କହୁ କହୁ ଏତେ ବଡ କଥା କହିଦେଲେ ଟିଏମସି ନେତା ଶେଖ ଆଲାମ !
କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବର୍ତମାନ ଛକାପଞ୍ଝା ଓ ବୟାନବାଜୀର ପାଗଳାମୀ ଆରମ୍ଭ ହୋଇଛି । ଗୁରୁବାର ଟିଏମସି ନେତା ଶେଖ ଆଲାମ କହୁ କହୁ ବହୁତ ବଡ ବିବାଦୀୟ କଥା କହି ଦେଇଛନ୍ତି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଭାରତରେ ୩୦ ପ୍ରତିଶତ ମୁସଲମାନ…