Latest Odisha News

BREAKING NEWS

ଆଜି ମାଲ୍‌ ପରିବହନ କରିଡର୍‌ ଉଦ୍‌ଘାଟନ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଚାଷୀଙ୍କ ମଧ୍ୟରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଉ ଏକ ଉପହାର ଦେବାକୁ ଯାଉଛନ୍ତି। ପୂର୍ବରୁ ୧୦୦ ତମ କିସାନ ରେଳ ଚଳାଚଳ କରିଥିଲା, ତେବେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାଞ୍ଚଳ ଉତ୍ସର୍ଗୀକୃତ ମାଲ ପରିବହନ କରିଡରର…

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୪.୬୩ ଲକ୍ଷରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କ୍ରମାଗତ ଭାବେ ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂଖ୍ୟା ୮ କୋଟି ୧୬ ଲକ୍ଷରୁ ଅଧିକ ହୋଇପାରିଛି। ଏଥି ସହିତ ଏହି ମହାମାରୀରେ ମୃତ୍ୟୁ ସଂଖ୍ୟା ୧୭ ଲକ୍ଷ ୮୦ ହଜାରକୁ ବୃଦ୍ଧି ପାଇଛି। ତେବେ ଆଜି ପର୍ଯ୍ୟନ୍ତ ୫ କୋଟି ୭୭ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିସାରିଛନ୍ତି। କରୋନା…

ଆଜି ବି ଇଡି କାର୍ଯ୍ୟାଳୟରେ ହାଜର ହେବେନି ବର୍ଷା ରାୱତ

ନୂଆଦିଲ୍ଲୀ: ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାୱତ ପତ୍ନୀ ବର୍ଷା ରାୱତ ଆଜି ମଧ୍ୟ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ହାଜର ହେବେ ନାହିଁ। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ PMC ବ୍ୟାଙ୍କ ସ୍କାମ ମାମଲାରେ ବର୍ଷା ରାୱତଙ୍କୁ ଡକାଇ ୨୯ ଡିସେମ୍ବର ଅର୍ଥାତ୍ ଆଜି ହାଜର ହେବାକୁ କହିଥିଲେ। ସୂଚନା…

ଆଗାମୀ ଫିଲ୍ମ ପାଇଁ ଅକ୍ଷୟଙ୍କ ହାଇ ଡିମାଣ୍ଡ୍‌; ଫିଲ୍ମ ପାଇଁ ନେବେ ୧୩୫ କୋଟି!

ନୂଆଦିଲ୍ଲୀ: ବଲିଉଡ୍‌ର ଏକମାତ୍ର କଳାକାର ଅକ୍ଷୟ କୁମାର ଯିଏ କି ବର୍ଷ ତମାମ ନିଜ କର୍ମମୟ ଜୀବନକୁ ନେଇ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ତେବେ ଅତ୍ୟଧିକ ଚାହିଦା ହେତୁ ଅକ୍ଷୟ ତାଙ୍କର ଅଭିନୟ ଶୁଳ୍କ ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ କିଛି ମାସ ମଧ୍ୟରେ ଅକ୍ଷୟ…

ବଡ଼ ଖବର: ଭାରତରେ ଚିହ୍ନଟ ହେଲା ବ୍ରିଟେନର ନୂଆ କରୋନା ଭାଇରସ୍ ଷ୍ଟ୍ରେନ

ନୂଆଦିଲ୍ଲୀ: ଭାରତରେ ପ୍ରବେଶ କରିଛି ବ୍ରିଟେନରେ ଚିହ୍ନଟ କରୋନା ଭାଇରସର ନୂଆ ଷ୍ଟ୍ରେନ୍ । ବ୍ରିଟେନ ଫେରନ୍ତା ୬ ଜଣ କରୋନା ଆକ୍ରାନ୍ତଙ୍କ ପାଖରେ ଭୂତାଣୁର ନୂଆ ଷ୍ଟ୍ରେନେ ମିଳିଛି । ଏହି ସମସ୍ତ ରୋଗୀଙ୍କୁ ସିଙ୍ଗଲ ଆଇସୋଲେସନ୍ ରୁମରେ ରଖାଯାଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ…

ରାଜେଶ ଖାନ୍ନାଙ୍କଠାରୁ ‘କାକା’ଙ୍କ ପର୍ଯ୍ୟନ୍ତ ଯାତ୍ରା; ଜାଣନ୍ତୁ କିପରି ରାଜେଶ ଖାନ୍ନାଙ୍କୁ ମିଳିଥିଲା…

ନୂଆଦିଲ୍ଲୀ: ଆଜି ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଇତିହାସରେ ପ୍ରଥମ ସୁପରଷ୍ଟାର ଭାବେ ଜଣାଶୁଣା ଦିଗ୍‌ଗଜ ଅଭିନେତା ରାଜେଶ ଖାନ୍ନାଙ୍କ ଜନ୍ମଦିନ। ବଲିଉଡରେ ରାଜେଶ ଖାନ୍ନାଙ୍କୁ 'କାକା' କୁହାଯାଏ। ରାଜେଶ ଖାନ୍ନା ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଏପରି ଅନେକ ଚଳଚ୍ଚିତ୍ର କରିଥିଲେ, ଯାହାକୁ…

ରେଳ ଧରଣାରୁ ମିଳିଲା କର୍ଣ୍ଣାଟକ ବିଧାନ ପରିଷଦ୍‌ର ଉପାଧ୍ୟକ୍ଷଙ୍କ ମୃତଦେହ

ବେଙ୍ଗାଲୁରୁ: ରେଳ ଧାରଣାରୁ ଉଦ୍ଧାର ହେଲା କର୍ଣ୍ଣାଟକ ରାଜ୍ୟ ବିଧାନ ପରିଷଦର ଉପ-ସଭାପତି ଏସ୍‌ଏଲ୍‌ ଧର୍ମଗୌଡ଼ାଙ୍କ ମୃତଦେହ। ଚିକମଙ୍ଗଲୁରୁ କହୁର ନିକଟରେ ଥିବା ଏକ ରେଳ ଲାଇନ୍‌ରୁ ତାଙ୍କ ମୃତ ଦେହ ମିଳିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁସାରେ, ମଙ୍ଗଳବାର ଦିନ ଭୋର ସମୟରେ…

ପୁଣି ୨୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ୨୫୨ ମୃତ

ନୂଆଦିଲ୍ଲୀ: ଦେଶରେ କମିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ହଜାର ୪୩୨ ନୂଆ ଆକ୍ରାନ୍ତ । ଏହି ସମୟରେ ଟେଷ୍ଟ ୮ଲକ୍ଷ ୮୩ ହଜାର କୋଭିଡ୍ ଟେଷ୍ଟ ହୋଇଥିଲା । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୨୪ହଜାର ୩୦୩କୁ ବୃଦ୍ଧି ପାଇଛି । ଦେଶରେ ବଢୁଛି…

ସମବାୟ ସମିତି ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ଼

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ବଲାଙ୍ଗୀର କେନ୍ଦ୍ର ସମବାୟ ସମିତିର ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର ସୁଧୀର ନନ୍ଦଙ୍କ ଘର ସମେତ ୩ ସ୍ଥାନରେ ଚଢ଼ାଉ କରିଛି…

ତେଲଗୁ ଷ୍ଟାର ରାମ ଚରଣ କରୋନା ସଂକ୍ରମିତ

ହାଇଦ୍ରାବାଦ: କରୋନା ସଂକ୍ରମିତ ହୋଇଛନ୍ତି ତେଲଗୁ ଫିଲ୍ମ ଷ୍ଟାର ରାମ ଚରଣ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଆଜି ସକାଳୁ ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି ରାମ ଚରଣ । ଟ୍ୱିଟ୍ କରି ରାମ ଚରଣ ଲେଖିଛନ୍ତି, ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି ।…