Latest Odisha News

BREAKING NEWS

ଆଣ୍ଡାମାନର ବିରଳ ଆଦିବାସୀଙ୍କୁ କରୋନା

ପୋର୍ଟବ୍ଲେୟାର: ବ୍ୟାପୁଛି କରୋନା । ଦିନକୁ ଦିନ ନେଉଛି ଭୟଙ୍କର ରୂପ । ବିଶ୍ୱର ଏହା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜର ଏକ ବିରଳ ଆଦିବାସୀ ସମ୍ପ୍ରଦାୟରେ ବ୍ୟାପିବାରେ ଲାଗିଲାଣି କରୋନା। ଏଠାରେ ଥିବା ବିରଳ ଆଦିବାସୀ ସଂପ୍ରଦାୟର ଏହି ଜନଜାତିରେ ୪…

କଦଳୀ ପତ୍ରରେ ଭୋଜନ କଲେ ମିଳେ ଏହିସବୁ ଫାଇଦା…

ଭୁବନେଶ୍ୱର: ହିନ୍ଦୁ ଧର୍ମରେ କଦଳୀ ଗଛର ଅନେକ ମହତ୍ତ୍ୱ ରହିଛି । ଯେକୌଣସି ଶୁଭ କାର୍ଯ୍ୟ ହେଲେ ଆଗ ଖୋଜା ପଡେ କଦଳୀ ବୃକ୍ଷ । ବିଭିନ୍ନ ପୂଜାପର୍ବ ହେଉ କିମ୍ବା ବହୁ ସମୟରେ ଆମେ କଦଳୀ ପତ୍ରରେ ଖାଦ୍ୟ ଖାଇଥାଉ। ଆମ ହିନ୍ଦୁ ଧର୍ମରେ ଏହାକୁ ଅତ୍ୟନ୍ତ ଶୁଭ ଭାବେ ବିବେଚନା କରାଯାଇଥାଏ। କଦଳୀ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୨୮-୮-୨୦୨୦ ଶୁକ୍ରବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ମାସ ତା ୨୮ ରିଖ ଶୁକ୍ରବାର ସିଂହ ୧୩ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ଭୁକ୍ତ ଏକାଦଶୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର   ଘାତ ବାର :- ବିଛା ଧନୁ ଓ…

ଅବୁଦ୍ଧ ଗୌତମ

କାହା ଡାକରେ ଉଚ୍ଚାଟ ହେଉଛି ମନ ବେଳକୁ ବେଳ, ଥରକୁ ଥର ଭାଙ୍ଗି ଯାଉଛି ସଂକଳ୍ପ ସଂଯମତାର କଠୋର ବ୍ରତ । ଅନୁଭବ କରିପାରୁଚି ଏବେ ମୁଁ ମୋ ଆଖିର ଆଢୁଆଳେ କେଉଁଠି ବର୍ଷା ହେଉଚି ! ସାମ୍ନାରେ ଠିଆ ହୋଇଚି କିଏ ଜଣେ ପ୍ରଶ୍ନମାନଙ୍କର ସମାହିତ ଛାୟା ଯଶୋଧାରା, ଗୌତମୀ, ଗୋପା କି…

ଦୋକାନ ମାଲିକଙ୍କୁ ଆକ୍ରମଣ କରି ଲୁଟି ନେଲେ ସୁନାଗହଣା

ବ୍ରହ୍ମପୁର: ଅଳଙ୍କାର ଦୋକାନୀ ମାଲିକ ଶରତ ଚନ୍ଦ୍ର ସାହୁ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କୁ କେହି ଦୁବୃର୍ତ୍ତ ଆକ୍ରମଣ କରି ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଦୁହେଁ ବାଇକ ଯୋଗେ ଗତକାଲି ରାତି ୯ ଟାରେ ଦୋକାନରୁ ଛତ୍ରପୁର କୋର୍ଟ ରେଳ ଷ୍ଟେସନ ନିକଟ…

ଜବତ ହେଲା ବ୍ରହ୍ମପୁରରୁ ଆନ୍ଧ୍ରକୁ ଚାଲାଣ ହେଉଥିବା ରୂପା ଇଟା; ୩ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରୁ ଚାଲାଣ ହେଉଥିବା ପ୍ରାୟ ୨୦ ଲକ୍ଷ ଟଙ୍କାର ରୂପା ଇଟାକୁ ଆନ୍ଧ୍ରପ୍ରଦେଶ ପୋଲିସ ଜବତ କରିଛି । ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ମାନେ ହେଲେ ମଛଲିପଟନମର ପି ସୁରି ବାବୁ, ଇଜାଦ୍ ଗୋବିନ୍ଦ ଏବଂ ନରସିଂହମୁଲୁ । ଯେଉଁମାନେ କି…

ମାଆ ହେଲେ ଆମେରିକାର ଲୋକପ୍ରିୟ ଗାୟିକା କେଟି ପେରୀ

ୱାଶିଂଟନ: ଆମେରିକାର ଲୋକପ୍ରିୟ ପପ୍ ଗାୟିକା କେଟି ପେରୀ ମାଆ ହୋଇଛନ୍ତି । ସୋସିଆଲ ସାଇଟରେ କେଟି ଏବଂ ତାଙ୍କ ଭାବି ସ୍ୱାମୀ ଆର୍ଲୋଣ୍ଡା ବ୍ଲୁମ ପ୍ରଶଂସକମାନଙ୍କ ସହ ଏହି ଖୁସି ଖବର ଶେୟାର କରିଥିଲେ । ଜନ୍ମିତ ଶିଶୁ କନ୍ୟାର ନାମ ଡେଜି ଡୋଭ ବ୍ଲୁମ ରଖାଯାଇଛି । ଡେଜି ବ୍ଲୁମ ଦୁନିଆକୁ…

ୟୁଜିସି ପରୀକ୍ଷା ଗାଇଡଲାଇନ୍ ଉପରେ ଆସନ୍ତାକାଲି ଆସିବ ରାୟ

ନୂଆଦିଲ୍ଲୀ: ୟୁଜିସି ଜାରି କରିଥିବା ପରୀକ୍ଷା ଗାଇଡାଲାଇନ୍ ଉପରେ ଆସନ୍ତାକାଲି ଆସିବ ରାୟ । ଆସନ୍ତା ସେପ୍ଟେମ୍ବର ସୁଦ୍ଧା ବିଶ୍ୱବିଦ୍ୟାଳୟ ପରୀକ୍ଷା ଶେଷ କରିବାକୁ ୟୁଜିସି ଗାଇଲାଇନ୍ ଜାରି କରିଥିଲା । ଏହାଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରାୟ ଶୁଣାଇବେ । ଗତ ଜୁଲାଇ ମାସରେ ୟୁଜିସି ପକ୍ଷରୁ…

ଲଗାଣ ବର୍ଷା ଯୋଗୁଁ ବେହାଲ ବାରିପଦା

ବାରିପଦା: ବାରିପଦା ସହରରେ ଲୋକଙ୍କ ଘରେ ପଶିଲା ବନ୍ୟା ପାଣି । ଗତକାଲି ଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ସହର ମଧ୍ୟରେ ଯାଇଥିବା ଜରାଳୀ ଏବଂ ସରାଳୀ ନାଳ ଗୁଡିକରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହୋଇଥିଲା । ଫଳରେ ସହରର ବିଭିନ୍ନ ସ୍ଥାନରେ ଏହି ନାଳ ସଂଗଲଗ୍ନ ଗୃହ ଗୁଡିକ ସହ ସହରର ତଳି…

ଜେଇଇ-ନିଟ୍ ପରୀକ୍ଷାକୁ ନେଇ ପ୍ରତିବାଦ, ପୋଲିସର ଲାଠି ଚାର୍ଜ

ଲକ୍ଷ୍ନୌ: ମହାମାରୀ କରୋନା ଭିତରେ ଆସନ୍ତା ସେପ୍ଟେମ୍ବରରେ ଆୟୋଜିତ ହେବ ଜେଇଇ ଓ ନିଟ୍ ପରୀକ୍ଷା । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହାକୁ ବିରୋଧ କରି ଆଜି ଶତାଧିକ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାଜଭବନ ଆଗରେ ସମାଜବାଦୀ କର୍ମୀମାନେ ପ୍ରତିବାଦ କରିଛନ୍ତି । ଏହି…