Latest Odisha News

BREAKING NEWS

ମାହାଙ୍ଗା ଡବଲ ମର୍ଡର କେସ ତଦନ୍ତ ଦାୟିତ୍ୱ ଜଣେ ଡିଆଇଜିଙ୍କୁ ଦିଆଯିବ: ସମୀର ମହାନ୍ତି

ଭୁବନେଶ୍ୱର: ଜଣେ ଡିଆଇଜିଙ୍କୁ ଦିଆଯିବ ମାହାଙ୍ଗା ମର୍ଡର କେସର ଦାୟିତ୍ୱ । ୧୦ଦିନ ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ । ଆଜି ବିଜେପି ଟିମ୍ ପୋଲିସ ଡିଜି ଅଭୟଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଆଜି ବିଜେପି ନେତା କୁଳମଣି ବରାଳ…

ଭିଜିଲାନ୍ସ ଜାଲରେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ

ନୂଆପଡା: ଭିଜିଲାନ୍ସ ଜାଲରେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ ଶରତ ଚନ୍ଦ୍ର ପାଣିଗ୍ରାହୀ । ଜଣେ ବ୍ୟକ୍ତିଙ୍କଠାରୁ ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା । ବୋଡେନ ଥାନା ଅନ୍ତର୍ଗତ ପାଲସାଦା ଗାଁର ଶ୍ରୀନିବାସ ବେହେରାଙ୍କଠାରୁ ୨୦୦…

 ଜାତୀୟ ରାଜପଥରେ ଲୁଟ୍‌ତରାଜ କରୁଥିବା ଲୁଟେରା ଗ୍ୟାଙ୍ଗ ଗିରଫ

ପୁରୀ: ପୁରୀ ପୁଲିସକୁ ମିଳିଲା ବଡ ସଫଳତା। ଭୁବନେଶ୍ୱର-ପୁରୀ ୩୧୬ନମ୍ବର ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଲୁଟତରାଜ କରୁଥିବା ଏକ ବଡ ଧରଣର ଲୁଟେରା ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକିଛି ଦିନ ହେଲା ଏହି ଗ୍ୟାଙ୍ଗର ସଦସ୍ୟା ରାସ୍ତାରେ ଦୁଇ ଚକିଆ ଓ ଚାରିଚକିଆ ଯାନକୁ ଅଟକାଇ…

ବିଶ୍ୱ ସହ ସମ୍ପର୍କ ସୁଦୃଢ କରିବାକୁ ପ୍ରତିଶୃତି ଦେଲେ ରାଷ୍ଟ୍ରପତି କିମ୍

ନୂଆଦିଲ୍ଲୀ: ଉତ୍ତର କୋରିଆର ରାଷ୍ଟ୍ରପତି କିମ ଜୋଙ୍ଗ ଉନ ବିଶ୍ୱର ସମସ୍ତ ଦେଶ ସହ ସମ୍ପର୍କକୁ ସୁଦୃଢ କରିବାକୁ ପ୍ରତିଶୃତି ଦେଇଛନ୍ତି। ସେ କୋରିଆ ସହ ସମ୍ପର୍କ ପ୍ରତି ଏକ ନୂତନ ମନୋଭାବ ଗ୍ରହଣ କରିବାକୁ ଜିଦ୍ ଧରିଛନ୍ତି। ରିପୋର୍ଟ ଅନୁଯାୟା ଶୁକ୍ରବାର ଦିନ ରିପୋର୍ଟ କରିଛି ଯେ କିମ କ୍ରମାଗତ…

ରାଜଧାନୀରେ ଆରମ୍ଭ ‘ମୋ ଖତ’ର ବିକ୍ରୟ

ଭୁବନେଶ୍ୱର: ରାଜଧାନୀରେ ଜୈବିକ ସାର 'ମୋ ଖତ’ ବିକ୍ରୟର ଶୁଭାରମ୍ଭ ହୋଇଛି । ଏହାକୁ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭରମ୍ଭ କରିଛନ୍ତି । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ପରିମଳରୁ ଏହି ‘ମୋ ଖତ’ ପ୍ରସ୍ତୁତ ହେଉଛି । ବିଏମସି ପକ୍ଷରୁ ସହରର ଆବର୍ଜନା…

ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦରେ ଗଜପତି ଜିଲ୍ଲାର ପ୍ରତିନିଧିତ୍ୱ ନଥିବାରୁ ବିଧାୟକଙ୍କ କ୍ଷୋଭପ୍ରକାଶ

ଭୁବନେଶ୍ୱର: ସଂସ୍କୃତି ବିଭାଗ ଅଧିନରେ ଥିବା ଓଡ଼ିଶା ସଂଗୀତ ନାଟକ ଏକାଡେମୀର ନୂତନ ପରିଷଦ ଗଠନ ହୋଇଛି । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲା ୩୨ ଜଣ ସଭ୍ୟ ରହିଥିବା ବେଳେ ଗଜପତି ଜିଲ୍ଲାରୁ କାହାକୁ ସାମିଲ୍ କରାଯାଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ…

ଯିବା ପୂର୍ବରୁ ଭାରତୀୟଙ୍କ ସମସ୍ୟା ବଢାଇଲେ ଟ୍ରମ୍ପ୍‌

ୱାଶିଂଟନ୍: ଆମେରିକା H1B ଭିସା ସହିତ ଜଡିତ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ନୂତନ ନିୟମ ଅନୁଯାୟୀ, ବିଦ୍ୟମାନ ଲଟେରୀ ସିଷ୍ଟମ ଉପରେ ଦରମା ଏବଂ କୌଶଳକୁ ପ୍ରାଥମିକତା ଦିଆଯିବ। ଭାରତୀୟ ଆଇଟି ପ୍ରଫେସନାଲମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ବିଶ୍ୱାସ କରାଯାଉଛି। ନିୟମର…

ବର୍ବରତା, ଗଙ୍ଗନଦୀର ଦୁର୍ଲଭ ଡଲଫିନ୍‌ଙ୍କୁ ଅତି ନିର୍ମମ ଭାବେ ହତ୍ୟା !

ପ୍ରତାପଗଡ (ଉ.ପ୍ର): ଗତମାସରେ ସାମ୍ନାକୁ ଆସିଥିଲା ଏହି ଭିଡିଓ । ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହୋଇଥିଲା । ଗଙ୍ଗାନଦୀର ଦୁର୍ଲଭ ଡଲଫିନକୁ ଟାଙ୍ଗିଆ ଓ ଠେଙ୍ଗାରେ ପ୍ରହାର କରି ହତ୍ୟା କରିଥିଲେ ତିନିଜଣ ବ୍ୟକ୍ତି । ଉତ୍ତରପ୍ରଦେଶର ପ୍ରତାପଗଡରେ ଘଟିଥିବା ଏହି ଘଟଣାର ଭିଡିଓକୁ ନେଇ ଆରମ୍ଭ…

ଓଡିଶୀ ନୃତ୍ୟର ସାର୍ବକାଳୀନ ମହାନାୟକ, ଗୁରୁ କେଳୁଚରଣ ମହାପାତ୍ର

ବଞ୍ଚିଥିଲେ,ସରକାରୀ କାଗଜପତ୍ର ଅନୁଯାୟୀ ଆଜି ଗୁରୁ କେଲୁଚରଣ ମହାପାତ୍ରଙ୍କ ବୟସ ୯୫ ହୋଇଥାନ୍ତା। ତେବେ ଗତ ୧୭ ବର୍ଷ ହେଲା ସେ ଆମଠୁ ସବୁଦିନ ପାଇଁ ବିଦାୟ ନେଇସାରିଛନ୍ତି। ୮, ଜାନୁଆରୀ, ୧୯୨୬ରେ ତାଙ୍କର ଜନ୍ମ ଓ ୭, ଏପ୍ରିଲ, ୨୦୦୪ରେ ତାଙ୍କର ତିରୋଧାନ। ଅବଶ୍ୟ ତାଙ୍କ ଜନ୍ମଦିନକୁ ନେଇ ଟିକେ…

ଆରପାରିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭାଣିଜୀ ଚିତ୍ରା ଘୋଷ

କୋଲକାତା: ଆଉ ନାହାନ୍ତି ଶରତ ଚନ୍ଦ୍ର ବୋଷଙ୍କ ଝିଅ ତଥା ନେତାଜୀ ସୁଭାଷ ଚନ୍ଦ୍ର୍ର ବୋଷଙ୍କ ଭାଣିଜୀ ଚିତ୍ରା ଘୋଷ । ଶେଷ ସମୟରେ ଚିତ୍ରା ଘୋଷ ପଶ୍ଚିମବଙ୍ଗରେ ରହୁଥିଲାବେଳେ ଗତକାଲି ତାଙ୍କର ନିଧନ ହୋଇଥିଲା । Professor Chitra Ghosh made pioneering contributions to academics…