Latest Odisha News

BREAKING NEWS

ଦୁନିଆର ସବୁଠାରୁ ସୁଖୀ ମଣିଷ ହେବା ପଛରେ କଣ ରହିଛି ‘ମାଥ୍ୟୁ’ଙ୍କ ରହସ୍ୟ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଖୁସି ବ୍ୟକ୍ତି ହେଉଛନ୍ତି ମାଥ୍ୟୁ ରିଚାର୍ଡସ୍। ମାଥ୍ୟୁ ରିଚାର୍ଡସ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ। ୧୯୯୧ ରେ ସେ ଶେଷ ଥର ପାଇଁ ଦୁଃଖୀ ହୋଇଥିଲେ। ସେବେଠାରୁ ଏପର୍ଯ୍ୟନ୍ତ ସେ ଆଉ କେବେ ବି ଦୁଃଖୀ ହୋଇନାହାନ୍ତି। ତାଙ୍କର ଏହି ଚରିତ୍ର ଦ୍ୱାରା ପ୍ରଭାବିତ…

ଧୋନିଙ୍କୁ ପଛରେ ଛାଡ଼ିଲେ ରିଷଭ ପନ୍ଥ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ହଜାରେ ରନ୍ ପୂରଣ କରିଛନ୍ତି ରିଷଭ ପନ୍ଥ । ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ୍ ଟେଷ୍ଟରେ ସେ ହଜାରେ ରନ୍ ଅତିକ୍ରମ କରିଛନ୍ତି । ୨୭ଟି ଇନିଂସରେ ଏହି ସଫଳତା ହାସଲ କରିଛନ୍ତି ରିଷଭ ପନ୍ଥ । ଟେଷ୍ଟରେ ଦ୍ରୁତ ହଜାରେ ରନ୍ କରିବାରେ ସେ ପ୍ରଥମ ଭାରତୀୟ ଓ୍ୱିକେଟ କିପର…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୪.୫୬ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମାମଲା ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୫୬ ହଜାର ୭୧୦ ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ଯାହା ପରେ ମୋଟ ମାମଲା ୯ କୋଟି ୫୯ ଲକ୍ଷ ୭୬ ହଜାର ୧୧୯ କୁ ବୃଦ୍ଧି ପାଇଛି। କରୋନାର ବଢୁଥିବା ମାମାଲା ଏବେ…

ବନ୍ଦୀଙ୍କ ପାଇଁ ଝାରପଡା ଜେଲରେ ଲାଗିଲା ଆକ୍ବାଗାର୍ଡ

ଭୁବନେଶ୍ୱର: ଅନ୍ତେବାସୀଙ୍କୁ ସ୍ଵଛ ଓ ଥଣ୍ଡା ପାଣି ଯୋଗାଈ ଦେବା ଲାଗି ଝାରପଡା ଜେଲ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଉଛି। ଏଥିପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜେଲରେ ଆକ୍ବାଗାର୍ଡ ଲଗାଯାଇଛି। ଜେଲରେ ରହୁଥିବା ୧୫୬୬ ଅନ୍ତେବାସୀଙ୍କ ପାନୀୟ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଥିଲା ବେଳେ ଜେଲ…

ଟିକା ନେବାକୁ ମନା କଲେ ଆଉ ମାଗଣା ମିଳିବନି

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଚାଲିଛି । ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଉଛି ଟିକା । ଏବେ ଯେଉଁମାନେ ଟିକା ନେଉ ନାହାନ୍ତି ପରେ ଆଉ ସେମାନଙ୍କୁ ମାଗଣା ଟିକା ମିଳିବ ନାହିଁ । ଏକଥା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ତେବେ ଅନୁପସ୍ଥିତ…

ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ ଭଉଣୀ

ନୂଆଦିଲ୍ଲୀ: ୨୦୧୮ରେ ଉଠିଥିବା ମି ଠୁ ଅଭିଯାନ (#MeToo) ସମୟରେ କିଛି ମହିଳା ଚଳଚ୍ଚିତ୍ର ନିର୍ଦ୍ଦେଶକ ସାଜିଦ ଖାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ। ଏହାର ଫଳାଫଳ ହେଲା ସାଜିଦ ଖାନଙ୍କୁ 'ହାଉସଫୁଲ ୪' ଚଳଚ୍ଚିତ୍ରର ନିର୍ଦ୍ଦେଶନା ଛାଡିବାକୁ ପଡିଲା। ଏଥିସହ ନିର୍ଦ୍ଦେଶକଙ୍କ…

ସଙ୍ଗୀତରେ ଏକ ମଧୁର ପୃଥିବୀର କଳ୍ପନା, ରାଜାରାଣୀ ମନ୍ଦିର ବେଢାରୁ କିଛି କଥା

(କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ ମିଶ୍ରରାଗ)  ପ୍ରତିବର୍ଷ ରାଜାରାଣୀ ସଙ୍ଗୀତ ଉତ୍ସବକୁ ମୁଁ ଯାଏ। ଏକାଦଶ ଶତାବ୍ଦୀର ଏହି ଚମତ୍କାର ମନ୍ଦିର ସ୍ଥାପତ୍ୟ ସବୁବେଳେ ଏକ ଆକର୍ଷଣ। ଏହାର ପ୍ରତି ପଥରରେ ରହିଛି ଓଡିଆ ଶିଳ୍ପୀର କଳ୍ପନାପ୍ରବଣ ସୃଜନଶୀଳତା। ସବୁ ମୂର୍ତ୍ତି ଏ ମନ୍ଦିରରେ ଜୀବନ୍ତ…

ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର

ସୋର (ବାଲେଶ୍ୱର): ଠିଆ ହୋଇଥିବା ଟ୍ରକ୍‌କୁ ପଛ ପଟରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୫ ଜଣ ବସ୍ ଯାତ୍ରୀ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ୧୬ ନମ୍ୱର ଜାତୀୟ ରାଜପଥର ଛୋପଲିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ସୋର ସୋର ମେଡିକାଲରେ ଭର୍ତ୍ତି…

ପଶୁବଳିରେ ରକ୍ତରଞ୍ଜିତ ହେଲା ବଲାଙ୍ଗିରର ଶୁଲିଆ ପୀଠ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୁଲିଆ ଯାତ୍ରା ପାଇଁ ମଙ୍ଗଳବାର ଦିନ ରକ୍ତରଞ୍ଜିତ ହୋଇ ପଡିଛି ପୀଠ। ଜିଲ୍ଲା ପ୍ରଶାସନର ବାରଣ ତଥା ବିଭିନ୍ନ କଟକଣା ସତ୍ୱେ ପାରମ୍ପରିକ ରୀତିନୀତିରେ ହଜାର ହଜାର ସଂଖ୍ୟାରେ ପଶୁବଳି ଦେଇଛନ୍ତି ଶ୍ରଦ୍ଧାଳୁ। ଏଥିସହିତ ଶ୍ରଦ୍ଧାଳୁମାନେ ବଡ…

କଂଗ୍ରେସ ସରକାରଙ୍କ ଭୁଲ୍‌ ନୀତି ଆଜି ଭାରତ ଉପରେ ଭାରି ପଡ଼ିଛି; ବିଜେପି ସାଂସଦ

ଇଟାନଗର: ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ର ଅନ୍ୟ ପାର୍ଶ୍ୱରେ ଚୀନ୍ ନିଜ ଅଞ୍ଚଳରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଛି। ନିକଟରେ ଜଣା ପଡିଥିଲା ​​ଯେ ଚୀନ୍ ଅରୁଣାଚଳ ପ୍ରଦେଶ ନିକଟରେ ଥିବା ଅନେକ ନୂତନ ଗ୍ରାମ ନିର୍ମାଣ କରିଛି। ଏଥି ସହ ବର୍ତ୍ତମାନ କଂଗ୍ରେସ ୮୦ ଦଶକରେ…