Latest Odisha News

BREAKING NEWS

କୁଲି କାମ କରିବାକୁ ଯାଇ ଦେଢ ବର୍ଷ ହେଲା ନିଖୋଜ ବିଧବା ମହିଳା, ଥାନାର ଦ୍ବାରସ୍ଥ ହେଲେ ମାଆ 

ନନ୍ଦପୁର: ସ୍ବାମୀଙ୍କ ଦେହାନ୍ତ ପରେ ପରିବାର ଭରଣପୋଷଣ କରିବାକୁ କୁଲି କାମ କରିବାକୁ ବାହାରକୁ ଚାଲିଯାଇଥିଲେ । ନିଜ ମା’ଙ୍କ ପାଖରେ ୭ ବର୍ଷିୟ ଓ ୩ ବର୍ଷର କୁନି ଝିଅକୁ ଛାଡ଼ି ଯାଇଥିଲେ । କିନ୍ତୁ ଦେଢ଼ ବର୍ଷ ବିତିଗଲାଣି ସେ ନିଜ ଭିଟାମାଟିକୁ ଫେରି ନାହାନ୍ତି। ଏନେଇ ଥାାନାରେ ଅଭିଯୋଗ…

ଏଣିକି ଶହେ ପ୍ରତିଶତ ଦର୍ଶକରେ ଖୋଲିବ ସିନେମା ହଲ୍

ନୂଆଦିଲ୍ଲୀ : ଏଥର ଶହେ ପ୍ରତିଶତ ଦର୍ଶକରେ ଖୋଲିବ ସିନେମା ହଲ୍‌ । କରୋନା ଯୋଗୁ ଗତ ବର୍ଷ ମାର୍ଚ୍ଚ ମାସରୁ ହଲ୍ ସବୁ ବନ୍ଦ ରହିଥିବା ବେଳେ, ଗତ ଅକ୍ଟୋବରରୁ ୫୦ ପ୍ରତିଶତ ଦର୍ଶକରେ ଏହା ଖୋଲିଥିଲା। ହେଲେ ଏବେ ସିନେମା ହଲରେ ଜମିବ ଦର୍ଶକଙ୍କ ଭିଡ । କାରଣ, ହଲ୍‌ରେ ଦର୍ଶକ ସଂଖ୍ୟା…

ମାନସିକ ପୂରଣ ହେଲା, ଚୁଟି କାଟିଲେ ନଟରଜନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଦଳର ଐତିହାସିକ ସଫଳତା ପରେ ଦଳର ପେସ ବୋଲର ତ୍ୟାଗୀ ନଟରାଜନ ତାଙ୍କ ମାନସିକ ପୂରଣ ହୋଇଥିବା କହିଛନ୍ତି । ଭଗବାନ ମୁରଗାନଙ୍କ ମନ୍ଦିରରେ ସେ ସମ୍ପୂର୍ଣ୍ଣ ଭାବେ ଲଣ୍ଡା ହେବା ସହ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ନିଜ ଫଟୋ ଶେୟାର…

ଶର୍ମିଳା ଟାଗୋର ଗୁରୁତର ହେବା ଖବର ଗୁଜବ ପ୍ରମାଣିତ: ଭଗବାନଙ୍କ କୃପାରୁ ଭଲ ଅଛି-ଶର୍ମିଳା

ମୁମ୍ବାଇ: ବରିଷ୍ଠ ଅଭିନେତ୍ରୀ ଶର୍ମିଳା ଟାଗୋର ଗୁରୁତର ଅସୁସ୍ଥ ହୋଇଥିବା ଖବର ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର କାରଣ ସାଜିଥିଲା । ତେବେ ଏହି ଖବର ଗୁଜବ ପ୍ରମାଣିତ ହୋଇଛି । ରବିବାର ଶର୍ମିଳା ଗଣମାଧ୍ୟମ ଆଗରେ କହିଛନ୍ତି ଭଗବାନଙ୍କ କୃପାରୁ ଭଲ ଅଛି । କୌଣସି ଚିନ୍ତାର ଖବର ନାହିଁ । ମୁଁ…

କରୋନା ଟିକା ନେବା ପରେ ତୃତୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ; ତେଲେଙ୍ଗାନା

ନୂଆଦିଲ୍ଲୀ: ତେଲେଙ୍ଗାନାର ଅନ୍ୟ ଜଣେ ସ୍ୱାସ୍ଥ୍ୟ କର୍ମୀ ଯିଏକି ଚଳିତ ମାସ ଆରମ୍ଭରେ କୋଭିଡ-୧୯ ଟିକା ଦିଆଯାଇଥିଲା। ଜାନୁଆରୀ ୧୬ ରେ ଭାରତ ବିଶ୍ୱର ସର୍ବବୃହତ ଟୀକାକରଣ ଆରମ୍ଭ କରିବା ପରଠାରୁ ରାଜ୍ୟରେ ଏହା ହେଉଛି ତୃତୀୟ ଘଟଣା। ମୃତକଙ୍କ ଜଣକ ୫୫ ବର୍ଷ ବୟସ୍କା ମହିଳା ସ୍ୱାସ୍ଥ୍ୟ କର୍ମୀ…

୧.୩ ଲକ୍ଷ କୋଟିରେ ୧୧୪ ଲଢ଼ୁଆ ବିମାନ କିଣିବାକୁ IAFର ପ୍ରସ୍ତୁତି

ନୂଆଦିଲ୍ଲୀ: ଆହୁରି ମଜ୍‌ଭୁତ ହେବ ଭାରତୀୟ ବାୟୁସେନା । ୧.୩ ଲକ୍ଷ କୋଟି ଟଙ୍କାର ୧୧୪ ଲଢ଼ୁଆ ବିମାନ କ୍ରୟ କରିବାକୁ ଯୋଜନା କରିଛି ଆଇଏଏଫ୍‌। ଆଗାମୀ ଏରୋ ଇଣ୍ଡିଆ ସମୟରେ ୮୩ ଏଲସିଏ ତେଜସ୍ ମାର୍କ ୧ଏ ବିମାନ କ୍ରୟ ଉପରେ ମୋହର ବାଜିବା ପରେ ଭାରତୀୟ ବାୟୁସେନା ଏବେ ମଲ୍ଟିରୋଲ୍‌ ଲଢ଼ୁଆ ବିମାନ…

୩୦ ବର୍ଷ ପୂରଣ କଲା ଫିଲ୍ମ ‘ହମ୍‌’; ଏବେ ବି ବିଗ୍‌ ବିଙ୍କ ଯାଦୁ ଦର୍ଶକଙ୍କ ହୃଦୟରେ ରହିଛି ସତେଜ

ନୂଆଦିଲ୍ଲୀ: ସୁପର୍‌ହିଟ୍‌ ହିନ୍ଦୀ 'ହମ୍‌'କୁ ୩୦ ବର୍ଷ ପୂରିଛି। ବହୁ ପ୍ରଶଂସିତ ସଂଗୀତ କାଷ୍ଟ ଚଳଚ୍ଚିତ୍ର ମଧ୍ୟରୁ ମୁକୁଲ ଆନନ୍ଦ ନିର୍ଦ୍ଦେଶକ ହମ୍ ୧୯୯୧ ରେ ମୁକ୍ତିଲାଭ କରିଥିଲା ​​ଏବଂ କେବଳ ଅଭିନୟ, କାହାଣୀ ନୁହେଁ ସୁପର-ହିଟ୍ ଗୀତ ପାଇଁ ମଧ୍ୟ ଏହା ଆଜି ବି ଦର୍ଶକଙ୍କ ହୃଦୟରେ ତାଜା…

କାହିଁକି ଅଚାନକ ମଞ୍ଚ ଉପରେ କାନ୍ଦି ପକାଇଲେ ଅଭିନେତ୍ରୀ ଡେଜି

ନୂଆଦିଲ୍ଲୀ: ଫିଲ୍ମ ଜୟ ହୋ ପାଇଁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଡେଜି ଶାହା ଜଣେ ନୃତ୍ୟଶିଳ୍ପୀ। ସେ କୋରିଓଗ୍ରାଫର ଶାବିନା ଖାନଙ୍କ ଅଧୀନରେ ତାଲିମ ନେଇଥିଲେ ଏବଂ ବର୍ଷ ବର୍ଷ ଧରି ତାଙ୍କର ସହକାରୀ ଥିଲେ। ନିକଟରେ ଯେତେବେଳେ ଶାହା ଏକ ଇଭେଣ୍ଟ ଅନୁଗ୍ରହ କରିଥିଲେ, ସେତେବେଳେ ସେ…

ଖଡ଼ିଆଳ ପୁଲିସକୁ ସଫଳତା, ଚୋରି ହୋଇଥିବା କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ କଲା ପୁଲିସ, ୩ ଯୁବକ ଗିରଫ

ନୂଆପଡ଼ା: ଖଡ଼ିଆଳ ଏରିଗେସନ ଅଫିସରୁ ଚୋରି ହୋଇଥିବା ଜିନିଷ ଜବତ କରିବାରେ ସଫଳ ହୋଇଛି ଖଡ଼ିଆଳ ପୁଲିସ । ଏଥିସହିତ ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ଗତ ୨୨ ତାରିଖରେ ଖଡ଼ିଆଳ ସ୍ଥିତ ଏରିଗେସନ୍ ଅଫିସରୁ କମ୍ପ୍ୟୁଟର ଓ ପ୍ରିଣ୍ଟର ଚୋରି ହୋଇଥିଲା । ଏନେଇ ଗତ ୨୪ ତାରିଖରେ…

ଅକାମୀ ହାତ ବଳରେ ସାକ୍ଷୀଙ୍କୁ ହରାଇ ସୋନମ ହେଲେ ଜାତୀୟ ରେସଲିଂ ଚାମ୍ପିୟନ

ଚଣ୍ଡୀଗଡ: ଜାତୀୟ ରେସଲିଂ ଚାମ୍ପିୟନଶିପରେ ହରିୟାଣାର ୧୮ ବର୍ଷୀୟା ସୋନମ ମଲିକ ନୂତନ ଚାମ୍ପିୟନ ହୋଇଛନ୍ତି । ଫାଇନାଲରେ ସେ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକଙ୍କୁ ପରାସ୍ତ କରିଥିଲେ । ଯେଉଁ ପାରାଲାଇଜଡ ହାତ ଯୋଗୁ ସେ ରେସଲିଂ ଛାଡିବେ ବୋଲି ଚିନ୍ତା କରୁଥିଲେ ସେଥିଯୋଗୁ ସେ ଏହି…