Latest Odisha News

BREAKING NEWS

ଜଙ୍କିଆରେ ବୋମା ସହ ଟେକା ପଥର ମାଡ଼, ୫ ଆହତ

ଟାଙ୍ଗି : ଟାଙ୍ଗି ଜଙ୍କିଆ ଥାନା ଓଳସିଂ ପଞ୍ଚାୟତ ଡମଣଭୂମି ଗାଁରେ ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଉଭୟ ଗୋଷ୍ଠୀ ବୋମାମାଡ଼ ସାଙ୍ଗକୁ ଟେକା ପଥର ମାଡ଼ କରିଛନ୍ତି । ଟେକା ପଥର ମାଡ଼ରେ ୫ ଜଣ ଆହତ ହୋଇଚନ୍ତି । ସମସ୍ତ…

ଟିମ୍ ଇଣ୍ଡିଆ ଦଣ୍ଡିତ

ଅହମ୍ମଦାବାଦ: ୫ମ ଟି୨୦ରେ ବିଜୟ ହାସଲ କରି ଇଂଲଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ୩-୨ରେ ସିରିଜ ହାତେଇ ନେଇଛି । ତେବେ ଅନ୍ତିମ ଦିନିକିଆରେ ଧିମା ବୋଲିଂ ହାର ନେଇ ଟିମ୍ ଇଣ୍ଡିଆ ଆଇସିସି ଦ୍ୱାରା ଦଣ୍ଡିତ ହୋଇଛି । ଜରିମାନା ବାବଦକୁ ପ୍ରତ୍ୟେକ ଖେଳାଳିଙ୍କ ମ୍ୟାଚ ଫି’ର ୪୦ ପ୍ରତିଶତ…

ବିଜେପିକୁ ରାକ୍ଷାସଙ୍କ ଦଳ କହିଲେ ଦିଦି

କୋଲକାତା: ଆଗାମୀ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇପଡିଥିଲା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଦିନ ଭାରତୀୟ ଜନତା ପାର୍ଟିକୁ ଅଶାନ୍ତି ଏବଂ ଆତଙ୍କବାଦୀ ଦଳ ବୋଲି କହିଛନ୍ତି। ପଶ୍ଚିମବଙ୍ଗର ନନ୍ଦକୁମାର ଅଞ୍ଚଳରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ମମତା…

ଆସନ୍ତାକାଲି ପୁରୀ ଓ କୋଣାର୍କ ଯିବେ ରାଷ୍ଟ୍ରପତି

ପୁରୀ : ଆସନ୍ତାକାଲି ପୁରୀ ଓ କୋଣାର୍କ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗସ୍ତ ପୂର୍ବରୁ ବରିଷ୍ଠ ପୋଲିସ ଅଧିକାରୀ…

‘ମୋ କଲେଜ’ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ପ୍ରତି କଲେଜକୁ ୫୦ ହଜାର ଟଙ୍କା ଦେବାକୁ ନବୀନଙ୍କ ଘୋଷଣା 

ଭୁବନେଶ୍ୱର: ପ୍ରଥମେ ‘ମୋ ସ୍କୁଲ’ ପରେ ଏବେ ‘ମୋ କଲେଜ’ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ବିଭିନ୍ନ କଲେଜରେ ଛାତ୍ରଛାତ୍ରୀ ଏଥିରେ ଯୋଡ଼ି ହୋଇଥିଲେ । ରାଜ୍ୟର…

ପ୍ରମୋଦ, ସ୍ୱୟମ୍ସ, ପଂଚାନନ ଓ ଅରୁଣଙ୍କୁ ମିଳିଲା ସମ୍ମାନଜନକ ଓସଜା ପୁରସ୍କାର

ଭୁବନେଶ୍ୱର: ଅର୍ଜୁନ ପୁରସ୍କାର ବିଜେତା ପାରା ବ୍ୟାଡମିଂଟନ ତାରକା ପ୍ରମୋଦ ଭଗତ(୨୦୧୯), ଚେସ୍ ଗ୍ରାଣ୍ଡମାଷ୍ଟର ସ୍ୱୟମ୍ସ ମିଶ୍ର(୨୦୨୦)ଙ୍କୁ ରବିବାର ଆୟୋଜିତ ଏକ ନିରାଡମ୍ବର ପରିବେଶରେ ଦୁଇ ବର୍ଷର ଶ୍ରେଷ୍ଠ କ୍ରୀଡାବିତ୍ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଖେଳାଳିରୁ ସଫଳ ପ୍ରଶିକ୍ଷକ…

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ବିଜେପି

କୋଲକାତା : ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ଇସ୍ତାହାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦଳୀୟ ଇସ୍ତାହାର ଜାରି କରିଛନ୍ତି । ଇସ୍ତାହାର ପ୍ରକାଶ ସମୟରେ ଶାହା କହିଛନ୍ତି, ବିଜେପି ପଶ୍ଚିମବଙ୍ଗ ଲୋକଙ୍କ ଇଚ୍ଛା ପୂରଣ କରିବ । ଆମେ ଏହି…

ରାଜ୍ୟରୁ ୫୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୫୮ ନୂଆ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୬ ହଜାର ୧୨୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ମୋଟ୍ ସୁସ୍ଥତାଙ୍କ ମଧ୍ୟରେ ସୁନ୍ଦରଗଡରୁ…

ଛତିଶଗଡରେ ବଢ଼ୁଛି କରୋନା ସଂକ୍ରମଣ: ସ୍କୁଲ, କଲେଜ ଓ ଅଙ୍ଗନଓ୍ଵାଡି କେନ୍ଦ୍ର ବନ୍ଦ କରିବାକୁ ଘୋଷଣା

ରାୟପୁର: ଛତିଶଗଡ଼ରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ, କଲେଜ୍ ଓ ଅଙ୍ଗନଓ୍ଵାଡିକୁ ବନ୍ଦ କରିଛନ୍ତି । ମନ୍ତ୍ରୀ ରବୀନ୍ଦ୍ର ଚୌବେ ଆଜି ଏହି ବଡ ପଦକ୍ଷେପ ନେଇଛନ୍ତି ।  ମନ୍ତ୍ରୀ କହିଛନ୍ତି, ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ…

ରାଜସ୍ଥାନର ୮ଟି ସହରରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ରାଜସ୍ଥାନ : ଦେଶରେ ରେକର୍ଡ ଭାଙ୍ଗୁଛି କରୋନା । ପ୍ରତିଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ଲାଗୁ ହେଲାଣି କଟକଣା । ଏହି କ୍ରମରେ ରାଜସ୍ଥାନ ସରକାର ରାଜ୍ୟର ୮ଟି ସହରରେ ଲାଗୁ କରିଛନ୍ତି ନାଇଟ୍ କର୍ଫ୍ୟୁ । କରୋନା ମହାମାରୀ ପାଇଁ ଆଜମେର,…