Latest Odisha News

BREAKING NEWS

ଦାବି ସତ୍ବେ ରାଉରକେଲା ବିମାନଘାଟିରୁ ଦୈନିକ ଆରମ୍ଭ ହୋଇପାରିନାହିଁ ବିମାନ ସେବା

ରାଉରକେଲା: ପ୍ରତିଶ୍ରୁତି ପାଲଟୁଛି ପାଣିର ଗାର । ବାରମ୍ବାର ଦାବି ସତ୍ବେ ରାଉରକେଲା ବିମାନଘାଟିରୁ ଦୈନିକ ଆରମ୍ଭ ହୋଇପାରିନାହିଁ ବିମାନ ସେବା । ଗତ ତିନି ବର୍ଷ ହେଲା ଉଡାନ ଯୋଜନା ଆରମ୍ଭ ହେବ ବୋଲି ବାରମ୍ବାର ପ୍ରତିଶୃତି ଦିଆଯାଉଛି । ହେଲେ ଆଜି ପର୍ଯ୍ୟନ୍ତ ବିମାନ ଚଳାଚଳ ଆରମ୍ଭ…

ଭିନ୍ନ ଅନୁଭୂତି ସାଉଁଟିବା ପାଇଁ ସମୁଦ୍ର ଭିତରେ ବିବାହ କଲେ ଦମ୍ପତି

ଚେନ୍ନାଇ: ସାରା ସମୁଦ୍ର ଥିଲା ତାଙ୍କ ବିବାହ ମଣ୍ଡପ ଓ ଜଳଜୀବମାନେ ବରଯାତ୍ରୀ । ଭିନ୍ନ ଏକ ପରିବେଶରେ ବିବାହ କରିବା ନିଷ୍ପତ୍ତି ନେଇ ଚେନ୍ନାଇ ନୀଲନକରାଇରେ ସମୁଦ୍ର ପତନରୁ ୬୦ ଫୁଟ ତଳକୁ ଯାଇ ବିବାହ କରିଛନ୍ତି ଏକ ଦମ୍ପତିି । ଏହି ଦମ୍ପତି ହେଲେ ତିରୁଭନାମଲାଇର ଚିନ୍ନାଦୁରାଇ ଓ…

ଚମକିବ ପୁରୀ ଭୁବନେଶ୍ବର ବାଇପାସ୍, ଆସନ୍ତାକାଲି ଆଲୋକୀକରଣକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଲୋକରେ ଚମକିବ ପୁରୀ ଭୁବନେଶ୍ବର ବାଏପାସ୍ । ଆଲୋକିତ ହେବ ୧୨ କିଲୋମିଟର ମୁଖ୍ୟ ରାସ୍ତା । ଉପକୃତ ହେବେ ଏକାମ୍ର, ମଧ୍ୟ, ଉତ୍ତର ଓ ଜୟଦେବ ଭୁବନେଶ୍ବର ବାସିନ୍ଦା । ବୁଧବାରଠାରୁ ୧୨ କିଲୋମିଟର ବିସ୍ତୃତ ଏହି ରାସ୍ତା ଆଲୋକରେ ଝଲସିବ । ଆସନ୍ତାକାଲି ସଂଧ୍ୟା ୫ଟାରେ…

ବାର୍ଡ଼ ଫ୍ଲୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଲାଲ କିଲ୍ଲା ଅନିଶ୍ଚିତକାଳ ପାଇଁ ବନ୍ଦ

ନୂଆଦିଲ୍ଲୀ: ଦିଲ୍ଲୀ ଲାଲ କିଲ୍ଲା ଅନିଶ୍ଚିତକାଳ ପାଇଁ ବନ୍ଦ କରିଦିଆଯାଇଛି । ଦିଲ୍ଲୀ ସେଣ୍ଟାଲ ଡିଏମ୍ ଏ ସମ୍ବନ୍ଧରେ ଏକ ଆଦେଶ ଜାରି କରିଛନ୍ତି । ଦିଲ୍ଲୀ ବିପର୍ଯ୍ୟୟ ପ୍ରାଧିକରଣ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଲାଲ କିଲ୍ଲା ଓ ଆଖପାଖ ଅଞ୍ଚଳରେ ବାର୍ଡ଼ ଫ୍ଲୁ…

ଆସିଲା CBSE ବୋର୍ଡ ପରୀକ୍ଷା ସୂଚୀ, ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ 

ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ସୂଚୀ ଘୋଷଣା ହୋଇଛି । ମେ ୪ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ଜୁନ୍ ୧୧ ଯାଏଁ ଚାଲିବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍‌ ଆଜି ଏହି ଘୋଷଣା କରିଛନ୍ତି । ଦ୍ୱାଦଶ ପରୀକ୍ଷା ଦୁଇଟି ସିଫ୍ଟରେ କରାଯିବ । ପ୍ରଥମ ସିଫ୍ଟ ସକାଳ…

ତାପସୀଙ୍କ ଲୁପ ଲପେଟା ଫିଲ୍ମର ଫାଷ୍ଟ ଲୁକ୍ ଜାରି

ମୁମ୍ବାଇ: ବଲିଉଡର ପ୍ରତିଭାବାନ୍ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଲୁପ ଲପେଟା ଫିଲ୍ମର ଫାଷ୍ଟ ଲୁକ୍ ଜାରି କରାଯାଇଛି । ୧୯୯୮ରେ ରିଲିଜ ହୋଇଥିବା ଜର୍ମାନୀର ସୁପରହିଟ ଫିଲ୍ମ ରନ ଲୋଲା ରନର ଏହା ହିନ୍ଦୀ ରିମେକ୍ । ଲୁପ ଲପେଟାର ନିର୍ଦ୍ଦେଶନା ଭାର ଆକାଶ ଭାଟିଆଙ୍କ ଉପରେ ନ୍ୟସ୍ତ ରହିଛି ।…

ପାରାଦୀପ ବ୍ୟାଙ୍କରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଗାୟବ

ପାରାଦୀପ: ପାରଦୀପ ନିକଟସ୍ଥ ପାରାଦୀପ ଗଡ଼ ବଜାରରେ ଥିବା ୟୁନିୟନ ବ୍ୟାଙ୍କରୁ ୧୪ ଲକ୍ଷ ୮୬ ହଜାର ୭ ଶହ ୮୦ ଟଙ୍କାର କଏନ୍ ଗାୟବ । ଏ ସଂପର୍କରେ ବ୍ୟାଙ୍କ ପରିଚାଳକ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ୨୦୧୬ ବର୍ଷଠାରୁ ୨୦୨୧ ବର୍ଷ ମଧ୍ୟରେ ଏଭଳି ଘୋଟାଲା ହୋଇଥିବା ବ୍ୟାଙ୍କ…

ଅଷ୍ଟ୍ରେଲିଆର ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ: ଭାରତ ପାଇଁ ସହଜ ହେଲା ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ

ନୂଆଦିଲ୍ଲୀ: କରୋନା ମହାମାରୀ ଦକ୍ଷିଣ ଆଫ୍ରିକାରେ ତାର କାୟା ବିସ୍ତାର କରିବା ପୁନର୍ବାର ଆରମ୍ଭ କରିଛି । ଏହାକୁ ଦେଖି ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତକୁ ବାତିଲ କରାଯାଇଛି । ସରକାରଙ୍କ ନିଷ୍ପତିକୁ ଅଷ୍ଟ୍ରେଲିଆ ବୋର୍ଡ ସମର୍ଥନ କରିଛି । ଏହି ଗସ୍ତ ବାତିଲ ହେବା ଫଳରେ…

ଆଦିତ୍ୟ ଦାସ ମୃତ୍ୟୁ ମାମଲା:ସତ୍ୟପାଠ ମାଧ୍ୟମରେ ପକ୍ଷ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୨୬ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ଉପରୁ ହଟୁନି ପରଦା । ପୂର୍ବରୁ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଆଦିତ୍ୟଙ୍କ ମାଆ । ଆଜି ଆଦିତ୍ୟ ମୃତ୍ୟୁ ମାମଲାରେ ସତ୍ୟପାଠ ମାଧ୍ୟମରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବେଦନକାରୀ ପକ୍ଷ ରଖିବାକୁ ହାଇକୋର୍ଟ…

ପିପିଲି ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ, ଚାଲିଛି ଆଲୋଚନା

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ । ଏ ନେଇ ପିପିଲି ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ନେତୃତ୍ୱରେ ଆଲୋଚନା ହୋଇଛି । ନିର୍ବାଚନରେ ମହାରଥୀଙ୍କ ପରିବାରର କେହି ସଦସ୍ୟ କି ଅନ୍ୟ କେହି ଟିକେଟ୍ ପାଇବେ ତା ଉପରେ ସମସ୍ତଙ୍କ ନଜର…