Latest Odisha News

BREAKING NEWS

ସୁଲଭ ମୂଲ୍ୟରେ ଦୁର୍ଲଭ ପୁସ୍ତକ : ଜ୍ଞାନମଣ୍ଡଳ

ଭୁବନେଶ୍ୱର: ଓଡ଼ିଆ ଭାଷାର ସର୍ବବୃହତ ଓ ସର୍ବପ୍ରଥମ ବିଶ୍ୱକୋଷ (ଏନ୍‍ସାଇକ୍ଲୋପିଡ଼ିଆ) ‘ଜ୍ଞାନମଣ୍ଡଳ’ର ସଂପୂର୍ଣ୍ଣ ପେପରବ୍ୟାକ୍‍ ସଂସ୍କରଣ ଏବେ ଉପଲବ୍ଧ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଦଶଟି ଖଣ୍ଡରେ ପ୍ରକାଶିତ ‘ଜ୍ଞାନମଣ୍ଡଳ’ ଏବେ ସ୍କୁଲ, କଲେଜ୍‍ ତଥା ବ୍ୟକ୍ତିଗତ ଲାଇବ୍ରେରୀ ପାଇଁ…

ଜେଲରେ ହେବ ରେଡିଓ ଷ୍ଟେସନ, କଏଦୀ ହେବେ ଆରଜେ !

ଭୁବନେଶ୍ୱର: ଏବେ ଜେଲରେ ସଜା କାଟୁଥିବା କଏଦୀମାନେ ହେବେ ଆରଜେ ଆଉ କହିବେ ନିଜ ମନର କଥା । ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏହା ସତ । ଏଭଳି ଏକ ଅଭିନବ ପରିକଳ୍ପନା କରିଛନ୍ତି କାରାଗାର ଡିଜି ସତ୍ୟଜିତ ମହାନ୍ତି । ଜନସାଧାରଣକୁ ଏହି ପରିକଳ୍ପନା ବଲିଉଡ ଫିଲ୍ମ ‘ସଞ୍ଜୁ’ର କାହାଣୀ ପରି…

ଆଇଫା ଆଓ୍ଵାର୍ଡ ୨୦୧୯: ଶ୍ରେଷ୍ଠ ଅଭିନେତା ରଣବୀର ସିଂ ଓ ଶ୍ରେଷ୍ଠ ଅଭିନେତ୍ରୀ ଆଲିଆ ଭଟ୍ଟ

ମୁମ୍ବାଇ: ଚଳଚ୍ଚିତ୍ର ଦୁନିଆର ସବୁଠାରୁ ସମ୍ମାନ ଜନକ ପୁରସ୍କାର ଇଣ୍ଟରନ୍ୟାସନାଲ୍ ଇଣ୍ଡିଆନ୍ ଫିଲ୍ମ ଏକାଡେମୀ(ଆଇଫା) ବୁଧବାର ଏହାର ୨୦ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ପାଳନ କରିଛି। ଏଥିରେ ବଲିଉଡର ସମସ୍ତ ସେଲେବ୍ରିଟିଙ୍କୁ ଷ୍ଟାଇଲିସ୍ ଓ ଫ୍ୟାଶନେବଲ୍ ଲୁକରେ ଦେଖିବାକୁ ମିଳିଥିଲା। ତେବେ…

ଆଫଗାନିସ୍ତାନର ଡାକ୍ତରଖାନାରେ ବିସ୍ଫୋରଣ, ୨୦ ମୃତ

କାବୁଲ: ଆଫଗାନିସ୍ତାନର କ୍ୱାଲତଠାରେ ଥିବା ଏକ ଡାକ୍ତରଖାନା ବାହାରେ ଗୁରୁବାର ଦିନ ଏକ ଶକ୍ତିଶାଳୀ ସୁଇସାଇଡ ବମ ଟ୍ରକ ବିସ୍ଫୋରଣ ହୋଇଛି । ଏଥିରେ ୨୦ ଜଣ ପ୍ରାଣ ହରାଇଥିବା ବେଳେ ୯୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ…

ଖୁସିଖବର: ‘ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର’ ଲାଗି ମନୋନୀତ ହୋଇଛନ୍ତି ଏହି ଓଡ଼ିଆ ଝିଅ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ କୁନି ଝିଅକୁ ମିଳିବ ୨୦୧୯ ମସିହା ଲାଗି ‘ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର’ । ଜିଲ୍ଲାର ଜଣେ ୧୩ ବର୍ଷିୟା ବାଳିକା ଏହି ପୁରସ୍କାର ପାଇବାକୁ ମନୋନୀତ ହୋଥିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ପଟ୍ଟନାୟକ ଟ୍ୱିଟ୍ କରି ଜଣାଇଛନ୍ତି । ଜିଲ୍ଲାର…

ପରଦାକୁ ଆସିଲା ସତ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ଛବିରାଣୀ

ଭୁବନେଶ୍ୱର: ରିଲିଜ୍ ହେଲା ବହୁପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଛବିରାଣୀ’। ଓଡ଼ିଶାର ୩୬ଟି ସିନେମା ହଲରେ ଗୁରୁବାର ରିଲିଜ୍ ହୋଇଥିବା ଏହି  ସିନେମାଟି ଅଶି ଦଶକର ଲୋମଟାଙ୍କୁରା ସତ୍ୟଘଟଣା ଛବିରାଣୀ ହତ୍ୟାକାଣ୍ଡ ଉପରେ ଆଧାରିତ । ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଓଲିଉଡର ଆଗଧାଡ଼ିର…

ସୋଆରେ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍ ସଚେତନତା ଅଭିଯାନ

ଭୁବନେଶ୍ୱର: ଯୁବପିଢ଼ିଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରାଇବା ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିଛି କମିଶନରେଟ ପୋଲିସ । ଏହି ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି)ର ଛାତ୍ରଛାତ୍ରୀମାନଙ୍କୁ ଗୁରୁବାର ଦିନ ପଥପ୍ରାନ୍ତ ନାଟକ ଜରିଆରେ ସଚେତନ କରାଇଛି…

ଟାଇମପାସ୍‍ ପୁସ୍ତକପର୍ବ: ଲୋକାର୍ପିତ ହେଲା ଡ. ବାସନ୍ତୀ ମହାନ୍ତିଙ୍କ ତିନୋଟି ବହି

ଭୁବନେଶ୍ୱର: ଜଣାଶୁଣା ଲେଖିକା ଡ. ବାସନ୍ତୀ ମହାନ୍ତିଙ୍କ ତିନୋଟି ପୁସ୍ତକ ସ୍ଥାନୀୟ ହୋଟେଲ କେଶରୀଠାରେ ବିଶିଷ୍ଟ ଅତିଥିମାନଙ୍କ ଗହଣରେ ଲୋକାର୍ପିତ ହୋଇଯାଇଛି । ଟାଇମପାସ୍‍ ପ୍ରକାଶନ ଦ୍ୱାରା ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାକାର କୃପାସାଗର ସାହୁ ଶ୍ରୀମତୀ…

‘କାଳିଆ ଯୋଜନା’ରେ ଅଯୋଗ୍ୟ ହିିତାଧିକାରୀଙ୍କ ସଂଖ୍ୟା ୨୦ ଲକ୍ଷ: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ଦେଇଥିବା ମନ୍ତବ୍ୟକୁ ବିଜେପି ପକ୍ଷରୁ ଅସ୍ୱୀକାର କରାଯାଇଛି । ବିଜେପି ପକ୍ଷରୁ ଏହି ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଠିକ୍ ନୁହେଁ ବରଂ କାଳିଆ ଯୋଜନାରେ ଅଯୋଗ୍ୟ…