ଭାରତରେ ଆତଙ୍କବାଦ ମହାମାରୀ !
ଜାମ୍ମୁ ଓ କଶ୍ମୀର: ନୂଆ ଆତଙ୍କବାଦୀ ସଙ୍ଗଠନର ପର୍ଦ୍ଦାଫାସ କଲା ଜାମ୍ମୁ ଓ କଶ୍ମୀର ପୋଲିସ । ଗିରଫ ହେଲେ ଦ ରେଜିଷ୍ଟାନ୍ସ ଫଣ୍ଟ ର ୪ ଆତଙ୍କବାଦୀ । ଲସ୍କର-ଏ-ତୋଏବା ସହ ଜଡିତ ନୂଆ ଆତଙ୍କବାଦୀ ସଙ୍ଗଠନ ।
ଦୁଇଦୁଇଟି ଯୁଦ୍ଧ ଲଢୁଛି ଭାରତୀୟ ପୋଲିସ । ଗୋଟେପଟେ କରୋନାଭାଇରସ୍ ସେପଟେ ଜାମ୍ମୁ…