ବଢ଼ୁଛି ମାମଲା: ୩ ଦିନ ଯାଏଁ ଏହି NAC ରେ ସଟଡାଉନ ଘୋଷଣା
ଢେଙ୍କାନାଳ: ସ୍ଥାନୀୟ ଅଞ୍ଚଳରୁ ୪୦ ରୁ ଅଧିକ କୋଭିଡ ମାମଲା ଚିହ୍ନଟ ହେବା ପରେ ମଙ୍ଗଳବାର ଦିନ ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସିରେ ତିନି ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ।
ଜିଲ୍ଲାପାଳ ଦେଇଥିବା ସୂଚନା ଅନୁସାରେ, ଅଗଷ୍ଟ ୫ ତାରିଖରୁ ୮…