Latest Odisha News

BREAKING NEWS

ପୁତ୍ର ସନ୍ତାନର ବାପା ହେଲେ କମେଡି କିଙ୍ଗ କପିଲ ଶର୍ମା

ମୁମ୍ବାଇ: ପୁଣି ଥରେ ବାପା ହେଲେ କମେଡି କିଙ୍ଗ କପିଲ ଶର୍ମା । ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ପତ୍ନୀ ଗିନ୍ନି ଚତରଥ । ଏନେଇ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କପିଲ ଶର୍ମା । ଏହାପରେ ଶର୍ମା ଦମ୍ପତିଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । କପିଲ ଟ୍ୱିଟ୍ କରି ଲେଖିଛନ୍ତି,…

ପିକ୍ ଅପ୍ ଭ୍ୟାନ୍ ଓଲଟି ୯ ମୃତ; ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: କୋରାପୁଟ ମୂର୍ତ୍ତାହାଣ୍ଡି ନିକଟରେ ରବିବାର ଦିନ ଘଟିଥିବା ସଡକ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋରାପୁଟ କୋଟପାଡ଼ରେ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ…

ବଜେଟ୍ ଆଶା: କରଦାତା ଓ ରିୟଲ ଇଷ୍ଟେଟ ଜଗତକୁ କି ଉପହାର ଦେବେ ନିର୍ମଳା ?

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା କାଳରେ ବଜେଟ୍ ତାଙ୍କ ପାଇଁ ବଡ଼ ଆହ୍ୱାନ । ନିର୍ମଳାଙ୍କ ପେଡ଼ି ଉପରେ ସାଧାରଣ ଜନତା, ଟିକସଦାତା ଓ ରିୟଲ ଇଷ୍ଟେଟ ଦୁନିଆ ନଜର ରଖିଛି । ଆଶା…

ପଦ୍ମଶ୍ରୀ ବିଜେତା କମଳା ପୂଜାରୀ ଅସୁସ୍ଥ

ଜୟପୁର: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କମଳା ପୂଜାରୀ ଅସୁସ୍ଥ ଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନାନୁଯାୟୀ, ସେ ଦୀର୍ଘ ଏକ ମାସ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ସେ ଅଣ୍ଟା ଓ ଆଣ୍ଠୁ ଯନ୍ତ୍ରଣାରେ ପିଡିତ ଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ, କୋରାପୁଟ ଜିଲ୍ଲାର ପାତ୍ରପୁଟ…

ଝରାଫୁଲ ଡେଥ୍ ମିଷ୍ଟ୍ରି, ରିମାଣ୍ଡରେ ଯିବ ରାକେଶ

ଭୁବନେଶ୍ୱର: ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ । ପୁରା ଘଟଣା ଉପରୁ ପରଦା ଉଠାଇବା ପାଇଁ ଆଜି ରିମାଣ୍ଡ ପାଇଁ ଅନୁମତି ଦେଶପାରନ୍ତି କୋର୍ଟ । ଏ ନେଇ ଯାଜପୁର ଜିଲ୍ଲା ଦୌରାଜଜରେ ଅପିଲ କରିଛି କୁଆଖିଆ ଥାନା ପୋଲିସ । ଗତ ୨୯ ତାରିଖରେ ଅଭିଯୁକ୍ତ ରାକେଶ ସ୍ବାଇଁକୁ…

ଆଜି ଦାୟିତ୍ବ ନେବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି

ଭୁବନେଶ୍ୱର: ଆଜି ଓଡ଼ିଶା ପାଇଁ ଗର୍ବ ଆଉ ଗୌରବର କଥା । ଭାରତୀୟ ସେନାର ଉପମୁଖ୍ୟ ଭାବେ ଆଜି ଦାୟିତ୍ବ ନେବେ ଓଡିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି । ୪୨ତମ ଭାଇସ୍ ଚିଫ୍ ଆର୍ମୀ ଭାବେ ଦାୟିତ୍ବ ଗ୍ରହଣ କରିବେ ଚଣ୍ଡି ପ୍ରସାଦ ମହାନ୍ତି । ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ପୁଅ…

ଆଜିଠୁ ସାରା ରାଜ୍ୟରେ ଫେବ୍ରୁଆରୀ ଗାଇଡ୍‌ଲାଇନ୍ ଲାଗୁ

ଭୁବନେଶ୍ୱର: ଆଜିଠୁ ସାରା ରାଜ୍ୟରେ ଲାଗୁ ହେବ ଫେବ୍ରୁଆରୀ ଗାଇଡ୍‌ଲାଇନ୍ । ଆଜିଠୁ ଖୋଲିବ ଅଙ୍ଗନବାଡି କେନ୍ଦ୍ର । କରୋନା କଟକଣା ଭିତରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ଅଙ୍ଗନବାଡ଼ି ଖୋଲିବ ନାହିଁ । ସକାଳ ୯ଟାରୁ ୧୧ଟା ୨ ଘଣ୍ଟା ପାଇଁ ଖୋଲିବ…

ଆଜି ବଜେଟ୍‌, ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆଜି ବଜେଟ୍ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୧-୨୨ ଆର୍ଥିକବର୍ଷ ପାଇଁ ସଂସଦରେ ଆୟବ୍ୟୟର ହିସାବ ରଖିବେ ନିର୍ମଳା ସୀତାରମଣ । ସକାଳ ୧୧ଟାରେ ବଜେଟ ଉପସ୍ଥାପନା ହେବ । କେଉଁ କ୍ଷେତ୍ରକୁ ମିଳିବ କେତେ ଗୁରୁତ୍ବ, ତାକୁ ନେଇ ଆରମ୍ଭ ହୋଇଛି ତଜର୍ମା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧-୨-୨୦୨୧ରିଖ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଫେବୃଆରୀ ତା ୧ରିଖ ସୋମବାର ମକର ୧୯ ଦିନ ମାଘ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି ଉତ୍ତରାଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର ଆଜିର ଘାତ ବାର-: ମିଥୁନ ରାଶିର ଆଜିର ଘାତ ଚନ୍ଦ୍ର-: ବୃଷ ରାଶି ପୁରୁଷ ଓ…

ପୁନଃନିର୍ମାଣ ପାଇଁ ୧୪ ଦିନ ବନ୍ଦ ରହିବ ପୁଣେ ବିମାନବନ୍ଦର

ପୁଣେ : ପୁଣେ ବିମାନବନ୍ଦରରୁ ୧୪ ଦିନ ଉଡ଼ିବନି ବିମାନ । ରନ୍‌ଓ୍ବେ ପୁନଃନିର୍ମାଣ ହେବାକୁ ଥିବାରୁ ଏପ୍ରିଲ୍‌ ୨୬ରୁ ମେ’ ୯ ଯାଏ ପୁଣେ ବିମାନବନ୍ଦରରୁ ଉଡ଼ିବନି ବିମାନ। ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ମିଳିଛି। ସେହିପରି ୧୪ ଦିନ ବିମାନ ଉଡ଼ାଣ ପ୍ରଭାବିତ ହେବା ନେଇ ସ୍ପଷ୍ଟ…