Latest Odisha News

BREAKING NEWS

କବିତା:ରକ୍ତ

ସୂର୍ଯ୍ୟସ୍ନାତ ତ୍ରିପାଠୀ ନୂଆ ଓ ପୁରୁଣା ରକ୍ତ, ସବୁ ତୁମ ପାଇଁ ପିଆଲା ପିଆଲା ରକ୍ତ, ସବୁ ତୁମ ପାଇଁ । ଆଣିଛି ମୁଁ ଛାତି ଚିରି ମଂତୁରା ମାଟିର ଆଞ୍ଜୁଳା ଆଞ୍ଜୁଳା ରକ୍ତ, ସବୁ ତୁମ ପାଇ। ଅନ୍ତିମ ଜୋକର ଶୋଷ ମେଣ୍ଟିଗଲା ପରେ ଯେତିକି ବଳିଲା ରକ୍ତ, ସବୁ ତୁମ ପାଇଁ। ଫୁଲ ଓ…

ବ୍ରିସବେନରେ ଇତିହାସ ରଚିଲା ଭାରତ, ଅଷ୍ଟ୍ରେଲିଆକୁ ୩ ଓ୍ୱିକେଟରେ ହରାଇ ୨-୧ରେ ଟେଷ୍ଟ ସିରିଜ କବଜା

ବ୍ରିସବେନ୍: ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ଜିତିଲା ଟିମ୍ ଇଣ୍ଡିଆ । ବ୍ରିସବେନରେ ଐତିହାସିକ ବିଜୟ ହାସଲ । ଶେଷ ଟେଷ୍ଟରେ ଘରୋଇ ଦଳକୁ ୩ ଓ୍ୱିକେଟରେ ହରାଇଛି ଭାରତ । ଏହି ବିଜୟ ସହ ସିରିଜକୁ ୨-୧ରେ କବଜା କରିଛି ଟିମ୍ ଇଣ୍ଡିଆ । ଏଥିସହ ଆଇସିସି ଟେଷ୍ଟ ରାଙ୍କିଂରେ ଅଷ୍ଟ୍ରେଲିଆକୁ ପଛକୁ…

ଗଦ୍ୟ: କହି-ବୋଲି ପାରିଲା ଯିଏ

ହଠାତ୍ ଏମିତି ଖୋଜୁ ଖୋଜୁ ଆମାଜନ (ଅପନା ଆମାଜନ୍) ରେ ଦେଖିଲି ସେଠି ନଈ ବାଲି ବିକ୍ରି ହେଉଛି । ଦଶ କିଲୋକୁ ସାତଶହ ଟଙ୍କା । ତଳକୁ ସେ ଶୁଦ୍ଧ ନଈ ବାଲିକୁ ଖରିଦ କରି ଆପଣ ତା’ର କ’ଣ କ’ଣ ସଦୁପଯୋଗ କରିପାରିବେ ତା’ର ନିର୍ଦ୍ଦେଶାବଳୀ ମଧ୍ୟ ଦିଆଯାଇଛି । କିଛି ମାସ ତଳେ ସେଇ ଅପନା ଆମାଜନରେ ଗାଈ…

ଏସିଆ କପରୁ ଓହରିବ ଭାରତ !

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ଦେଖିବାକୁ ଆଗ୍ରହ ରଖିଥିବା କ୍ରିକେଟ ପ୍ରଶଂସକଙ୍କୁ ପୁନର୍ବାର ନିରାଶ ହେବାକୁ ପଡିବ । ରିପୋର୍ଟ ମୁତାବକ ଶ୍ରୀଲଙ୍କାରେ ଚଳିତ ବର୍ଷ ହେବାକୁ ଥିବା ଏସିଆ କପ୍‌ରୁ ଭାରତ ଓହରିଯିବା ନେଇ ଚିନ୍ତା କରୁଛି । ବିସିସିଆଇ ଦ୍ୱିପାକ୍ଷିକ ସିରିଜ ଉପରେ…

ଲାଞ୍ଚ ନେଇ ତାଳଚେର ଉପଖଣ୍ଡ ଡାକ୍ତରଖାନାର ବରିଷ୍ଠ କିରାଣି ନିଲମ୍ବିତ

ଅନୁଗୋଳ: ଲାଞ୍ଚ ନେଇ ତାଳଚେର ଉପଖଣ୍ଡ ଡାକ୍ତରଖାନାର ବରିଷ୍ଠ କିରାଣି ନିଲମ୍ବିତ । ତାଙ୍କ ନାଁ ବିନୋଦ କୁମାର ବେହେରା । ତାଙ୍କ ନାମରେ ଚାକିରି ଦେବାକୁ କହି ୫ ହଜାର ଟଙ୍କାର ଦଲାଲି ‌ଅଭିଯୋଗ ହୋଇଥିଲା । ଚାକିରି ନେଇ ସେ ଡିଲ କରୁଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।…

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଅତିରିକ୍ତ ତହସିଲଦାର

ଢେଙ୍କାନାଳ: ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅତିରିକ୍ତ ତହସିଲଦାର । ଢେଙ୍କାନାଳ ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି ।  ବେଆଇନ ପଥର ଖାଦାନରୁ ଟ୍ରକ ଛାଡ଼ି ଦେବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ…

ସାହାରା ମରୁଭୂମିରେ ବରଫର ଚାଦର !

ରିୟାଦ: ସାହାରା ମରୁଭୂମିର ତାପମାତ୍ରା ପ୍ରାୟତଃ ୨୫ ରୁ ୩୦ ଡିଗ୍ରୀ ସର୍ବଦା ରହିଥାଏ । ମାତ୍ର ଦ୍ରୁତ ଜଳବାୟୁ ପରିବର୍ତନ ଯୋଗୁ ଏଠାରେ ମଧ୍ୟ ତାପମାତ୍ରା କମିବାରେ ଲାଗିଛି । ଏଥର ଏଠାରେ ୫୦ ବର୍ଷର ରେକର୍ଡ ଭାଙ୍ଗିଛି । ସାହାରା ମରୁଭୂମିର ଏବେ ବରଫର ଚାଦର ପଡିଥିବାରୁ ଦେଖିବାକୁ ମିଳିଛଇ ।…

ଭୁବନେଶ୍ୱରରୁ ୧୦୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ମହିଳା ଗିରଫ

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ । ୧୦୨ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ମାମଲାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗର ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ । ଗତକାଲି ଭୁବନେଶ୍ୱର ୟୁନିଟ୍ -୮ ଅଞ୍ଚଳରେ ଥିବା ନାରାୟଣ…

ବାଂଲାଦେଶକୁ ୨୦ ଲକ୍ଷ କରୋନା ଟିକା ଉପହାର ଦେବ ଭାରତ

ନୂଆଦିଲ୍ଲୀ: ଭାରତ ବାଂଲାଦେଶକୁ ୨୦ ଲକ୍ଷ କରୋନା ଟିକା ଉପହାର ଉପହାର ଦେବ। ବାଂଲାଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବାଂଲାଦେଶ ଭାରତରୁ ଉପହାର ସ୍ୱରୂପ ବହୁ ପରିମାଣରେ କରୋନା ଟିକା ପାଇବାକୁ ଯାଉଛି। ଭାରତ ପ୍ରଥମ ପର୍ଯ୍ୟାୟରେ…

ରାଜ୍ୟର ୧୨ ଜିଲ୍ଲାରୁ ଆଜି କରୋନା ଗାଏବ, ୨୪ ଘଣ୍ଟାରେ ୧୨୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୨୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୦ଟି । ଆଜି ରାଜ୍ୟର ୧୨ ଜିଲ୍ଲାରୁ…