Latest Odisha News

BREAKING NEWS

ରାଜ୍ୟର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ୧୮ ଆହତ

ବୌଦ୍ଧ/ସୁବର୍ଣ୍ଣପୁର: ରାଜ୍ୟର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଖଜୁରୀପଡ଼ା ନିକଟରେ ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର…

ହସ୍ପିଟାଲରେ ନିଆଁ: ୧୦ ଜଣଙ୍କର ମୃତ୍ୟୁ, ୭୦ରୁ ଅଧିକ ଉଦ୍ଧାର

ମୁମ୍ବାଇ: ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ମୁମ୍ୱାଇର ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗି ୧୦ ଜଣ ପ୍ରାଣ ହରାଇଛନ୍ତି । କିଛି ରୋଗୀ ନିଆଁ ଓ ଧୂଆଁରେ ଅଣନିଶ୍ୱାସୀ ହୋଇଛନ୍ତି । ସେମାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ୭୦ରୁ ଅଧିକ ରୋଗୀଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।…

ଭାରତ ବନ୍ଦ: ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ଚାଷୀ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ଚଳାଇଥିବା ଆନ୍ଦୋଳନକୁ ଆଜି ଚାରି ମାସ ପୂରିଛି । ଏଥିପାଇଁ ଆଜି ଦେଶବ୍ୟାପୀ ବନ୍ଦ ପାଳନ କରୁଛନ୍ତି କୃଷକ ସଂଗଠନ । ପ୍ରଭାବରେ ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଚାଷୀ । ରାସ୍ତାରୋକ କରିବା ସହ ଟ୍ରେନ…

ଧଉଳି ଚାରୁକଳା ମହାବିଦ୍ୟାଳୟରେ ଚିତ୍ରକଳା ଶିବିର

ଭୁବନେଶ୍ୱର : ଧଉଳି ଚାରୁକଳା ମହାବିଦ୍ୟାଳୟ ଓ ଭାରତ ପର୍ଯ୍ୟଟନର ଆନୁକୂଲ୍ୟରେ ସହିଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ୧୧ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଚିତ୍ରକଳା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ଵାରା ସୁଭାଷ ବୋଷଙ୍କ ଜୀବନୀ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ମାର୍ଚ୍ଚ ୨୬ ତାରିଖ ଶୁକ୍ରବାର ମୀନ ୧୩ ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଭୁକ୍ତ ତ୍ରୟୋଦଶୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଆଜିର ଘାତ ବାର- ବିଛା ଧନୁ ଓ ମୀନ ରାଶିର ଆଜିର ଘାତ ଚନ୍ଦ୍ର- କର୍କଟ ଓ ମକର ରାଶି…

କବିତା : ମହାକାଳର ଆତ୍ମଲିପି

ଦେବୀ ପ୍ରସନ୍ନ ନନ୍ଦ  ଅଖଣ୍ଡ ମଣ୍ଡଳ ବ୍ୟାପ୍ତ ଚରାଭୁଇଁ ମୋର ଅସୀମ ମୋ କାୟା କାନ୍ତି ନାହିଁ ପାରାବାର ଅପ୍ରମେୟ ଅବୟବ ରଚୁଥାଏ ନିଶୀଥ ସକାଳ ନିରନ୍ତର ରମୁଥାଏ ଚରାଚର,ନାମ ମହାକାଳ । ତାଣ୍ଡବରେ ଶିବଙ୍କର ଡମ୍ବରୁର ନିନାଦ ମୁର୍ଛ୍ଛିତ ହରିହସ୍ତେ ସୁଦର୍ଶନ ଚକ୍ରର ପ୍ରଚ୍ଛନ୍ନ…

‘ବଳଦଗାଡ଼ିରୁ ବୋଇଂ ବିମାନ’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରଫେସର ବିଭୁତି ଭୂଷଣ ମହାନ୍ତିଙ୍କ ୯୦ତମ ଜୟନ୍ତୀ ଅବସରରେ ତାଙ୍କ ଆତ୍ମଜୀବନୀ 'ବଳଦଗାଡ଼ିରୁ ବୋଇଂ ବିମାନ' ପୁସ୍ତକ ସ୍ଥାନୀୟ ଜୟ ଭାରତ ଭବନ ଭବନରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ପ୍ରଫେସର ଯତୀନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରଫେସର ରାଜ କିଶୋର ମିଶ୍ର,…

ଭୋଜି ଖାଇ ୨ଟି ପରିବାରର ୧୦ ଅସୁସ୍ଥ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ କଙ୍କଡ଼ାଯୋଡିରେ ଅଭାବନୀୟ ଘଟଣା । ହାତୀଦାରୀ ଆଦିବାସୀ ବସ୍ତିରେ ପାରିବାରିକ ଭୋଜି ଖାଇ ୨ଟି ପରିବାରର ୧୦ ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥଙ୍କୁ ଝୁମ୍ପୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଥିବା ୧୦…

ପିପିଲି ଉପନିର୍ବାଚନ ପାଇଁ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା ବିଜେପି

ଭୁବନେଶ୍ବର : ପିପିଲି ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି । ଆଶ୍ରିତ ପଟ୍ଟନାୟକଙ୍କୁ ପିପିଲି ଉପନିର୍ବାଚନ ଲାଗି ପ୍ରାର୍ଥୀ କରିଛି ବିଜେପି । ଏନେଇ ବିଜେପିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଘୋଷଣା କରିଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଆଶ୍ରିତଙ୍କୁ…

କୁଇନ କଙ୍ଗନାଙ୍କୁ ମିଳିଲା ଜାମିନ

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତଙ୍କୁ ଜାମିନ ମିଳିଛି । ଗୀତିକାର ଜାଭେଦ ଅଖତାର ପକ୍ଷରୁ ତାଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରାଯାଇଥିଲା । କଙ୍ଗନା ୱାରେଂଟକୁ ଖାରଜ କରିବା ସହ ଜାମିନ ପାଇଁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । କୋର୍ଟ ତାଙ୍କ ଜାମିନ ମଂଜୁର କରିଛି । ଏକ…