ଛତିଶଗଡରେ ବସ୍ ଦୁର୍ଘଟଣା; ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି
ଭୁବନେଶ୍ୱର: ଛତିଶଗଡର ରାୟପୁରରେ ହୋଇଥିବା ବସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିବା ନେଇ ଶନିବାର ସୂଚନା ଦେଇଛନ୍ତି ଓଡିଶା ଡିଜିପ ଅଭୟ ।
ସୂଚନାନୁଯାୟୀ, ଛତିଶଗଡର ଛେରୀଖେଦି ଅଞ୍ଚଳରେ ଆଜି ସକାଳ ପ୍ରାୟ ୮ଟା ୩୦ମି. ସମୟରେ ଏକ ଟ୍ରକ୍ ସହ ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ସୁରତ…