ହାଥରସ କେସ୍: ଚାର୍ଜସିଟ ଦାଖଲ କଲା ସିବିଆଇ, ଗଣବଳାତ୍କାର ହୋଇଥିଲା
ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସ ଗଣବଳାତ୍କାର ଘଟଣାର ତଦନ୍ତ କରୁଥିବା ସିବିଆଇ ୪ ମାସ ପରେ ଶୁକ୍ରବାର ଚାର୍ଜସିଟ ଦାଖଲ କରିଛି । ୪ ଅଭିଯୁକ୍ତଙ୍କ ବିରୋଧରେ ଗଣବଳାତ୍କାର ଓ ହତ୍ୟା ସହ ଏସସି/ଏସସଟି ଆକ୍ଟ ଅନୁସାରେ ଦଫା ମଧ୍ୟ ଲଗାଯାଇଛି । ସେପ୍ଟମ୍ବର ୧୪ରେ ଜଣେ ୧୯ ବର୍ଷୀୟା ଦଳିତ ଯୁବତୀଙ୍କ…