Latest Odisha News

BREAKING NEWS

ବାଲୁକା କଳାରେ ନୂଆଁଖାଇର ଶୁଭେଚ୍ଛା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ଏହି ଅବସରରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରି ରାଜ୍ୟବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି। ବାଲୁକା କଳାର ଏହି ଫଟୋଟି ସହ "ନୂଆଁଖାଇ…

ଖୁଦୁରୁକୁଣୀ ଓଷା: ଭାଇଙ୍କ ଶୁଭ ମନାସୀ ଭଉଣୀ କରେ ଉପବାସ, ଜାଣନ୍ତୁ କ’ଣ ରହିଛି କିମ୍ବଦନ୍ତୀ

ଭୁବନେଶ୍ୱର: ଖୁଦୁରୁକୁଣି ଓଷା ଏକ ପାରମ୍ପାରିକ ଓଡ଼ିଆ ଓଷା । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଏହା କୁଆଁରୀ ଓଡ଼ିଆ ଝିଅ ମାନେ ପାଳନ କରିଥାନ୍ତି। ଏଥିରେ ମା ମଙ୍ଗଳାଙ୍କର ପୂଜା ଅର୍ଚନା କରାଯାଇଥାଏ । ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଖୁଦୁରୁକୁଣୀଙ୍କୁ ପୂଜା…

୨୪ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ: ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ଏହା ସକ୍ରିୟ ହେବାକୁ ଥିବା ବେଳେ…

[ଭାଇରାଲ ଭିଡ଼ିଓ] ମ୍ୟୁଜିକ ତାଳେତାଳେ ନାଚୁଛି ପାରା

ଭୁବନେଶ୍ୱର: ସଙ୍ଗୀତ ରେ ସଭିଏଁ ମତୁଆଲା । ପିଲାଠୁ ବୁଢା, ମଣିଷଠୁ ପଶୁପକ୍ଷୀ ସଭିଏଁ । ତେବେ ଗୀତ ତାଳରେ ତାଳ ମଣିଷଙ୍କୁ ତ ଡ୍ୟାନ୍ସ କରୁଥିବାର ସମସ୍ତେ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଦେଖାଇବୁ ଏପରି ବକ ପକ୍ଷୀ ଯିଏ ମୋବାଇଲ ରିଙ୍ଗଟୋନରେ ଭିନ୍ନ ଭିନ ଟୋନରେ ଡ୍ୟାନ୍ସ କରିଥିବାର…

ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ: ଜାଣନ୍ତୁ କାହିଁକି ହୁଏ ପାଳନ

ଭୁବନେଶ୍ୱର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏହା ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା । ନୂଆଁଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ( ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହା…

କେମିତି କଟିବ ଆଜିର ଦିନ…

ରାଶିଫଳ ତା୨୩-୮-୨୦୨୦ ରବିବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୨୩ ରିଖ ରବିବାର ସିଂହ ୮ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଚିତ୍ରା ନକ୍ଷତ୍ର ତୁଳା ଚନ୍ଦ୍ର     ଘାତ ବାର-: ମେଷ ରାଶିର         ଆଜି: ବେଲ…

କେଉଁ ରୀତିନୀତି ଓ ବିଧି ସହ ପାଳନ ହୁଏ ନୂଆଁଖାଇ ପର୍ବ, ଜାଣନ୍ତୁ

ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । କିପରି ହୁଏ ପାଳନ: ଏହି ଦିନଟିର ଅମୃତବେଳା ବା ଶୁଭବେଳା ଜ୍ୟୋତିଷମାନଙ୍କ ଦ୍ଵାରା ନିର୍ଣ୍ଣୟ କରାଯାଇ ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ…

ଏହି ଔଷଧ ବ୍ୟବହାର କରି ୪ ଦେଶ ହେଲେ କରୋନା ମୁକ୍ତ !

ଭୁବନେଶ୍ୱର: କରୋନା ଜ୍ୱାଳାରେ ଜଳୁଛି ସାରା ବିଶ୍ୱ । ପ୍ରତିଦିନ ଯାଉଛି ହଜାର ହଜାର ଜୀବନ । ଆକ୍ରାନ୍ତ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ । ଅନେକ ଲୋକ ଆକ୍ରାନ୍ତ ହୋଇ ଏବେ ଚିକିତ୍ସିତ ମଧ୍ୟ ହେଉଛନ୍ତି । ତେବେ ଏହାର ଔଷଧ ବାହାରି ସାରିଥିବା ଦାବି ହେଉଥିବା ବେଳେ ବର୍ତ୍ତମାନ ଏହା ମାସପ୍ରଡ଼କ୍ସନ…

ଭିନ୍ନ ଜଣେ ସଂଗ୍ରାହକ…ଏଯାଏଁ ସଂଗ୍ରହ କରିଛନ୍ତି ପ୍ରାୟ ତିନି ହଜାରରୁ ଅଧିକ ଗଣେଶ ମୂର୍ତ୍ତି

ଭୁବନେଶ୍ୱର: ହିନ୍ଦୁ ଦେବାଦେବୀଙ୍କ ମଧ୍ୟରେ ଗଣେଶଙ୍କ ସ୍ଥାନ ସ୍ୱତନ୍ତ୍ର । ଆଦ୍ୟପୂଜ୍ୟ ଗଣେଶ ପ୍ରତ୍ୟେକଟି ହିନ୍ଦୁଙ୍କ ଠାକୁର ଘରେ ପୂଜା ପାଉଥିବେ ନହେଲେ ପେଣ୍ଟିଂ କିମ୍ବା ଘରସଜ୍ଜା ସାମଗ୍ରୀ ଭାବେ ସଜା ହୋଇଥିବେ ନିଶ୍ଚୟ । ଅନେକଙ୍କ ଘରେ ବିଭିନ୍ନ ସାମଗ୍ରୀରେ ତିଆରି ଭିନ୍ନ ଭିନ୍ନ ପ୍ରକାର…

ନୂଆ ଘୋଟାଲା: ୧୪ ମାସରେ ୮ଥର ଗର୍ଭବତୀ ୬୫ ବର୍ଷୀୟ ମହିଳା !

ବିହାର: ମୁଜାଫରପୁର ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ତାଜୁବ କଲାଭଳି ଘଟଣା । ଜଣେ ସ୍ଥାନୀୟ ମହିଳା ଯିଏ କି ୬୫ଟି ଫଗୁଣ ଅତିକ୍ରମ କରିଛନ୍ତି । ହେଲେ ୧୪ ମାସରେ ସେ ୮ଥର ଗର୍ଭଧାରଣ କରିଥିଲେ । ଘଟଣାଟି ଅବିଶ୍ୱସନୀୟ ଲାଗୁଥିଲେ ବି ସରକାରୀ ସ୍ତରରେ ଏହା ସମ୍ଭବ ହୋଇପାରିଛି । ବିହାର ମୁଜାଫରପୁର…