Latest Odisha News

BREAKING NEWS

ଫାର୍ମହାଉସ କେୟାରଟେକର କହିଲେ ସୁଶାନ୍ତ ସାର୍ ଅମର, ଆକବର, ଆନ୍ଥୋନୀ ପାଇଁ ଅର୍ଥ ଟ୍ରାନ୍ସଫର କରିଥିଲେ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ପ୍ରତ୍ୟେକ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଶନିବାର ତାଙ୍କ ଲୋନାଭାଲ ଫାର୍ମ ହାଉସ କେୟାରଟେକର ରଇସ ଚାଂଚଲ୍ୟକର ଖୁଲସା କରିଛନ୍ତି । ସେ କହିଛନ୍ତି ସୁଶାନ୍ତ ସାର ମୃତ୍ୟୁ ପୂର୍ବରୁ ଅମର, ଆକବର ଓ ଆନ୍ଥୋନୀଙ୍କ ପାଇଁ ଫଣ୍ଡ ଟ୍ରାନ୍ସଫର କରିଥିଲେ ।…

ଡ୍ରଗ୍ସ ଲିଙ୍କ ମାମଲାରେ ସୁଶାନ୍ତଙ୍କ ରୋଷେୟା ଦୀପେଶ ଗିରଫ

ମୁମ୍ବାଇ: ଧୀରେ ଧୀରେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଫିଟୁଛି ଗୁମର । ଆଜି ପୁଣି ଆଉ ଜଣେ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଛନ୍ତି । ସୁଶାନ୍ତ ସିଂଙ୍କ ରୋଷେୟା ଦୀପେଶ ସାୱନ୍ତଙ୍କୁ ଏନ୍‌ସିବି ଏହି ମାମଲାରେ ଗିରଫ କରିଛି । ଏ ପର୍ଯ୍ୟନ୍ତ ଏହି ମାମଲାରେ ଏନସିବି ସାତ ଜଣଙ୍କୁ…

ସତ ହେଉଛି ବାବା ଭ୍ୟାଙ୍ଗଙ୍କ ଭବିଷ୍ୟବାଣୀ !

ନୂଆଦିଲ୍ଲୀ: ୨୦୨୦ ନେଇ ବାବା ଭ୍ୟାଙ୍ଗଙ୍କ ଭବିଷ୍ୟବାଣୀ ସତ ହେବାକୁ ଯାଉଛି । ଆଜିକୁ ୮୫ ବର୍ଷ ତଳେ କରିଥିବା ଅନ୍ଧ ଭ୍ୟାଙ୍ଗଙ୍କ ଭବିଷ୍ୟବାଣୀକୁ କୋଭିଡ-୧୯ ମହାମାରୀ ସହ ଯୋଡାଯାଉଛି । ପୂର୍ବରୁ ଧରିତ୍ରୀରେ ଜଳପ୍ରଳୟ, ୟୁରୋପ ଦେଶରେ ମୁସଲିମଙ୍କ ପ୍ରାଧାନ୍ୟ, ମହାମାରୀ ପ୍ରକୋପ ପରି…

ଇଜି ଅଫ୍ ଡୁଇଂ ବିଜନେସ୍ ରାଙ୍କିଙ୍ଗ, ସବୁଠୁ ପଛରେ ଓଡ଼ିଶା

ନୂଆଦିଲ୍ଲୀ: ଶନିବାର ପ୍ରକାଶ ପାଇଛି ଇଜି ଅଫ୍ ଡୁଇଂ ବିଜନେସ୍ ରାଙ୍କିଙ୍ଗ । କେନ୍ଦ୍ର ସରକାର ଏହି ତାଲିକା ପ୍ରକାଶ କରିଛନ୍ତି । ତେବେ ଏହି ତାଲିକାର ଟପ୍-୧୦ରେ ନାହିଁ ଓଡ଼ିଶା । ଏହି ତାଲିକାର ସର୍ବଶେଷ ୨୯ ନମ୍ବର ରାଙ୍କିଙ୍ଗରେ ଓଡିଶା ସମେତ ୭ଟି ରାଜ୍ୟ ରହିଛି । ରାଜ୍ୟ ଓ କେନ୍ଦ୍ର ଶାସିତ…

ଜନ୍ମଦିନରେ ଆଖି ଦାନ କରିବା ପାଇଁ ନିଷ୍ପତି ନେଲେ ଜାଡେଜାଙ୍କ ପତ୍ନୀ ରିଭାବା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ତାଙ୍କ ଜନ୍ମଦିନରେ ଆଖି ଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଯାହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ଏହା ଦ୍ୱାରା ଜଣେ ଆଖି ନ ଥିବା ବ୍ୟକ୍ତି ଉପକୃତ ହୋଇପାରିବେ ବୋଲି ଜାଡେଜା କହିଛନ୍ତି ।…

ସୁସ୍ଥ ହେଲେ ୩୪୪୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୯୫୧ ଆରୋଗ୍ୟ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୪୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୯୩,୭୭୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ଡିସେମ୍ବର ୧୫ରୁ ଆରମ୍ଭ ହେବ ରେଲୱେ ପରୀକ୍ଷା

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି। ଦେଶରେ ବେରୋଜଗାର ଯୁବକ-ଯୁବତୀଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ତେବେ ଚାକିରୀ ଆବେଦନକାରୀଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବ ରେଲୱେ ପରୀକ୍ଷା । ଏନେଇ ଆଜି…

ଆସନ୍ତୁ ଜାଣିବା ପିତୃ ପକ୍ଷରେ ସମ୍ପର୍କୀୟଙ୍କୁ ସ୍ୱପ୍ନରେ ଦେଖିଲେ କଣ ଫଳ ମିଳେ

ପୁରୀ: ପିତୃପକ୍ଷ ବା ଅପରପକ୍ଷକୁ ନିଷ୍ଠାର ସହ ପାଳନ କଲେ ପିତାଙ୍କ ଆତ୍ମଙ୍କୁ ଶାନ୍ତି ଏବଂ ତାଙ୍କଠାରୁ ଆର୍ଶୀବାଦ ମିଳିଥାଏ । ଏହି ସମୟରେ ଗରିବଙ୍କ ଦାନ କରିବା ଏବଂ ଲୋକଙ୍କୁ ସାହାଯ୍ୟ କଲେ ଭଲ ଫଳ ମିଳିଥାଏ । ଯଦି ଏହି ୧୫ ଦିନ ମଧ୍ୟରେ ଆପଣଙ୍କ ସ୍ୱପ୍ନରେ ପରିଜନ ଦେଖା ଦିଅନ୍ତି ତାହାହେଲେ…

‘ବେଡ୍‌ରୁମ୍‌ରେ ପିଉଥିଲେ ମଦ, ବାପା ହେବାକୁ ଚାହୁଁନଥିଲେ ଅନୁଭବ’ ପିଟିସନରେ ଦର୍ଶାଇଛନ୍ତି ବର୍ଷା

ଭୁବନେଶ୍ୱର: ହାତ ଧରି ଚାଲିବାକୁ ଦିନେ କଥା ଦେଇଥିଲେ । କିନ୍ତୁ ଆଜି ସିଏ ହାତ ଛାଡି ଦେଇଛନ୍ତି । ସମୟ ସହ ସବୁ କିଛି ବଦଳି ଯାଇଛି । ଆମ ଭିତରେ ଆଉ କିଛି ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ…

ଭୁବନେଶ୍ୱରରୁ ପୁଣି ବାହାରିଲେ ୪୦୯ ପଜିଟିଭ, ମୋଟ ସଂଖ୍ୟା ୧୨ ହଜାର ପାର୍

ଭୁବନେଶ୍ୱର: ଭୁବନେଶ୍ୱରେ ବଢ଼ୁଛି କରୋନା ସଂକ୍ରମଣ । ସବୁଠାରୁ ଚିନ୍ତା ଜନକ ରହିଛି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା । ପ୍ରତିଦିନ ଶହେରୁ ୨ଶହ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଛି । ଆଜି ପୁଣି ରାଜଧାନୀରୁ ୧୬୭ ସ୍ଥାନୀୟ ସଂକ୍ରମିତଙ୍କ ସମେତ ୪୦୯ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।…