Latest Odisha News

BREAKING NEWS

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ପ୍ରଥମ ‘ସିକନ୍ଦର ଆଲାମ ସ୍ମୃତି ସମ୍ମାନ’

ଭୁବନେଶ୍ୱର : ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ପ୍ରଥମ ‘ସିକନ୍ଦର ଆଲାମ ସ୍ମୃତି ସମ୍ମାନ’ରେ ସମ୍ମାନିତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଚିବାଳୟରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାରକୀ ଓ ପଟ୍ଟବସ୍ତ୍ର ଦେଇ ପ୍ରଣବ…

ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ‘ସବୁଜ ଓଡ଼ିଶା’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଏକ ଉତ୍ସବରେ ବିଜୁ ଯୁବ ବାହିନୀର ‘ସବୁଜ ଓଡ଼ିଶା’ କାର୍ଯ୍ୟକ୍ରମକୁ ବୃକ୍ଷରୋପଣ କରି ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ପରିବେଶର ସୁରକ୍ଷା ପାଇଁ ଗଛର ମହତ୍ୱ ବେଶୀ । ତେଣୁ ରାଜ୍ୟ…

କୋଚିଳା ନଦୀବନ୍ଧରେ ଫାଟ ସୃଷ୍ଟି: ଆଗକୁ ବର୍ଷା, ଲୋକେ ଆତଙ୍କିତ

ଧାମନଗର/ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର କୋଚିଳା ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଛି । ଗୋପବନ୍ଧୁ ନଗର ନିକଟବର୍ତ୍ତୀ ତରେଇସାହି ଗ୍ରାମ ନିକଟରେ କୋଚିଳା ନଦୀବନ୍ଧରେ ଦେଖା ଦେଇଛି ପ୍ରାୟ ୫୦ ଫୁଟର ଫାଟ । ଆଗକୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏବେ ନଦୀବନ୍ଧ…

କଡ଼ା ନିରାପତ୍ତା ବଳୟରେ ଅନୁଷ୍ଠିତ ହେବ ବିଶ୍ୱକପ ହକି, ସୁରକ୍ଷା ଦାୟିତ୍ୱ ନେବେ ଏନ.ଏସ.ଜି କମାଣ୍ଡୋ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କ୍ରୀଡ଼ା ସଫଳତା ଏବେ ଶୀର୍ଷରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଗେଇ ଚାଲିଛି ବିଶ୍ୱକପ ହକିର ପ୍ରସ୍ତୁତି । ଆସନ୍ତା ନଭେମ୍ବର ୨୮ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଯାଉଛି ହକି ପ୍ରତିଯୋଗିତାର…

ଭୁବନେଶ୍ୱରରୁ ଅହମ୍ମଦାବାଦ ଓ ହାଇଦ୍ରାବାଦ ଉଡ଼ିବ ବିମାନ, ସେପ୍ଟେମ୍ବର ୨ରୁ ଇଣ୍ଡିଗୋ ବିମାନସେବା ଆରମ୍ଭ

ଭୁବନେଶ୍ୱର : ଓଡ଼ିଶାରୁ ଗୁଜରାଟ ସିଧା ବିମାନ । ଭୁବନେଶ୍ୱରରୁ ଉଡ଼ିବ ବିମାନ ଅହମ୍ମଦାବାଦକୁ । ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ଏହି ଉଡ଼ାଣ ଆରମ୍ଭ କରିବ ଇଣ୍ଡିଗୋ । ସେହିପରି ହାଇଦ୍ରାବାଦ ଓ ଭୁବନେଶ୍ୱର ମଧ୍ୟରେ ଇଣ୍ଡିଗୋ ପକ୍ଷରୁ ବିମାନ ଚଳାଚଳ ସୁବିଧା ଯାତ୍ରୀମାନଙ୍କ ଲାଗି କରାଯାଇଛି ।…

ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥ ଗ୍ରହଣ କଲେ ‘ଅତିବଡ଼ି ଜଗନ୍ନାଥ ଦାସ’ ପୁରସ୍କାର

ଭୁବନେଶ୍ୱର : ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପଠାରେ ରାଜ୍ୟର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ‘ଅତିବଡ଼ି ଜଗନ୍ନାଥ ଦାସ’ ପୁରସ୍କାର ପ୍ରଦାନ କରାଯାଇଛି । ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଓଡ଼ିଶା ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ସାହିତ୍ୟିକ ରମାକାନ୍ତ ରଥଙ୍କୁ ଏହି…

ଆଜି ଶତାବ୍ଦୀର ବୃହତ୍ ଚନ୍ଦ୍ର ଗ୍ରହଣ, ଦୃଶ୍ୟ ହେବେ ଲୋହିତ ଚନ୍ଦ୍ର

ଭୁବନେଶ୍ୱର : ଆଜି ଆକାଶରେ ଏକ ବିରଳ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ସମ୍ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସାଙ୍ଗକୁ ପୃଥିବୀକୁ ଦୃଶ୍ୟମାନ ହେବ ଏକ ବିରାଟ ଲୋହିତ ଚନ୍ଦ୍ର ବା ବ୍ଲଡ୍ ମୁନ । ଖୁସିର କଥା ହେଲା ଏହା ଭାରତ ସମେତ ଅନ୍ୟକିଛି ଦେଶରେ ସ୍ପଷ୍ଟ ଦୃଶ୍ୟମାନ ହେବ । ଏହା ପ୍ରତି ଶହେ ୪…

ଗୁରୁପ୍ରିୟା ସେତୁ ଉଦଘାଟନ: ମାଲକାନଗିରି ଜିଲ୍ଲାର ଉନ୍ନତି ଲାଗି ମୁଖ୍ୟମନ୍ତ୍ରୀଙ୍କ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା

ମାଲକାନଗିରି : ଆଜି କେବଳ ଓଡ଼ିଶା ନୁହେଁ, ସାରା ଭାରତ ପାଇଁ ଏକ ଐତିହାସିକ ଦିନ । ଗୁରୁପ୍ରିୟା ସେତୁ ବିଚ୍ଛିନ୍ନ ହୋଇଥିବା ୧୫୧ଟି ଗାଁ’ର ପରିଚୟ ବଦଳେଇ ଦେଇଛି । ଏବେଠାରୁ ମାଲକାନଗିରିର ଏହି ଅଞ୍ଚଳରୁ ବିଚ୍ଛିନ୍ନ ଶବ୍ଦଟି ଇତିହାସରୁ ଚାଲିଗଲା । ଆଜିଠାରୁ ଏହି ଅଞ୍ଚଳ ସ୍ୱାଭିମାନ…

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ‘ସାଇମୁନ୍-୨୦୧୮’ ଉଦଘାଟିତ

ଭୁବନେଶ୍ୱର : ପୂର୍ବ ଭାରତର ସର୍ବବୃହତ ମଡ଼େଲ୍ ୟୁନାଇଟେଡ଼୍ ନେସନ୍ସ୍ (ସାଇମୁନ୍)ର ଷଷ୍ଠ ସଂସ୍କରଣ ଆଜି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପରିସରରେ ଉଦଘାଟିତ ହୋଇଯାଇଅଛି । ସାଇମୁନ୍ ୟୁନେସ୍କୋ ଏବଂ ଭାରତ ଓ ଭୂଟାନ୍ ୟୁନାଇଟେଡ଼୍ ନେସନ୍ସ ଇନଫରମେସନ୍ ସେଣ୍ଟର ଏକ ସହବନ୍ଧିତ କାର୍ଯ୍ୟକ୍ରମ । ଏହା…

ପାକିସ୍ତାନ ନିର୍ବାଚନ: ଇମ୍ରାନ ହେବେ ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ : ପାକିସ୍ତାନରେ ଚାଲିଛି ଗଣତାନ୍ତ୍ରିକ ଉପାୟରେ ସାଧାରଣ ନିର୍ବାଚନ । ଗତକାଲି ମତଦାନ ଶେଷହେବା ପରେ ଆଜି ଚୂଡ଼ାନ୍ତ ରୂପରେଖ ନେଇଛି ନିର୍ବାଚନ ଫଳାଫଳ । ନିର୍ବାଚନରେ ଆଗୁଆ ରହି ଇମ୍ରାନ ଖାନ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ସଜବାଜ ହେଲେଣି । କିଛି ନିର୍ବାଚନ ମଣ୍ଡଳୀର ଫଳାଫଳ…