Latest Odisha News

BREAKING NEWS

ମହାରାଷ୍ଟ୍ର ଭଣ୍ଡାରା ସ୍ଥିତ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୧୦ ନବଜାତ ଜୀବନ୍ତ ଦଗ୍ଧ

ଭଣ୍ଡାରା (ମହାରାଷ୍ଟ୍ର): ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ମହାରାଷ୍ଟ୍ର ଉଣ୍ଡାରାରେ ଅଗ୍ନିକାଣ୍ଡ ଘଟି ୧୦ ନବଜାତ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ଘଟଣା ପରେ ଅନ୍ୟ ନବଜାତ ଶିଶୁଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଭଣ୍ଡାରା ଜିଲ୍ଲା ଜେନେରାଲ୍ ହସ୍ପିଟାଲରେ ବିଳମ୍ବିତ ରାତି…

ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ସମ୍ପୂର୍ଣ୍ଣ ବନ୍ଦ

ନୂଆଦିଲ୍ଲୀ: ଆମେରିକାର ସଂସଦ ପରିସରରେ ହିଂସା ପରେ ଟ୍ୱିଟର ପକ୍ଷରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ହିଂସା ବଢ଼ିବା ଆଶଙ୍କାକୁ ଦୃଷ୍ଟିରେ ରଖି ଟ୍ୱିଟର ଏହି ନିଷ୍ପତ୍ତି ନେଇଛି। ଆମେରିକାରେ ହୋଇଥିବା ହିଂସା ପରେ ନିକଟରେ…

କବିତା:ପ୍ରେମିକ

ଦିପୁନ୍ ପୁହାଣ ଶେଷକୁ ମୁଁ ତା'ର ନାଁ ଦେଲି 'ନଦୀ', ସେ ଖାଲି ଅଳପ ହସିଲା ଓ ବୋଧ ଦିଆ କୁନି ଶିଶୁଟି ପରି ବହିଗଲା ମୋ ଅନୁର୍ବର ଭୂମିଖଣ୍ଡ ଉପରେ.. ଆରମ୍ଭରୁ ମୁଁ ତାକୁ 'ଜହ୍ନ' ବୋଲି ଡାକିଥିଲି, ଅତୁଟ ସ୍ନେହରେ.. ସେତେବେଳେ ସେ ସତେଜ ଦିଶୁଥିଲା, ତା' ଦେହଯାକ ଭରିଥିଲା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା୯-୧-୨୦୨୧ ଶନିବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ତା ୯ ରିଖ ଶନିବାର ଧନୁ ୨୬ ଦିନ ପୌଷ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ବିଶାଖା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: ବୃଷ,ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: ସିଂହ ,କନ୍ୟା ଓ ମକର…

ଚାଷୀ-କେନ୍ଦ୍ର ସରକାରଙ୍କ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବି ନିଷ୍ଫଳ

ନୂଆଦିଲ୍ଲୀ: ତାରିଖ ପରେ ତାରିଖ । ଆଲୋଚନା ପରେ ଆଲୋଚନା । କିନ୍ତୁ ଫଳ ଶୂନ । ଚାଷୀ ଆନ୍ଦୋଳନ ନେଇ ସମାଧାନର ବାଟ ବାହାରି ପାରୁନି । ଆଜି ବି କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ଫେଲ୍ ମାରିଛି । କୌଣସି ନିଷ୍ପର୍ଷ ବାହାରି ପାରିଲା ନାହିଁ । ଚାଷୀ ସଂଗଠନ ନୂଆ କୃଷି…

ଟିକା ସୁରକ୍ଷା ପାଇଁ ଜାରି ହେଲା ଏସଓପି, କଡାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମା

ଭୁବନେଶ୍ୱର: ଆସନ୍ତା ସପ୍ତାହରୁ ଦେଶରେ ଆରମ୍ଭ ହୋଇପାରେ କରୋନା ଟିକାକରଣ । ତାପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଡ୍ରାଏ ରନ୍ ହୋଇଛି । ଏବେ ଟିକାଗୁଡ଼ିକର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ ଏସଓପି ଜାରି ହୋଇଛି । ଆଜି ସବୁ ଜିଲ୍ଲା ଓ ମହାନଗର ନିଗମକୁ ଏସଓପିକୁ କଡ଼ାକଡ଼ି ପାଳନ କରିବା ପାଇଁ…

କେନ୍ଦୁଝର ଜିଲ୍ଲାର ୫ଟି ହାଇସ୍କୁଲର ସବୁ ଶିକ୍ଷକ ଓ କର୍ମଚାରୀଙ୍କ ଜାନୁଆରୀ ମାସ ଦରମା ବନ୍ଦ

କେନ୍ଦୁଝର: ୯ ମାସ ପରେ ସ୍କୁଲ ଖୋଲିଲା । ବିଦ୍ୟାଳୟ ପରିସରକୁ ସଫାସୁତୁରା କରିବା ସହ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହୋଇଥିଲା ଏସଓପି । କିନ୍ତୁ ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରୁ କାର୍ୟ୍ୟରେ ଅବହେଳା ମହଙ୍ଗା ପଡ଼ିଲା । କେନ୍ଦୁଝର ଜିଲ୍ଲାର ୫ଟି ହାଇସ୍କୁଲ ଉପରେ…

କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ । ଜିଲ୍ଲାର ବାଲିଗୁଡ଼ା, ଦାରିଙ୍ଗବାଡ଼ି, ରାଇକିଆ, ଟିକାବାଲି, ମୋହନା ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି । ରାତି ପ୍ରାୟ ୯ଟା ୪୫ ମିନିଟରେ ଅଳ୍ପ ସମୟ ପାଇଁ ଝଟକା ଅନୁଭବ କରିଥିଲେ ଲୋକ । ରିକ୍ଟକ ସ୍କେଲର ଭୂକମ୍ପର ତୀବ୍ରତା…

ଆଇପିଏସ୍ ବିଜୟ ଶର୍ମାଙ୍କୁ ବଦଳି, ହିମାଂଶୁ ଲାଲଙ୍କୁ ପଦୋନ୍ନତି

ଭୁବନେଶ୍ୱର : ଗୃହ ବିଭାଗର ଓଏସ୍‌ଡି ବିଜୟ କୁମାର ଶର୍ମାଙ୍କ ବଦଳି ହୋଇଛି । ତାଙ୍କୁ ମୁଦ୍ରଣ ଓ ପ୍ରକାଶନର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ବିଜୟ କୁମାର ଶର୍ମା ହେଉଛନ୍ତି ୧୯୮୬ ବ୍ୟାଚ୍ ଆଇପିଏସ୍ ଅଫିସର । ଅନ୍ୟ ପକ୍ଷରେ ହିମାଂଶୁ ଲାଲଙ୍କୁ ଆଇଜି ଭାବେ ପଦୋନ୍ନତି ମିଳିଛି । ସେ ଜେଲ…

ଭୁବନେଶ୍ୱର ଓ ବାଙ୍ଗିରିପୋସି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ପାଇଁ ଭୁବନେଶ୍ୱର ଏବଂ ବାଙ୍ଗିରିପୋସି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ୦୨୮୯୨ ଭୁବନେଶ୍ୱର-ବାଙ୍ଗିରିପୋସି ସ୍ପେଶାଲ ୧୨ ଜାନୁୟାରୀରୁ ୨୮ ଫେବୃଆରୀ, ୨୦୨୧ ମଧ୍ୟରେ ଭୁବନେଶ୍ୱରରୁ ପ୍ରତିଦିନ ସନ୍ଧ୍ୟା ୭ଘ.୩୦ମି.ରେ ଛାଡି…