Latest Odisha News

BREAKING NEWS

ସିଲ୍ ହେଲା ବାପୁଜିନଗର ରବିନ୍ଦ୍ର ମେଡିକାଲ ଷ୍ଟୋର, ଜଣେ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱର ବାପୁଜିନଗର ସ୍ଥିତ ରବିନ୍ଦ୍ର ମେଡିକାଲ ଷ୍ଟୋରରେ ପଡିଲା ତାଲା । ବୁଧବାର ଏହି ମେଡିକାଲ ଷ୍ଟୋର ବିଏମ୍‌ସି ସିଲ୍ କରିଛି । ସେଠାକାର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ମେଡିକାଲ ଷ୍ଟୋରକୁ ବିଏମ୍‌ସି ପକ୍ଷରୁ ସିଲ୍ କରାଯାଇଛି । ଅନ୍ୟ ୧୩ ଜଣ…

‘ଶିକ୍ଷା ମନ୍ତ୍ରାଳୟ’ ନାଁରେ ନାମିତ ହେଲା ‘ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ’

ନୂଆଦିଲ୍ଲୀ:ନୂତନ ଜାତୀୟ ଶିକ୍ଷାନୀତିକୁ ମିଳିଛି କ୍ୟାବିନେଟ ମୋହର । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନାମ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରାଳୟ କରିବାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହାସହ କେନ୍ଦ୍ର କ୍ୟାବିନେଟ୍ ନୂତନ ଶିକ୍ଷାନୀତିକୁ ମଧ୍ୟ ଅନୁମୋଦନ ଦେଇଛି। ଆଜି…

କ୍ୱାରେଂଟାଇନ୍‌ରେ ବିଧାୟକ ଅମର ଶତପଥୀ, ପିଏସ୍‌ଓ, ଡ୍ରାଇଭର ଓ ୨ କର୍ମଚାରୀ କୋଭିଡ ପଜିଟିଭ

ଭୁବନେଶ୍ୱର: ବିଧାୟକଙ୍କ ଘରେ ପଶିଲା କରୋନା । ହୋମ୍ କ୍ୱାରେଂଟାଇନ୍‌ରେ ଗଲେ ବଡଚଣା ବିଧାୟକ । ବିଧାୟକଙ୍କ ପିଏସଓ, ଡ୍ରାଇଭର ଓ ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ବିଜେଡି ବିଧାୟକ ଅମର ଶତପଥୀ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଥିବା ନେଇ ସୂଚନା ମିଳିଛି ।…

କରୋନା ପାଇଁ ଜେଲରୁ ମୁକୁଳିବେ ୧୬୭୮୯ କଏଦୀ

ଭୁବନେଶ୍ୱର: ଜେଲକୁ ଘାରିଛି କରୋନା ଭୟ । କଏଦୀଙ୍କୁ ନେଇ ଚିନ୍ତାରେ ପଡିଯାଇଛି ଜେଲ୍ ବିଭାଗ । ମହାମାରୀ ଭିତରେ ୧୬୭୮୯ କଏଦୀଙ୍କୁ ମୁକ୍ତ କରାଯିବ । କୋର୍ଟଙ୍କ ନିର୍ଦେଶ ଏବଂ ରାଜ୍ୟର କ୍ଷମତା ସମ୍ପନ୍ନ କମିଟିର ନିଷ୍ପତ୍ତି ଅନୁଯାୟୀ ସମସ୍ତ କଏଦୀଙ୍କୁ ମୁକ୍ତ କରାଯିବ । ରାଜ୍ୟର ୩୦ଟି…

କରୋନାକୁ ମାତ୍ ଦେଲେ ଗଂଜାମର ୮୫ ବର୍ଷିୟ ବୃଦ୍ଧ

ବ୍ରହ୍ମପୁର: କରୋନା ଆକ୍ରାନ୍ତଙ୍କ ତାଲିକାରେ ଶୀର୍ଷରେ ରହିଛି ଗଂଜାମ । ଜିଲ୍ଲାରେ ଆଜି ୨୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରୁ ଆସିଛି ସାରା ରାଜ୍ୟ ପାଇଁ ଉଦାହରଣ ସାଜିଲା ଭଳି ଖବର । କରୋନାକୁ ମାତ୍ ଦେଇଛନ୍ତି ଜଣେ ୮୫ ବର୍ଷୀୟ ବୃଦ୍ଧ । ଏହି ବୃଦ୍ଧଙ୍କ ଆଗରେ ହାର ମାନିଛି…

କରୋନା କାଳରେ ଏକ ନମ୍ବର ସାବୁନ ହେଲା ଡେଟଲ

ନୂଆଦିଲ୍ଲୀ: କରୋନା କାଳରେ ବାଜି ମାରିଛି ଡେଟଲ ସାବୁନ । ରିପୋର୍ଟ ମୁତାବକ ଡେଟଲ ପ୍ରଥମଥର ପାଇଁ ଲାଇଫବୟ ଓ ଲକ୍ସକୁ ପଛରେ ପକାଇ ଦେଶରେ ଏକ ନମ୍ବର ବ୍ରାଣ୍ଡ ହୋଇଛି । ଗ୍ଲୋବାଲ ମାର୍କେଟ ବିକ୍ରିରେ ୬୨ ପ୍ରତିଶତ ଉନ୍ନତି ହୋଇଛି । ଭାରତୀୟ ମାର୍କେଟରେ ଏହା ୪୩୦ବେସିସି ପଂଏଟକୁ ଉନ୍ନୀତ ହୋଇଛି…

ଲାଞ୍ଚୁଆ ଥାନା ବାବୁ, ୧୦ ହଜାର ଟଙ୍କା ନେବା ବେଳେ ଧରିଲା ଭିଜିଲାନ୍ସ

ବଲାଙ୍ଗିର: ୧୦ ହଜାର ଟଙ୍କା ହାତଗୁଞ୍ଜା ନେବା ବେଳେ ଧରା ପଡ଼ିଲେ ଥାନା ବାବୁ । ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଏସଆଇ । ତାଙ୍କ ନାଁ ସରୋଜ ରଞ୍ଜନ ରଥ । ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ସମ୍ବଲପୁର ଭିଜିଲାନ୍ସ ବିଭାଗ । ଟଙ୍କା ବି ଜବତ ହୋଇଛି ।…

ମାଲକାନଗିରି ପୌର ପରିଷଦ ଓ ବାଲିମେଳା NAC ସଟ୍‌ଡାଉନ୍ ଘୋଷଣା

ମାଲକାନଗିରି: ଜୁଲାଇ ମାସରେ ମାଲକାନଗିରି ଜିଲ୍ଲାରେ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ ରୋକିବା ପାଇଁ ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନଏସିକୁ ସଟଡାଉନ୍ ଘୋଷଣା କରାଯାଇଛି । ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲିଠୁ ଚାରି ଦିନ…

ରାଜ୍ୟରେ ଆଉ ୫ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାର ଆଉ ପାଞ୍ଚ ଜଣ ବ୍ୟକ୍ତିଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ। ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୫୯ ରେ ପହଞ୍ଚିଛି। ଗଞ୍ଜାମ, କନ୍ଧମାଳ, ବାଲେଶ୍ୱର ମାଲକାନଗିରି ଏବଂ ପୁରୀରୁ ଏହି ନୂତନ ମୃତ୍ୟୁ ରେକର୍ଡ ହୋଇଛି । ସବିଶେଷ ତଥ୍ୟ...…

ଓଡ଼ିଶାରେ ୧୦ ହଜାର ଉପରେ ଆକ୍ଟିଭ୍ କେସ୍, ଦିଲ୍ଲୀ ଓ ରାଜସ୍ଥାନଠୁ ବି ଅଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ପ୍ରତିଦିନ ହଜାରେ ଉପରେ ଆସୁଛି ପଜିଟିଭ୍ କେସ୍ । ପ୍ରତିଦିନ ଅଧିକ ଆକ୍ରାନ୍ତ ସୁସ୍ଥ ବି ହେଉଛନ୍ତି । ଏବେ ଚିନ୍ତା ବଢ଼ାଇଲାଣି ରାଜ୍ୟର ଆକ୍ଟିଭ୍ କେସ୍ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୦ ହଜାର ୯୧୯ ଭୂତାଣୁ ସଂକ୍ରମିତ ବିଭିନ୍ନ…