Latest Odisha News

BREAKING NEWS

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ କଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଶ୍ରୀ ରାମ ଜନ୍ମଭୂମି ତୀର୍ଥସ୍ଥାନ ଟ୍ରଷ୍ଟର ସନ୍ଥଙ୍କୁ ସାକ୍ଷାତ କରି ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ଗମ୍ଭୀର । ଏହି ଅବସରରେ ଗମ୍ଭୀର…

ଅଲିମ୍ପିକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ହେବ : ଆଇଓସି ମୁଖ୍ୟ ଥମାସ ବାକ୍‌

ଟୋକିଓ: ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ମୁଖ୍ୟ (ଆଇଓସି) ମୁଖ୍ୟ ଥମାସ ବାକ୍ ଗୁରୁବାର ଦୃଢ଼ତା ସହକାରେ କହିଛନ୍ତି ଯେ, ଟୋକିଓ ଅଲିମ୍ପିକ୍ସ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଆୟୋଜିତ ହେବ । ଏଥିପାଇଁ କୌଣସି ପ୍ଲାନ ବି ନାହିଁ । ୨୩ ଜୁଲାଇରୁ ଟୋକିଓରେ ଅଲିମ୍ପିକ୍ସର ବିଗୁଲ ବାଜିବ ।…

ସେବାୟତଙ୍କୁ କୋଭିଡ୍ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ କୋଭିଡ୍ ଟିକା ଦିଆଯିବା ନେଇ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ ରଖିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ନେଇ ମୁଖ୍ୟ ସାସନ ସଚିବଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ଆଜିଠୁ ଶ୍ରୀମନ୍ଦିରରେ କୋଭିଡ ନେଗେଟିଭ୍ ରିପୋର୍ଟ ବିନା ଦର୍ଶନ…

ହାଇଟେକ ବସ ଟର୍ମିନାଲ ସ୍ଥାନକୁ ଅନୁଧ୍ୟାନ କଲା ସ୍ୱତନ୍ତ୍ର ଟିମ, ୨୩ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

କଟକ : କଟକ ଖାନନଗର ଠାରେ ନିର୍ମାଣ ହେବ ନେତାଜୀ ସୁଭାଷ ବୋଷ ହାଇଟେକ ବସ ଟର୍ମିନାଲ । ଏଥିପାଇଁ ଏହି ସ୍ଥାନକୁ ଆଜି ଅନୁଧ୍ୟାନ କରିଛନ୍ତି ସ୍ବତନ୍ତ୍ର ଟିମ । ଆସନ୍ତା ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳନ ଅବସରରେ ବସ ଟର୍ମିନାଲର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଆଜି ପୂର୍ବାହ୍ନରେ…

୩୦ ଲକ୍ଷରେ ପହଞ୍ଚିଲା ନବୀନଙ୍କ ଟ୍ୱିଟର୍ ଫଲୋୟର୍ସ ସଂଖ୍ୟା

ଭୁବନେଶ୍ଵର: ଧିରେ ଧିରେ ବଢୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା । ନିକଟରେ ଏବିପି ନ୍ୟୁଜ୍ ପକ୍ଷରୁ କରାଯାଇଥିବା ସର୍ଭେରେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଏକ ନମ୍ବରରେ ଥିଲେ । ଆଉ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟରରେ ଫଲୋୟର୍ସ ସଂଖ୍ୟା ୩୦ ଲକ୍ଷରେ…

ଚାଷୀ ସମସ୍ୟାକୁ ନେଇ ସମ୍ବଲପୁରରେ ବିଜେପିର ରାଲି, ଆରଡିସି ଅଫିସ ଘେରାଉ

ଭୁବନେଶ୍ୱର : ରାଜ୍ୟରେ ଚାଷୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟ ସରକାରଙ୍କ ପାଇଁ ସମସ୍ୟାରେ ପଡୁଛନ୍ତି ଚାଷୀ । ମଣ୍ଡିରେ ଧାନ ପଡ଼ିରହିବା ମନୁଷ୍ୟକୃତ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଟୋକନ ଓ ମଣ୍ଡି ବ୍ୟବସ୍ଥା ନେଇ ୩୭ଟି…

କରୋନା ଟିକା ପ୍ରସ୍ତୁତକାରୀ ସେରମ ଇନଷ୍ଟିଚ୍ୟୁଟରେ ଭୟଙ୍କର ନିଆଁ

ପୁଣେ: କରୋନା ମହାମାରୀକୁ ମାତ୍‌ ଦେବା ପାଇଁ ଟିକା ପ୍ରସ୍ତୁତ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଭୟଙ୍କର ଅଗ୍ନିକାଣ୍ଡ । ସେରମ ଇନଷ୍ଟିଚ୍ୟୁଟ ପରିସର ମଧ୍ୟରେ ଥିବା ମଞ୍ଜରୀ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଠାରେ ଥିବା ସେରମ ଟର୍ମିନାଲ-୧ରେ ନିଆଁ ଲାଗିଥିବାରୁ…

ଇଣ୍ଡିଆ ଲକଡାଉନରେ କିଏ କରିବ ଅଭିନୟ ?

ମୁମ୍ବାଇ: ଫିଲ୍ମର ଟାଇଟଲ୍ ରହିଛି ଇଣ୍ଡିଆ ଲକ୍‌ଡାଉନ୍ । ନିର୍ଦ୍ଦେଶନା ଦେବେ ନ୍ୟାଶନାଲ ଆୱାର୍ଡ ବିଜେତା ମଧୁର ଭଣ୍ଡାରକର । ଫିଲ୍ମର ନିର୍ମାଣ ପାଇଁ ନିର୍ଦ୍ଦେଶକ ମଧୁର ବେଶ କିଛି ପ୍ରତିଭାବାନ କଳାକାରଙ୍କ ଚୟନ କରିଛନ୍ତି । ଏହି ଧାରାରେ ସାମିଲ ହୋଇଛନ୍ତି କିଛି ବଛାବଛା କଳାକାର ।…

ଏଣିକି କିନ୍ନର କାଟିବେ ପାର୍କିଂ ଟିକେଟ 

ଭୁବନେଶ୍ବର: ଆଜିଠାରୁ ରାଜଧାନୀ ଭୁବନେଶ୍ବରରେ କିନ୍ନର କାଟିବେ ପାର୍କିଂ ଟିକେଟ । ଆଜି ରାଜମହଲ ଛକରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଏହାର ଉଦ୍ଘାଟନ କରିଛନ୍ତି । ଏଥିପାଇଁ ଟିଜି ସ୍ବୀକୃତିପ୍ରାପ୍ତ ସ୍ମାର୍ଟ ସିଟିର ଦୁଇଟି ପ୍ରମୁଖ ପାର୍କିଂ ଲଟ୍ ହସ୍ତାନ୍ତର କରାଯାଇଛି । ରାଜମହଲ…

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ମିଳିବ ଟେଷ୍ଟ ପେପର

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଦେବେ ଟେଷ୍ଟ ପେପର । ୬ ଲକ୍ଷ ୨୦ ହଜାର ୫୦୮ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟେଷ୍ଟ ପେପର ପ୍ରଦାନ କରିବେ ସରକାର । ଏନେଇ ସୁଚନା ଦେଇଛନ୍ତି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କୋଭିଡ ଯୋଗୁଁ…