Latest Odisha News

BREAKING NEWS

ବାଇଡେନଙ୍କ ସୁରକ୍ଷା ଦାୟିତ୍ବରେ ଥିବା ୧୫୦ ଯବାନ କରୋନା ପଜିଟିଭ 

ଓ୍ୱାଶିଂଟନ : ବାଇଡେନଙ୍କ ସୁରକ୍ଷା ଦାୟିତ୍ବରେ ଥିବା ୧୫୦ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଯବାନମାନେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ । ଏନେଇ ୟୁଏସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।  ହ୍ବାଇଟ୍ ହାଉସ ବାହାରେ ଚେକ୍ ପଏଣ୍ଟ ଓ…

ଏହି ଦିନ ରିଲିଜ ହେବ ଫିଲ୍ମ ‘ବଚ୍ଚନ ପାଣ୍ଡେ’

ନୂଆଦିଲ୍ଲୀ: ଅକ୍ଷୟ କୁମାର ତାଙ୍କର ପରବର୍ତ୍ତୀ ଫିଲ୍ମ ବଚ୍ଚନ ପାଣ୍ଡେଙ୍କ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଗଣତନ୍ତ୍ର ଦିବସ ପୂର୍ବରୁ ସେ ଏହି ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଜାନୁଆରୀ ୨୬ ରେ ପ୍ରେକ୍ଷାଳୟକୁ ଆସିବ। ଟ୍ୱିଟରରେ ନିଜେ ଏକ କ୍ଲୋଜଅପ୍ ସେୟାର କରି ଅକ୍ଷୟ…

କଟକରେ ନେତାଜୀ ବସ୍‌ ଟର୍ମିନାଲକୁ ଦେଶରେ ମଡେଲ ଟର୍ମିନାଲ ଭାବରେ ଗଢାଯିବ: ମୁଖ୍ୟମନ୍ତ୍ରୀ

କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ କଟକରେ ତାଙ୍କ ନାଁରେ ଅତ୍ୟାଧୁନିକ ବସ୍ ଟର୍ମିନାଲର ଶିଳାନ୍ୟାସ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାନନଗରଠାରେ ପ୍ରସ୍ତାବିତ ବସ୍ ଟର୍ମିନାଲର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ତାପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଆ ବଜାର…

ରାଜ୍ୟରେ ତଳମୁହାଁ କରୋନା, ୨୩ ଜିଲ୍ଲାରୁ ୧୩୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ୧୫୦ ତଳକୁ ଖସିଲା ରାଜ୍ୟରେ କରୋନା ସଂକ୍ରମଣ । ବିଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୩୦ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୬ଟି କ୍ୱାରେଣ୍ଟାଇନ୍ ମାମଲା ହୋଇଥିବା ବେଳେ ୫୪ଟି ସ୍ଥାନୀୟ ସଂକ୍ରମଣ । ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲାରୁ…

ଟ୍ରାନ୍ସଜେଣ୍ଡରଙ୍କ ନିରାପତ୍ତା, ପୁନର୍ବାସ ପାଇଁ ନୂଆ ନିର୍ଦ୍ଦେଶାବଳୀ ଦେଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଟ୍ରାନ୍ସଜେଣ୍ଡରମାନଙ୍କର ନିରାପତ୍ତା, ପୁନର୍ବାସ ସମ୍ବନ୍ଧରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶାବଳୀ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୟୁନିଅନ ଅଞ୍ଚଳ ତଥା ରାଜ୍ୟର ସମସ୍ତ ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି, ଯାହା…

ଅମାନିଆ ଗାଡ଼ି ଚାଳକ ସାବାଡ୍: ଜାନୁଆରୀରେ ବାତିଲ ହେଲାଣି ୪ହଜାରରୁ ଅଧିକ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର: ବେପରୁଆ ଢଙ୍ଗରେ ଗାଡ଼ି ଚାଳାଉଥିଲେ ସାବଧାନ ହୋଇ ଯାଆନ୍ତୁ । ନଚେତ୍ ଚେକିଂରେ ଧାରପଡିଲେ ତଣ୍ଡ ଗଣିବେ । ତାସହ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ନୂଆବର୍ଷରୁ ରାଜ୍ୟରେ ଜୋରଦାର ହୋଇଛି ଟ୍ରାଫିକ ଧରପଗଡ଼ । ଅମାନିଆ ଗାଡ଼ି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି । ଜାନୁଆରୀ…

ଭ୍ୟାପମ୍‌ ସ୍କାମ ମାମଲା: ଡାକ୍ତରଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଇନ୍ଦୋର: ଶୁକ୍ରବାର ଦିନ ଇନ୍ଦୋରର ସେଣ୍ଟ୍ରାଲ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ଭ୍ୟାପମ୍‌ ସ୍କାମ ମାମଲାରେ ଜଣେ ଡାକ୍ତରଙ୍କୁ ୫ ବର୍ଷ ଜେଲ ଓ ୧୦୦୦ ଟଙ୍କା ଜୋରିମାନାର ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ଜଣଙ୍କ ବଦଳରେ ପ୍ରି-ମେଡିକାଲ ପରୀକ୍ଷା ଦେଉଥିବା ବେଳେ ଜାମିନ ପାଇବା ପରେ ସେ ଖସି…

ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରାଯାଇପାରେ ଏମ୍ସ ସ୍ଥାନାନ୍ତର

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ କହିଛନ୍ତି- ବାପାଙ୍କ ଫୁସଫୁସରେ ପାଣି ଜମି ଯାଇଛି ଏବଂ ତାଙ୍କ ଚେହେରା ଫୁଲି ଯାଇଛି । ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିବାରୁ…

ଦେଶରେ କରୋନାରୁ ସୁସ୍ଥ ହେଲେଣି ପାଖାପାଖି ୯୭% ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଇଛି ଦୈନିକ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା । ୨୦ ହଜାର ଭିତରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଦୁଇ ଶହରୁ କମ୍ ରହିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରେ ୮ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୪ହଜାର ୨୫୬…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୬ ଲକ୍ଷ ୪୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦୁନିଆର ଅନେକ ଦେଶରେ କରୋନା ବିଲୋପୀକରଣ ପାଇଁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କରୋନା ମାମଲାରେ କୌଣସି ବିଶେଷ ପ୍ରଭାବ ନଥିବାବେଳେ କରୋନାକୁ ପରାସ୍ତ କରିବାକୁ ସମସ୍ତ ପ୍ରୟାସ କରାଯାଉଛି। ଗତ ୨୪ ଘଣ୍ଟାରେ ସାରା ବିଶ୍ୱରେ ୬ ଲକ୍ଷ ୪୧ ହଜାର ୩୫୯ ନୂତନ ମାମଲା ପଞ୍ଜିକୃତ…