ଆସନ୍ତୁ ଜାଣିବା ଭାରତ-ଇଂଲଣ୍ଡ ଟି୨୦ ସିରିଜର ୧୨ ରେକର୍ଡ ବିଷୟରେ
ମେଟେରା: ବିରାଟ କୋହଲି ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ବିଜୟ ହାସଲ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛି । ଆସନ୍ତୁ ଜାଣିବା ଏହି ସିରିଜରେ ୧୨ଟି ରେକର୍ଡ ବିଷୟରେ-
୧.ବିରାଟ କୋହଲି ଅଧିନାୟକ ଭାବେ ସର୍ବାଧିକ ୧୨ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ କେନ…