ଆପଣାନ୍ତୁ ଏହିସବୁ ବାସ୍ତୁ ନିୟମ: ଘରୁ ଦୂର ହେବ କଳହ !
ଭୁବନେଶ୍ୱର: ଘରକୁ ସଜାଇବା ପାଇଁ ଆମେ ବାସ୍ତୁ ବିଶାରଦଙ୍କ ମତାମତ ନେଇଥାନ୍ତି। ଘରେ ବସ୍ତୁଦୋଷ ଥିଲେ ସମ୍ପର୍କରେ ତିକ୍ତତା ଲାଗିରହିଥାଏ ।ଏଥିରେ ଶୀଘ୍ର ସୁଧାର ନଆଣିଲେ ଏହା ଧୀରେଧିରେ ସମ୍ପର୍କରେ ଫାଟ ପକାଇବା ଆରମ୍ଭ କରିଦିଏ । ଯାହା ପର ମୁହୂର୍ତ୍ତରେ ସମ୍ପର୍କ ଭାଙ୍ଗିବାର କାରଣ ପାଲଟି ଯାଏ…