Latest Odisha News

BREAKING NEWS

ହୀରାକୁଦରେ ୨୪ ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: କମିଛି ବର୍ଷାର ପରିମାଣ। ହୀରାକୁଦରେ ବନ୍ଦ ହେଉଛି ଗେଟ୍ । ବର୍ତ୍ତମାନ ସୁଦ୍ଧା ହୀରାକୁଦର ଜଳଭଣ୍ଡାରରୁ ୨୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ହୀରାକୁଦର ମୋଟ୍ ୪୬ ଟି ଗେଟ ଖୋଲା ଯାଇଥିଲା । ତେବେ ସେଥିରୁ ୨୨ଟି ଗେଟ୍ ବନ୍ଦ ହୋଇଥିବା ବେଳେ ଆଉ ୨୪ ଟି…

କମୁଛି ବନ୍ୟା ବଢୁଛି ଦୁର୍ଦ୍ଦଶା

ଯାଜପୁର: ବନ୍ୟା କମିବା ପରେ ବଢିଯାଇଛି ଲୋକଙ୍କ ଦୁର୍ଦ୍ଦଶା । ବନ୍ୟା ବିପତ୍ତି ରୁ ଲୋକେ ମୁକୁଳି ଥିବା ବେଳେ ବନ୍ୟା ଜନିତ କ୍ଷୟକ୍ଷତି ଲୋକଙ୍କ ଉପରେ ଦାଉ ସାଜିଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ସମେତ ୩ଟି ପ୍ରମୁଖ ନଦୀରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଥିଲା…

ପାଣିପାଗ ବିଭାଗର ସର୍ତକ ସୂଚନା: ଏହି ସବୁ ଜିଲ୍ଲାକୁ ଜାରି ହେଲା ଆଲର୍ଟ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୬ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, କଟକ, ଖୋର୍ଦ୍ଧା, ବଲାଙ୍ଗୀର, ନୂଆପଡ଼ା,…

ଶ୍ରୀମନ୍ଦିରରେ ଅନନ୍ତ ଚତୁର୍ଦ୍ଦଶୀ ନୀତି ପାଳିତ 

ପୁରୀ: ମଙ୍ଗଳବାର ଭାଦ୍ରବ ଶୁକ୍ଳ ଚତୁର୍ଦଶୀ ତିଥି ଅବସରରେ ସନ୍ଧ୍ୟା ଧୂପ ବଢ଼ିବାପରେ ଶ୍ରୀ ଅନନ୍ତ ଦେବଙ୍କ ପାଖରେ (ମୁକ୍ତି ମଣ୍ଡପ ନିକଟ ) ଅନନ୍ତ ଚତୁର୍ଦ୍ଦଶୀ ନୀତି ହୋଇଥାଏ । ଯୋଗଣିଆ, ମହାସ୍ନାନ ପାଇଁ ଆବଶ୍ୟକ ଜିନିଷମାନ ଯଥା ମହୁ,ଘିଅ,ଗୁଡ଼,କ୍ଷୀର, ଓ ଦହି ଏହି ପଞ୍ଚାମୃତ ପୂଜାପଣ୍ଡା…

ସୀମା ଲଂଘୁଛି ବର୍ବରତା: ଚୋରୀ ଅଭିଯୋଗରେ ଯୁବକଙ୍କୁ ମାଡ ମାରିବା ସହ ଅଧା ଲଣ୍ଡା କରି ବୁଲାଇଲେ ଗାଁ ଲୋକେ

ନାଲକୋନଗର : ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ଅମନ୍ତପୁର ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅମନ୍ତପୁର ଗ୍ରାମର ଜଣେ ଯୁବକଙ୍କୁ ପାଇପ ଚୋରୀ କରିବା ଅଭିଯୋଗରେ ବସଲା ସାହିର ଯୁବଗୋଷ୍ଠୀ ନିସ୍ତୁକ ମାଡ଼ ଦେବା ସହ ଅଧା ଲଣ୍ଡା କରି ଗାଁରେ ବୁଲାଇଥିବା ଜଣା ପଡ଼ିଛି ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା୨-୯-୨୦୨୦ ବୁଧବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର  ଆଜି ଦିନର ମହତ୍ତ୍ୱ  ଆଜି ୨୦୨୦ ମସିହା ସେପ୍ଟେମ୍ବର ତା ୨ ରିଖ ବୁଧବାର ସିଂହ ୧୮ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର   ଘାତ ବାର:-କର୍କଟ ରାଶିର  ଘାତ ଚନ୍ଦ୍ର:-…

ଆଉ ଜଣେ ବିଧାୟକ କରୋନା ପଜିଟିଭ୍‌

ବ୍ରହ୍ମପୁର: ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ କରୋନା । ଆଜି ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ କରୋନା ଟେଷ୍ଟ କରିଥିଲେ । ତେବେ ତାହା ପଜିଟିଭ୍ ଆସିଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ନିଜେ ବିକ୍ରମ ପଣ୍ଡା । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ସଙ୍ଗରୋଧରେ ରହିବାକୁ…

ଓଡିଆତ୍ୱ

ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ ତାକୁ ଆଉ କିଛି କୁହନି ସେ ସହିବାକୁ ଜାଣେ ଦୁର୍ଭିକ୍ଷ, ମହାମାରୀ,ଅତ୍ୟାଚାର ଅନ୍ଧାରୀ ଗୁମ୍ଫା ଭିତରେ ଆଲୁଅ ଖୋଜିବା ର କଳା ଜାଣେ ସ୍ୱପ୍ନହୀନ ଜୀବନକୁ ରଙ୍ଗେଇ ଦେବାର ଅଦମ୍ୟ ସାହସ ରଖେ । ଯଦି ବିଶ୍ୱାସ ନାହିଁ ଇତିହାସର କଳେବର ଝୁଣି ଦିଅ ତା…

କୋଭିଡ ପରିଚାଳନା ପାଇଁ ବିଏମ୍‌ସି ଓ ଖୋର୍ଦ୍ଧା ଦାୟିତ୍ୱରେ ଦୁଇ ଆଇଏଏସ୍ ଅଧିକାରୀ

ଭୁବନେଶ୍ୱର: ଦିନକୁ ଦିନ ଖୋର୍ଦ୍ଧା ଓ ଭୁବନେଶ୍ୱରରେ କୋଭିଡ ୧୯ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ରାଜ୍ୟ ସରକାର ଦୁଇ ଆଇଏଏସ୍ ଅଧିକାରୀ ପାରୁଲ ପତୱାରୀ, ବିଶାଲ ସିଂଙ୍କୁ ବିଏମସି ଓ ଖୋର୍ଦ୍ଧା ଦାୟିତ୍ୱ ଦେଇଛନ୍ତି । ଗଂଜାମ ଜିଲ୍ଲାରେ କୋଭିଡ ପରିଚାଳନା ଦିଗରେ ଏଡିଏମ ଭାବେ ଭଲ…

ସ୍ୟାଣ୍ଡ ଆନିମେସନ ଜରିଆରେ ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି

ପୁରୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି । ଏହି ବାର୍ତ୍ତା ନେଇ ନିଜ ସ୍ୟାଣ୍ଡ ଆନିମେସନ ଜରିଆରେ ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହି ସ୍ୟାଣ୍ଡ ଆନିମେସନଟି ପ୍ରସ୍ତୁତ କରିବାକୁ…