Latest Odisha News

BREAKING NEWS

ପାକିସ୍ତାନ ନିର୍ବାଚନ: ଇମ୍ରାନ ହେବେ ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ : ପାକିସ୍ତାନରେ ଚାଲିଛି ଗଣତାନ୍ତ୍ରିକ ଉପାୟରେ ସାଧାରଣ ନିର୍ବାଚନ । ଗତକାଲି ମତଦାନ ଶେଷହେବା ପରେ ଆଜି ଚୂଡ଼ାନ୍ତ ରୂପରେଖ ନେଇଛି ନିର୍ବାଚନ ଫଳାଫଳ । ନିର୍ବାଚନରେ ଆଗୁଆ ରହି ଇମ୍ରାନ ଖାନ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ସଜବାଜ ହେଲେଣି । କିଛି ନିର୍ବାଚନ ମଣ୍ଡଳୀର ଫଳାଫଳ…

ବର୍ଷାଜଳ ବନ୍ୟା ପ୍ରସଙ୍ଗ: ହୋଟେଲ ପ୍ରେସିଡ଼େନ୍ସି ଓ ଇସ୍କନ ମନ୍ଦିରକୁ ବିଏମସିର କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର : ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ହୋଟେଲ ପ୍ରେସିଡ଼େନ୍ସି ଓ ଇସ୍କନ ମନ୍ଦିରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଜୟଦେବ ବିହାର ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ରାସ୍ତାକୁ ଏହି ଦୁଇଟି ସଂସ୍ଥା ମାଡ଼ି ବସିଥିବାର ଏହି କାରଣ ଦର୍ଶାଅ ନୋଟିସରେ ଉଲ୍ଲେଖ…

ଆଇଏଏସ ବିନୋଦ କୁମାରଙ୍କ ଆବେଦନକୁ ହାଇକୋର୍ଟଙ୍କ ଖାରଜ

ଭୁବନେଶ୍ୱର/କଟକ : ଓଆରଏଚଡ଼ିସି ଦୁର୍ନିୀତି ମାମଲାରେ ଆଇଏଏସ ବିନୋଦ କୁମାରଙ୍କ ସମେତ ଅନ୍ୟ ୪ଜଣଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ତେଣୁ ଏବେ ବିନୋଦ କୁମାରଙ୍କ ପାଇଁ ସମସ୍ୟା ବଢିଲା । ଆଇଏଏସ ବିନୋଦ କୁମାରଙ୍କୁ ଅଗଷ୍ଟ ୪ତାରିଖରେ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ହାଜର…

ନୂଆ ଅନ୍ଦାଜରେ ଆସୁଛନ୍ତି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା !

ମୁମ୍ବାଇ : ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କୁ ଏକ ନୂଆ ଅନ୍ଦାଜରେ ଦର୍ଶକ ଦେଖିବାକୁ ପାଇବେ । ମୁଦାସର ଅଜିଜ ନିର୍ଦ୍ଦେଶିତ ‘ହାପି ଫିର୍ ଭାଗ୍ ଜାୟେଗୀ’ ରେ ସୋନାକ୍ଷୀ ଲିଡ୍ ରୋଲରେ ନଜର୍ ଆସିବେ । ଏହି ଫିଲ୍ମର ଟ୍ରେଲର୍ ରିଲିଜ ହେବାପରେ ସୋସିଆଲ ମିଡ଼ିଆରେ ଏକଦମ ଧମାକା କରିଛି ।…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବହୁ ପ୍ରତିକ୍ଷୀତ ‘ଗୁରୁପ୍ରିୟା ସେତୁ’ ଉଦଘାଟିତ: ବିଚ୍ଛିନ୍ନାଞ୍ଚଳକୁ ବାଟ ଫିଟିଲା, ବହୁ…

ମାଲକାନଗିିରି : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସକାଳେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ଜାନବାଇ ନଦୀ ଉପରେ ନିର୍ମିତ ହୋଇଥିବା ବହୁ ଚର୍ଚ୍ଚିତ ‘ଗୁରୁପ୍ରିୟା ସେତୁ’କୁ ଉଦଘାଟନ କରିଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ…

୯ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା, ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ୯ଟି ଜିଲ୍ଲାରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ପବନ, ବଜ୍ରପାତ ସହିତ ପ୍ରବଳ ବୃଷ୍ଟିପାତର ସମ୍ଭାବନା ରହିଥିବାର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ । ରାଜ୍ୟର ଯେଉଁ ୯ଟି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛନ୍ତି ସେହି ଜିଲ୍ଲାଗୁଡ଼ିକ ହେଲା…

କାରଗିଲ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ୧୯୯୯ ମସିହା କାରଗିର ଯୁଦ୍ଧରେ ଦେଶମାତୃକା ଲାଗି ପ୍ରାଣ ବିସର୍ଜନ କରିଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କାରଗିଲ ବୀରଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍…

ନୀଳାଦ୍ରି ବିଜେ: ମହାପ୍ରଭୁଙ୍କ ପତ୍ନୀପ୍ରେମର ନିଚ୍ଛକ ଉଦାହରଣ

ଭାରତୀୟ ପୁରାଣ ଶାସ୍ତ୍ରରେ ମହାଲକ୍ଷ୍ମୀ ହେଲେ ଜଣେ ଦେବୀ । କିନ୍ତୁ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ଲକ୍ଷ୍ମୀ ସାଆନ୍ତାଣୀ ହେଲେ ପ୍ରଥମେ ଜଣେ ପତ୍ନୀ ଓ ପରେ ଦେବୀ । ଏଠାରେ ମହାଲକ୍ଷ୍ମୀଙ୍କର ତାଙ୍କ ସ୍ୱାମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସବୁପ୍ରକାର ମାନ, ଅଭିମାନ, ସୋହାଗ, ପ୍ରେମ,…

ନଦୀଶଯ୍ୟା ଓ ସଇରାତରୁ ବାଲି ଉଠାଣକୁ ଶୃଙ୍ଖଳିତ ଓ ଆଇନ୍‌କୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ…

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ନଦୀଶଯ୍ୟା ଏବଂ ସଇରାତ ଉସିରୁ ବାଲି ଖନନ କାର୍ଯ୍ୟକୁ ନିୟନ୍ତ୍ରିତ ଓ ଶୃଙ୍ଖଳିତ କରିବା ପାଇଁ ସରକାର ନୂତନ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ଏକ ସ୍ୱତନ୍ତ୍ର ମାର୍ଗ ଦର୍ଶିକା ପ୍ରସ୍ତୁତ ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ…

ଗ୍ୟାଙ୍ଗଷ୍ଟର୍ ଟିଟୋ ପ୍ରସଙ୍ଗରେ ବିଜେପିର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା

ଭୁବନେଶ୍ୱର /କଟକ : ଦୀର୍ଘ ୧୮ ବର୍ଷ ଭିତରେ ରାଜ୍ୟରେ ଅପରାଧୀକ ସାମ୍ରାଜ୍ୟ ବୃଦ୍ଧି ପାଇଛି ଏବଂ ଗୃହ ବିଭାଗରେ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ଟିଟୋକୁ ତାଙ୍କ ସରକାର ସୁରକ୍ଷା ଦେଇ ଚାଲିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଏକ…