Latest Odisha News

BREAKING NEWS

ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ 5T ସଚିବ

ପୁରୀ: ଆଉ ତିନି ଦିନ ପରେ ଖୋଲିବ ଶ୍ରୀମନ୍ଦିର । ଏହାସହ ୨୩ ତାରିଖରୁ ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଖୋଲିବ । ୯ମାସ ପରେ କୋଭିଡ୍ କଟକଣା ମାନି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ । ତାପୂର୍ବରୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ…

କାହିଁକି ପୁରୀଘାଟ ଥାନାରେ ପୁଣି ଏତଲା ଦେଲେ ବର୍ଷା ?

କଟକ: ଥମୁନି ବର୍ଷା-ଅନୁଭବ ବିବାଦ । ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ତୁଟିବାର ନାଁ ଧରୁନି । ପୁଣି ଥରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଭିଡିଓ ଭାଇରାଲ୍ କରି ତାଙ୍କୁ ବଦନାମ କରାଯାଉଥିବା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ…

ରାଶିଫଳ   ତା୧୯-୧୨-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ                  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୧୯ ରିଖ ଶନିବାର ଧନୁ ୫ ଦିନ ମାର୍ଗଶିର ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ସକାଳ ୭ଟା ୧୯ ପର୍ଯ୍ଯନ୍ତ ତାପରେ କୁମ୍ଭ…

ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ରେସରେ ଆଗରେ ସୁରେଶ ମହାପାତ୍ର

ଭୁବନେଶ୍ୱର: ନୂଆବର୍ଷରେ ରାଜ୍ୟରେ ନିଯୁକ୍ତ ହେବେ ନୂଆ ମୁଖ୍ୟ ଶାସନ ସଚିବ । ଅସିତ ତ୍ରିପାଠୀଙ୍କ ପରେ କାହାକୁ ମିଳିବ ଏହି ପଦବୀ ? ଏନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ରେସରେ ଆଗରେ ଅଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର । ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ଅସିତ ତ୍ରିପାଠୀଙ୍କ…

ଗୋଟିଏ ଘରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର, ଶିଶୁକୁ ମାରି ମାଆର ଆତ୍ମହତ୍ୟା !

କଟକ: କଟକ ବିଡାନାସୀ ଅନ୍ତର୍ଗତ ସେଲଟର ଛକ ଷ୍ଟେଟ ବ୍ୟାଙ୍କ କଲୋନୀରେ ଘଟିଛି ଅଭାବନୀୟ ଘଟଣା । ଗୋଟିଏ ଘରୁ ଦୁଇଟି ମୃତ ଦେହ ଉଦ୍ଧାର କରାଯାଇଛି । ସାତ ମାସର ଶିଶୁ ସହ ମାଆର ମୃତ ଦେହ ଉଦ୍ଧାର ହୋଇଛି । ମାଆର ମୃତ ଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଘର ଭିତରେ ୭ ମାସର…

୨୦୨୦ର ଟପ୍ ଆଇଏମଡିବି ରେଟିଂ ହିନ୍ଦୀ ଫିଲ୍ମ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଅନେକ ବିଗ ବଜେଟର ଫିଲ୍ମ ପରାଦାକୁ ଆସିପାରି ନାହିଁ । ତଥାପି ଏହା ମଧ୍ୟରେ ଓଟିଟି ଫ୍ଲାଟଫର୍ମରେ ଅନେକ ଭଲ ଫିଲ୍ମ ରିଲିଜ ହୋଇଥିଲା । ଆସନ୍ତୁ ଜାଣିବା କେଉଁ କେଉଁ ଫିଲ୍ମ ଆଇଏମଡିବିରେ ଭଲ ରେଟିଂ ପାଇଥିଲେ । ଦିଲ ବେଚାରା: ସୁଶାନ୍ତ ସିଂ…

ଜାନୁଆରୀ ତୃତୀୟ ସପ୍ତାହରେ ଓଡ଼ିଶା ଆସିପାରନ୍ତି ସୋନିଆ ଗାନ୍ଧି

ଭୁବନେଶ୍ବର: ଆସନ୍ତା ଜାନୁଆରୀ ତୃତୀୟ ସପ୍ତାହରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଓଡ଼ିଶା ଗସ୍ତ କରିବାର ସମ୍ଭାବନା ରହିଛି । ରାଜ୍ୟ କଂଗ୍ରେସ ନେତାଙ୍କ ଅନୁଯାୟୀ ସୋନିଆ ଗାନ୍ଧି ଏକ ସାଧାରଣ ସଭାକୁ ସମ୍ବୋଧନ କରିପାରନ୍ତି । ହେଲେ ସୋନିଆ ଗାନ୍ଧିଙ୍କ ଗସ୍ତ ନେଇ ଏପର୍ଯ୍ୟନ୍ତ କୌଣସି ଚୂଡାନ୍ତ…

ଅଷ୍ଟ୍ରେଲିଆ ଆସି ଶିଶୁକୁ ଜନ୍ମ ଦେବାକୁ ବିରାଟ ଓ ଅନୁଷ୍କାଙ୍କୁ ଆମନ୍ତ୍ରଣ କଲେ ବ୍ରେଟ୍ ଲି

ନୂଆଦିଲ୍ଲୀ: ବିରାଟ କୋହଲୀ ଓ ଅନୁଷ୍କା ଶର୍ମାଙ୍କୁ ଅଷ୍ଟ୍ରେଲିଆ ଆସି ଶିଶୁକୁ ଜନ୍ମ ଦେବାକୁ ଆମନ୍ତ୍ରଣ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି । ଏହା ସହ ବ୍ରେଟ୍ ଲି କହିଛନ୍ତି, ମିଷ୍ଟର କୋହଲୀଙ୍କୁ ସ୍ବାଗତ କରିବା ପାଇଁ ଅଷ୍ଟ୍ରେଲିଆବାସୀ ଆଗଭର । ବ୍ରେଟ୍ ଲି…

ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ଖୋଲିବା ଲାଗି ଏସଓପି ଜାରି, ୩ରୁ ଖୋଲିବ ମନ୍ଦିର

ଭୁବନେଶ୍ୱର: ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ଖୋଲିବା ଲାଗି ବିଏମସି ପକ୍ଷରୁ ଶୁକ୍ରବାର ଦିନ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (ଏସଓପି) ଜାରି କରାଯାଇଛି। ବିଏମସିର ସୂଚନା ଅନୁଯାୟୀ, ରାଜ୍ୟ ସରକାର ଅନୁମତି ଦେବା ପରେ ଡିସେମ୍ବର ୧୫ ରେ ସମସ୍ତ ଧାର୍ମିକ ଅନୁଷ୍ଠାନର ଷ୍ଟେକହୋଲଡର ମାନଙ୍କ…

ବିହାରରୁ ଦିଲ୍ଲୀ ୧୧ ଦିନରେ ୧୦୦୦ କି.ମି. ସାଇକଲ ଯାତ୍ରା, କାହିଁକି ଜାଣନ୍ତୁ

୬୦ ବର୍ଷର ସତ୍ୟଦେବ ମାଞ୍ଝିଙ୍କ ମନୋବଳକୁ ମାନିବାକୁ ପଡିବ । ଏଇ ବୟସରେ ସେ ସାଇକଲରେ ଯାତ୍ରା କରିଛନ୍ତି, ୮-୧୦ କି.ମି. କି ୨୦-୨୫ କିମି ନୁହେଁ । ଏହି ବୃଦ୍ଧ ଜଣକ ୧ ହଜାର କିମିରୁ ଅଧିକ ଯାତ୍ରା କରିଛନ୍ତି । ବିହାରର ସିୱାନ ଜିଲ୍ଲାରୁ ସେ ଆସିଛନ୍ତି ଦିଲ୍ଲୀ । ଏଥିପାଇଁ ତାଙ୍କୁ ଲାଗିଛି ୧୧…