Latest Odisha News

BREAKING NEWS

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୦ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଭଦ୍ରକ,…

ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ୨ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତା ମାସରେ ବାହାରିବ ଯୁକ୍ତ ୨ ରେଜଲ୍ଟ । ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଘୋଷଣା କରିଛନ୍ତି । ଆସନ୍ତା ମାସ ବା ଅଗଷ୍ଟ ମାସ ୩ୟ ସପ୍ତାହରେ +୨ ରେଜଲ୍ଟ ବାହାରିବା ନେଇ ଘୋଷଣା କରାଯାଇଛି । ଅଗଷ୍ଟ ତୃତୀୟ ସପ୍ତାହରେ ପ୍ରଥମେ ଯୁକ୍ତ୨ ବାଣିଜ୍ୟ ଓ ବିଜ୍ଞାନ…

ଆଇଏଏସ୍ ସ୍ତରରେ ଅଦଳବଦଳ; ରାଜକୁମାର ଶର୍ମା ହେଲେ କୃଷି ଉତ୍ପାଦନ କମିଶନର

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ କ୍ୟାଡର ସ୍ତରରେ ସୋମବାର ଦିନ ଓଡିଶା ସରକାରଙ୍କ ପକ୍ଷରୁ ସାମାନ୍ୟ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗର ବିଜ୍ଞପ୍ତି ଅନୁଯାୟୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଇସ୍ପାତ ଏବଂ ଖଣି ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର (ଏପିସି)…

ସମ୍ ହସ୍ପିଟାଲ‌ର ସଫଳତା; ଚିକିତ୍ସା ପରେ ସୁସ୍ଥ ହେଲେ ୭୦% ପୋଡ଼ି ହୋଇଯାଇଥିବା ମହିଳା

ଭୁବନେଶ୍ୱର: ରୋଷେଇ ସମୟରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟିବା ଯୋଗୁଁ ଜଣେ ମହିଳାଙ୍କର ଶରୀରର ୭୦ ପ୍ରତିଶତ ପୋଡି ହୋଇଯାଇଥିଲେ ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରି ଘରକୁ ଫେରାଇବାର ସଫଳ ହୋଇଛି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି…

ବାଲେଶ୍ୱର ବସ୍ତା ବ୍ଲକର ୫ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ବାଲେଶ୍ୱର: ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ତା ବ୍ଲକ୍ ଅନ୍ତର୍ଗତ କରୁଆ ଗ୍ରାମ ପଞ୍ଚାୟତର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରାଯାଇଛି । ନିକଟରେ ଏହି ଅଞ୍ଚଳରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ୫ ଅଞ୍ଚଳ ମଧ୍ୟରେ ରହିଛି- ଦେବେନ୍ଦ୍ର ଗିରି ଛକ, କରୁଆ ପ୍ରାଥମିକ ବିଦ୍ୟାଳୟ…

ଜୁଲାଇ ୨୯ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ; ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ଜୁଲାଇ ୨୯ ତାରିଖରେ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପକ୍ଷରୁ ସୂଚନା ମିଳିଛି । ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳ ବୋର୍ଡ ୱେବସାଇଟ ଏବଂ ଏସଏମଏସ୍ ଜରିଆରେ ଚେକ୍ କରିପାରିବେ । ସକାଳ ୧୧ଟା ୩୦ମି. ବେଳକୁ ରେଜଲ୍ଟ ପ୍ରକାଶ…

ଭାରତରେ ଆଉ ୪୭ ଚାଇନିଜ୍ ଆପ ବ୍ୟାନ୍

ନୂଆଦିଲ୍ଲୀ: ଚୀନକୁ ପୁଣି ଚାପୁଡ଼ା । ଭାରତରେ ଆଉ ୪୭ଟି ଚାଇନିଜ ଆପ୍ ଉପରେ ଲାଗିଲା ବ୍ୟାନ । ନିଷିଦ୍ଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ କରୁଥିବା ଦର୍ଶାଇ ସେସବୁ ଆପ୍ ଉପରେ ସରକାର ନିଷିଦ୍ଧାଦେଶ ଜାରି କରିଛନ୍ତି । ଭାରତର ଡାଟା ପ୍ରୋଟୋକଲ୍ ଉଲ୍ଲଂଘନ ଓ…

ପୁଣି ଖୋଲିବ ନବରଙ୍ଗପୁର ଥାନା

ନବରଙ୍ଗପୁର: ନବରଙ୍ଗପୁର ଥାନା ସୋମବାର ଦିନ ପୁଣିଥରେ ଖୋଲାଯିବ । ନିକଟରେ ଭାରତୀୟ ରିଜର୍ଭ ବାଟାଲିୟନ (ଆଇଆରବି)ର ୨ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଥାନାକୁ ସାନିଟାଇଜେସନ୍ କରିବା ପାଇଁ ବନ୍ଦ କରାଯାଇଥିଲା । ଏସମ୍ପର୍କରେ ସୂଚନା ଦେଇ ନବରଙ୍ଗପୁର ଏସପି କହିଛନ୍ତି ଯେ ନବରଙ୍ଗପୁର…

ଆଜି ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିବ ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଆସୁଛି ରାଫେଲ୍ । ଆଜି ଫ୍ରାନ୍ସରୁ ଉଡ଼ାଣ ଭରିବ ୫ଟି ରାଫେଲ୍ ଲଢୁଆ ଯୁଦ୍ଧ ବିମାନ । ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ଆସୁଛନ୍ତି । ସ୍ୱତନ୍ତ୍ର ଭାବରେ ତାଲିମ ନେଇଥିବା ଭାରତୀୟ ବାୟୁସେନାର ପାଇଲଟ୍ ଏହାକୁ ଭାରତ ଅଭିମୁଖେ ଆଣିବେ ।…

ଗଜପତି ଜିଲ୍ଲାରେ ହଜାରେ ଟପିଲା କୋଭିଡ୍ ପଜିଟିଭ୍ କେସ୍

ଗଜପତି: ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୩ ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଜିଲ୍ଲାରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ହଜାରେ ପାର କରିଛି । କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୫୬କୁ ବୃଦ୍ଧି ପାଇଛି । ଗଜପତି ଜିଲ୍ଲାରେ ବର୍ତ୍ତମାନ ଆକ୍ଟିଭ କେସ୍ ରହିଛି…