Latest Odisha News

BREAKING NEWS

ଆମେରିକା ଆମର ସବୁଠାରୁ ବଡ ଶତ୍ରୁ; ରାଷ୍ଟ୍ରପତି କିମ୍‌ ଜ‌ୋଙ୍ଗ୍‌ ଉନ୍

ନୂଆଦିଲ୍ଲୀ: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ୍‌ ଉନ୍ କହିଛନ୍ତି ଯେ ଆମେରିକା ଆମର ସବୁଠାରୁ ବଡ ଶତ୍ରୁ। ଉନ୍ନତ ଆଣବିକ ଅସ୍ତ୍ରଶସ୍ତ୍ରର ବିକାଶ ପାଇଁ ଆମେ ପ୍ରୟାସକୁ ଜୋରଦାର କରିବା ଉଚିତ ବୋଲି ସେ କହିଛନ୍ତି। ତାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକାରେ…

କରୋନା ନୂଆ ଷ୍ଟ୍ରେନ୍‌: ଦେଶରେ ଏପର୍ଯ୍ୟନ୍ତ ମୋଟ ୯୦ ଜଣ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଭାରତରେ ବ୍ରିଟେନରୁ କୋଭିଡ-୧୯ ର ନୂତନ ଷ୍ଟ୍ରେନରେ ମୋଟ ୯୦ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ଏ ନେଇ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କୁ ପୃଥକ ଭାବରେ ରଖାଯାଇଛି। ବ୍ରିଟେନରେ କୋଭିଡ-୧୯ ର ନୂତନ ଟ୍ରେନ ସହିତ ଏକ ସମ୍ବେଦନଶୀଳତା…

ପୁରୁଷ ପାଇଲଟ୍‌ଙ୍କ ବିନା ବିଶ୍ୱର ଦୀର୍ଘତମ ଉଡାଣ ଭରିବାକୁ ପ୍ରସ୍ତୁତ ଏୟାର୍‌ ଇଣ୍ଡିଆର ମହିଳା ପାଇଲଟ

ନୂଆଦିଲ୍ଲୀ: ମହିଳା ପାଇଲଟଙ୍କ ଏକ ଟିମ୍ ପୁରୁଷ ପାଇଲଟ୍ ବିନା ବିଶ୍ୱର ଦୀର୍ଘତମ ବିମାନ ମାର୍ଗରେ ଉଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ କହିଛନ୍ତି ଯେ ବିମାନରେ କେବଳ ମହିଳା ପାଇଲଟଙ୍କ ଏକ ଦଳ ଶନିବାର ଦିନ ସାନ ଫ୍ରାନ୍ସିସ୍କୋ ସହରରୁ…

ଶ୍ରୀମନ୍ଦିରରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ପୁରୀ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ପ୍ରବେଶ କରିବା ବେଳେ ସେ କୋଭିଡ ରିପୋର୍ଟ ଦେଖାଇବା ପରେ ଦର୍ଶନ କରିଥିଲେ । ଜଷ୍ଟିସ ଏସ. ମୁରଲୀଧର ଗତ ୪ ତାରିଖରେ ଓଡ଼ିଶା ହାଇକୋର୍ଟର…

ସପ୍ତମ ଚନ୍ଦ୍ରଭାଗା କବିତା ଉତ୍ସବ ଉଦଘାଟିତ, ଅନଲାଇନରେ ଯୋଗ ଦେଉଛନ୍ତି ପୃଥିବୀର ସତୁରୀ ଜଣ ବିଶିଷ୍ଟ କବି

ଗତ ଛଅ ବର୍ଷ ହେଲା ଜାନୁଆରୀ ଦ୍ଵିତୀୟ ସପ୍ତାହରେ କୋଣାର୍କରେ ଆୟୋଜିତ ହୋଇଆସୁଛି ଏକ ନିଆରା କବିତା ଉତ୍ସବ। ଭାରତୀୟ ଇଂରାଜୀ କବିତାର ମହାନାୟକ ଜୟନ୍ତ ମହାପାତ୍ରଙ୍କ ନେତୃତ୍ଵ, ବିଶିଷ୍ଟ ଚିନ୍ତାନାୟକ ପ୍ରଫେସର ମନୋରଞ୍ଜନ ମହାନ୍ତିଙ୍କ ଆବାହକତ୍ଵ, କବି ଆଶୁତୋଷ ପରିଡା ଓ କବି ବିଜୟ…

୨୧ ସ୍ୱାଗତମ ୨୧ ଚିତ୍ରକଳା ଶିବିର ଉଦଘାଟିତ

ଭୁବନେଶ୍ୱର : ଇଷ୍ଟର୍ନ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ଆୟୋଜିତ ୨୧ସ୍ୱାଗତମ ୨୧ ଶୀର୍ଷକ ଅନଲାଇନ କଳା ଶିବିରକୁ ଶ୍ରୀ ରାମକୃଷ୍ଣ ବେଦଲା , ସଚିବ ଲଳିତକଳା ଏକାଡେମୀ , ନୂଆଦିଲ୍ଲୀ ଭିଡ଼ିଓ ବାର୍ତା ଜରିଆରେ ଶୁଭାରମ୍ଭ କରିଛନ୍ତି। ସେ ପ୍ରଥମେ ମାତା ସ୍ୱରସ୍ବତୀଙ୍କ ଶ୍ଳୋକ ଉଚ୍ଚାରଣ କରି…

ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବ ଉଦଘାଟିତ

ଭୁବନେଶ୍ୱର:ଏସିଆର ବୃହତ୍ତମ ହ୍ରଦ ଚିଲିକାରେ ପ୍ରତିବର୍ଷ ୧୦ ଲକ୍ଷ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀଙ୍କର ଆଗମନ ହୁଏ। ପକ୍ଷୀଙ୍କର ସମାଗମ ପାଇଁ ଚିଲିକା ପ୍ରସିଦ୍ଧ। ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବ ଚିଲିକାରେ ଉଦଘାଟିତ ହୋଇଯାଇଛି। ଏହି ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ…

ଏକମାତ୍ର ଭାରତୀୟ ଭାବେ ନେହା ଜିତିଲେ ଏହି ନିଆରା ପୁରସ୍କାର !

ମୁମ୍ବାଇ: ଅନଷ୍ଟପେବଲ୍ ନେହା କକ୍କର । ଉଭୟ ପର୍ସନାଲ ଓ ପ୍ରଫୋସ୍ନାଲ ଲାଇଫରେ ଏହି ସିଙ୍ଗରଙ୍କ ରାଜୁତି କିଛି କମ୍ ନାହିଁ । ସଙ୍ଗୀତ ଦୁନିଆରେ ଏକ ଖାସ ପରିଚୟ ହାସଲ କରିବା ସହ ନିକଟରେ ରୋହନପ୍ରୀତଙ୍କୁ ବିବାହ କରି ସେ ପ୍ରେମରେ ବି ବିଜୟ ହାସଲ କରିଥଲେ । ତେବେ ପୁଣିଥରେ ଏକ ନିଆରା ପୁରସ୍କାର…

ଭକ୍ତଙ୍କ ଲାଗି ଖୋଲିଲା ଇସ୍କନ ମନ୍ଦିର

ଭୁବନେଶ୍ୱର: ଦୀର୍ଘ ୯ ମାସ ପରେ ନୟାପଲ୍ଲୀର ଇସ୍କନ ମନ୍ଦିର ଶନିବାର ଦିନ ଭକ୍ତଙ୍କ ପାଇଁ ଖୋଲିଛି। ଯାହା କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିଲା। କୋଭିଡ-୧୯ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରାଯିବା ସହ ଚାରିଟି ପର୍ଯ୍ୟାୟରେ ଦର୍ଶନ ହେବ ବୋଲି ମନ୍ଦିରର ସହ-ସଭାପତି ଉପେନ୍ଦ୍ର…

ପାତାଳି ଶ୍ରୀକ୍ଷେତ୍ର ଭକ୍ତଙ୍କ ପାଇଁ ଖୋଲା

ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ଉଲୁଣ୍ଡା ବ୍ଲକର ପବିତ୍ର ତୀର୍ଥକ୍ଷେତ୍ର ପାତାଳି ଶ୍ରୀକ୍ଷେତ୍ର ଦୀର୍ଘ ୧୦ ମାସ ପରେ ଭକ୍ତ ପାଇଁ ଖୋଲା ଯାଇଛି। ଏହାପରେ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।…