ଆଗାମୀ ଫିଲ୍ମ ପାଇଁ ସଜବାଜ ହେଲେଣି ଦିଲ୍ଜିତ
ନୂଆଦିଲ୍ଲୀ: ୨୦୨୦ ବର୍ଷ ସମସ୍ତଙ୍କ ପାଇଁ ଭଲ ଏବଂ ଖରାପ ଉଭୟ ଦୃଷ୍ଟିକୋଣୁ ଅବିସ୍ମରଣୀୟ ହୋଇ ରହିବ। କିନ୍ତୁ କ୍ୟାରିୟର ଦୃଷ୍ଟିରୁ କିଛି କଳାକାରଙ୍କ ପାଇଁ ୨୦୨୦ ବର୍ଷ ଭଲ ରହିଥିବା ଦେଖିବାକୁ ମିଳିଛି। ଏହି କଳାକାରଙ୍କ ମଧ୍ୟରୁ ଦିଲଜିତ୍ ହେଉଛନ୍ତି ଅନ୍ୟତମ। ଉକ୍ତ ବର୍ଷ ଦିଲ୍ଜିତଙ୍କ…