Latest Odisha News

BREAKING NEWS

ଆନ୍ତର୍ଜାତୀୟ ମାନର ହେବ କୋଣାର୍କ ଅଞ୍ଚଳର ଭିତ୍ତିଭୂମି

ପୁରୀ: କୋଣାର୍କ ଅଞ୍ଚଳର ଭିତ୍ତିଭୂମି ଖୁବଶୀଘ୍ର ଆନ୍ତର୍ଜାତୀୟ ମାନର ହେବ ବୋଲି ସୂଚନା ମିଳିଛି। ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏଦିଗରେ କାମ ଚାଲିଛି। ଏହି କାର୍ଯ୍ୟକ୍ରମର ଅଂଶ ଭାବରେ କୋଣାର୍କ ଐତିହ୍ୟ ଅଞ୍ଚଳ…

ଭୟଙ୍କର ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର 

ରାଇରଙ୍ଗପୁର: ଲେବର କଲୋନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଜଳି ପାଉଁଶ ହୋଇଗଲା ଦୁଇ ବଖରା ଘର । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଲେବର ହାଟିଙ୍ଗରେ ଏଭଳି ଅଭାବନୀୟ ଘଟଣା ଘଟିଛି ।  ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡିନାହିଁ । ନିଆଁ ଲିଭାଇବା କାର୍ଯ୍ୟରେ 2ଟି ଦମକଳ ଗାଡି…

ଫୋନ ଭୂତ ଫିଲ୍ମ ଶୁଟିଂରେ ବ୍ୟସ୍ତ କ୍ୟାଟ୍ରିନା,ସିଦ୍ଧାନ୍ତ

ମୁମ୍ବାଇ: କ୍ୟାଟ୍ରିନା କୈଫ, ସିଦ୍ଧାନ୍ତ ଚର୍ତୁବେଦୀ ଓ ଈଶାନ ଖଟ୍ଟର ଅଭିନୀତ ଫିଲ୍ମର ଶୁଟିଂ ଜୋରସୋରରେ ଆରମ୍ଭ ହୋଇଯାଇଛି । ଗୁରୁବାର ଶୁଟିଂ ସେଟରୁ ଏହି ୩ କଳାକାରଙ୍କ ଫଟୋ ସମ୍ମୁଖକୁ ଆସିଛି । ଇଟାଇମ୍ସ ପକ୍ଷରୁ ଏହି ଫଟୋ ଶେୟାର କରାଯାଇଛି । ସିଦ୍ଧାନ୍ତ ଓ ଈଶାନ ବ୍ଲୁ ଜମ୍ପସୁଟ…

ରିଲାଏନ୍ସ-ଫ୍ୟୁଚର ଗ୍ରୁପ୍ ଡିଲ୍‌କୁ ସେବିର ମଞ୍ଜୁରି

ନୂଆଦିଲ୍ଲୀ : ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଫ୍ୟୁଚର ଗ୍ରୁପ୍‌ର ବ୍ୟବସାୟିକ ସମ୍ପତ୍ତି ରିଲାଏନ୍ସକୁ ବିକ୍ରି ପ୍ରକ୍ରିୟାକୁ ଅନୁମୋଦନ ପ୍ରଦାନ କରିଛି । ଏହାଦ୍ୱାରା ଆମାଜନ୍‌କୁ ଶକ୍ତ ଧକ୍କା ଲାଗିଛି । ୨୪,୭୧୩ କୋଟି ଟଙ୍କାର ଏହି କାରବାରକୁ ସେବିର ମଞ୍ଜୁରି ମିଳିବା ଦ୍ୱାରା…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: କ୍ୱାର୍ଟରରେ ପିଭି ସିନ୍ଧୁ

ବ୍ୟାଙ୍କକ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଚଳିତ ଥାଇଲାଣ୍ଡ ଓପନ ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେ ମାଲେସିଆର ସେଲଭାଦୁରାୟ କିସୋନାଙ୍କୁ ୨୧-୧୦, ୨୧-୧୨ ସିଧାସଳଖ ଗେମରେ ପରାସ୍ତ କରିଥିଲେ । ପୁରୁଷ ସିଙ୍ଗଲ୍ସରେ ଏଚଏସ ପ୍ରଣୟ ମାଲେସିଆର ଲିଉ…

ବୟସ୍କ ମାରାଥନ ଦୌଡାଳୀ ଫୌଜା ସିଂଙ୍କ ଜୀବନୀ ଉପରେ ନିର୍ମିତ ହେବ ଫିଲ୍ମ

ମୁମ୍ବାଇ: ବିଶ୍ୱର ସବୁଠାରୁ ବୟସ୍କ ମାରାଥନ ଧାବକ ଫୌଜା ସିଂଙ୍କ ଜୀବନୀ ଉପରେ ଖୁବ୍ ଶୀଘ୍ର ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ସେ ୮୯ ବର୍ଷରେ ମାରାଥନ ଧାବକ ଭାବେ ତାଙ୍କର କ୍ୟ।।ରିୟର ଆରମ୍ଭ କରିଥିଲେ । ଏହି ଭାରତୀୟ ବଂଶୋଦ୍ଭବ ବ୍ରିଟେନରେ ରହୁଛନ୍ତି । ଫିଲ୍ମଟିକୁ ନିର୍ଦ୍ଦେଶକ ଓମାଙ୍ଗ…

ନଷ୍ଟ ହେଉଛି ଡୋଜ, ସ୍ବାସ୍ଥ୍ୟମନ୍ତ୍ରୀ ଜାରି କଲେ ସଚେତନତା ପୋଷ୍ଟର 

ନୂଆଦିଲ୍ଲୀ : ଦେଶରେ ସାର୍ବଜନୀକ କରୋନା ଟିକାକରଣ ଜାରି ରହିଛି । ଟିକାର ପାର୍ଶ୍ବ ପ୍ରତିକ୍ରିୟାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଫଳରେ ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି । ଯେଉଁଥିପାଇଁ ଡୋଜ ନଷ୍ଟ ହେବାରେ ଲାଗିଛି ।  ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପଦକ୍ଷେପ…

ସେରମ ଇନଷ୍ଟିଚ୍ୟୁଟ୍ ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ

ପୁଣେ : କରୋନା ଟିକା ପ୍ରସ୍ତୁତ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ କୋଠାରେ ହୋଇଥିବା ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ବିଲଡିଂ ମଧ୍ୟରୁ ଅନ୍ୟ ୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏବେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ୍‌…

ସେଣ୍ଟ୍ରାଲ ବାଗଦାଦ୍ ମାର୍କେଟରେ ଆତ୍ମଘାତୀ ହମଲା: ୩୦ ମୃତ, ୭୩ ଆହତ

ବାଗଦାଦ : ଇରାକର ସେଣ୍ଟ୍ରାଲ ବାଗଦାଦ ମାର୍କେଟରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆଟାକ୍ । ଆତଙ୍କବାଦୀଙ୍କ ଆତ୍ମଘାତୀ ହମଲା ଯୋଗୁ ୩୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଗୁରୁତର ଥିବା ୭୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା…

ମମତାଙ୍କ ଚିନ୍ତା ବଢ଼ିଲା: ନୂତନ ପାର୍ଟି ଗଠନ କଲେ ଅବାସ ସିଦ୍ଦିକ୍‌

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ପୁଣି ଚିନ୍ତାରେ ପକାଇଛନ୍ତି ଅବାସ ସିଦ୍ଦିକ୍ । ଫୁରଫୁରା ଶରିଫ ଦରଘାର ପୀର ଅବାସ ନୂତନ ଦଳର ଘୋଷଣା କରିଛନ୍ତି । ଯାହା କି ମୁସଲମାନ ଭୋଟବ୍ୟାଙ୍କ ଉପରେ ପ୍ରଭାବ ପକାଇବ ଏବଂ ପରୋକ୍ଷରେ ମମତାଙ୍କ କ୍ଷତି ହେବ ବୋଲି ଅନୁମାନ…