Latest Odisha News

BREAKING NEWS

ବିମାନ ଉଡାଣ ବାତିଲ ଯୋଗୁ ଭଣ୍ଡୁର ହେଲା ଜ୍ୟାକଲିନ୍‌ଙ୍କ ଖ୍ରାଷ୍ଟମାସ ପ୍ଲାନ୍‌

ନୂଆଦିଲ୍ଲୀ: ଏହି ଖ୍ରୀଷ୍ଟମାସ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ପାଇଁ ବହୁତ ବ୍ୟସ୍ତ ହେବାକୁ ଯାଉଛି। ଜ୍ୟାକଲିନ୍ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଭୁତ୍‌ ପୋଲିସ୍' ଏବଂ 'ସର୍କସ୍' ପାଇଁ ବ୍ୟାକ୍ ଟୁ ବ୍ୟାକ୍ ସୁଟିଂ କରୁଛନ୍ତି। ପ୍ରତିବର୍ଷ ଜ୍ୟାକଲିନ୍ ଏହି ଅବସରରେ…

ମିଶନ ରକ୍ତଦାନ: ଏକ ନିଆରା ଢଙ୍ଗରେ ଜନ୍ମ ଦିନ ଓ ବିବାହ ବାର୍ଷିକୀ ପାଳନ

ରକ୍ତଦାନ ମହତ୍ ଦାନ ଶିର୍ଷକଟି ସମସ୍ତେ ଜାଣନ୍ତି ଏବଂ ଏହାର ଆବଶ୍ୟକତା ସେହି ବ୍ୟକ୍ତି ନିଶ୍ଚିତ ଭାବରେ ହୃଦବୋଧ କରିଥିବେ ଯିଏ ନିଜେ କେବେ ଆତ୍ମୀୟ ପାଇଁ ବୁନ୍ଦାଏ ରକ୍ତ ପାଇଁ ଆକୁଳ ନିବେଦନ କରିଥିବେ । ରକ୍ତ ର ବିକଳ୍ପ ନାହିଁ ! ଜଣେ ମଣିଷର ଜୀବନ ବଞ୍ଚାଇବାକୁ ହେଲେ ଆଉ ଜଣଙ୍କର ରକ୍ତ…

ରାଜ୍ୟରେ ଟିକେ କମିଛି ଶୀତ: ୧୦ ଡିଗ୍ରୀ ତଳେ ୭ଟି ସହରର ପାରଦ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି । ତେବେ ଗତକାଲି ଅପେକ୍ଷା ଆଜି ଶୀତ ସାମନ୍ୟ କମିଛି । ଆଜି ୭ଟି ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସ୍ ଭିତରେ ରହଛି । ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ସେଠାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।…

କବିତା :ମନ ମନ୍ଦିର

ବିନୋଦିନୀ ଦାଶ  ମନ ମୋ ମନ୍ଦିର ହୃଦ ସିଂହାସନ ତୁମେ ସେଠି ନିତ୍ୟ ବାସ, ଭାବର ଚନ୍ଦନ ବୋଳି ଭଗବାନ ହୁଏ ମୁଁ ନିତି ହରଷ । ନୟନ ବାରିରେ ପଦ ଧୌତ କରି ସଜାଇ ଭକ୍ତି ପୁଷ୍ପରେ, ପୁଲକିତ ହୃଦେ ସୁଖଦୁଃଖ ମାଳା ଗଳାଏ ତୁମ ଗଳାରେ । ଅତି ଶୋଭାବନ ଦିଶ ମୋ ନୟନେ ମନ୍ଦିର ମୋ ଯାଏ…

ମେଡିସିନ୍ ଦୋକାନ ସର୍ଟର ତାଡି ଚୋରି ଅଭିଯୋଗ

ବାଲିପାଟଣା: ମେଡିସିନ ଦୋକାନରୁ ଲୁଟ୍ ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ନରଦା ବଜାରରେ ଥିବା ସାଇଶ୍ରୀ ମେଡିସିନ୍ ଦୋକାନ ସର୍ଟର ତାଡି ଦୁର୍ବୃତ୍ତ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏହି ଲୁଟପାଟ କରିଛନ୍ତି । ଲୁଟେରା…

ଜଲନ୍ଦର୍‌ରେ ରହିଛି ଏସିଆର ସର୍ବବୃହତ ପୁସ୍ତକ ବଜାର

ନୂଆଦିଲ୍ଲୀ: ଜଲନ୍ଦର ସହରର ମାଇ ହିରାନ୍ ଗେଟ୍ ବଜାର ଏକ ବିଶ୍ୱବ୍ୟାପୀ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହାର କାରଣ ହେଉଛି ଏଠାରେ ବହୁ ସଂଖ୍ୟକ ପୁସ୍ତକ ଦୋକାନ। କୁହାଯାଏ ଯେ ଯେଉଁ ପୁସ୍ତକ କୌଣସି ସ୍ଥାନରେ ମିଳି ନଥାଏ, ତାହା ମାଇ ହିରାନ୍ ଗେଟ୍‌ରେ ମିଳିଥାଏ। ଚାରି ଶହ ଦୋକାନ ସହିତ ଏହି…

ଯଶସ୍ୱୀ ଫିଲ୍ମସର ପ୍ରଥମ ଅବଦାନ ‘ନବ ମାସ’ର ମହୁରତ

ଭୁବନେଶ୍ବର : ଯଶସ୍ୱୀ ଫିଲ୍ମସର ପ୍ରଥମ ଅବଦାନ ‘ନବମାସ’ର ମହୁରତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୌଳିକ କାହାଣୀକୁ ନେଇ ନିର୍ମିତ ଏହି ଦ୍ୱି-ଭାଷୀ ଚଳଚ୍ଚିତ୍ରର ନାୟକ ଭୂମିକାରେ ଉଦୟନ ଅପରାଜିତ(ୟୁଡି) ଅଭିନୟ କରୁଛନ୍ତି । ଉଭୟ ଓଡିଆ ଏବଂ କନ୍ନଡ ଚଳଚ୍ଚିତ୍ରରେ ଅଭିନୟ କରି ସଫଳତା ହାସଲ କରିବା…

ଖ୍ରୀଷ୍ଟମାସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଖ୍ରୀଷ୍ଟମାସ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଆଶା କରିଛନ୍ତି ଯେ ଏହି ପର୍ବ ସମାଜରେ ସମନ୍ୱୟ ରକ୍ଷା କରିବାରେ ସହାୟକ ହେବ। ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି…

ଭାରତରେ ୨୪ ଘଣ୍ଟାରେ ୨୩ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୩୩୬ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ -୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ଖସୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୧,୦୧,୪୬,୮୪୬କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…

ବିଶ୍ୱ‌ବ୍ୟାପୀ କରୋନା ସଂକ୍ରମଣ ସଂଖ୍ୟା ୭ କୋଟି ୯୭ ଲକ୍ଷ ପାର୍‌

ନୂଆଦିଲ୍ଲୀ: ବିଶ୍ୱ‌ର ଅନେକ ଦେଶରେ ଟିକା ସତ୍ୱ‌େ କରୋନା ହେବାର ଆଶଙ୍କା ବଢିବାରେ ଲାଗିଛି। ଦୁନିଆର କୋଣ ଅନୁକୋଣରୁ ନୂଆ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬.୪୬ ଲକ୍ଷ ନୂତନ ମାମଲା ରିପୋର୍ଟ ହୋଇଥିବା ବେଳେ ୧୧,୫୧୦ ସଂକ୍ରମିତ ଲୋକ ପ୍ରାଣ ହରାଇଥିଲେ।…