ ଟ୍ରାନ୍ସପୋର୍ଟର ଏୟାରବସ

ନୂଆଦିଲ୍ଲୀ: ସରକାରଙ୍କ ମେକ ଇନ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଅଭିଯାନକୁ ମଜଭୁତ କରିବା ପାଇଁ ଶୁକ୍ରବାର ବଡ ପଦକ୍ଷେପ ଗ୍ରହଣ କରିଛି । ଭାରତୀୟ ଏୟାରଫୋର୍ସ ପାଇଁ ଟାଟା ଏବଂ ଏୟାରବସ ମିଳିତ ଭାବେ ଟ୍ରାନ୍ସପୋର୍ଟର ଏୟାରବେସ୍ ସି-୨୯୫ ନିର୍ମାଣ କରିବେ । ୧୫ ହଜାର କୋଟି ଟଙ୍କାର ଏହି ଚୁକ୍ତିକୁ…

ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ବରିଷ୍ଠ କିରାଣୀ

ପାଲଲହଡ଼ା: ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ସରକାରୀ ବାବୁ ଲାଞ୍ଚ ନେବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଅନୁଗୁଳ ଜିଲ୍ଲା ପାଲଲହଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀ ସାଧୁ ଚାତମ୍ବା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା…