କରୋନା ଆକ୍ରାନ୍ତ ଚିହ୍ନଟ ପରେ ତାଳଚେରରେ ସିଲ ହେଲା ଗେଷ୍ଟ ହାଉସ
ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ହାଟତୋଟା ଠାରେ ଥିବା ଏକ ଗେଷ୍ଟ ହାଉସକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ଆସନ୍ତା ମାସ ୧୯ ତାରିଖ ଯାଏଁ ଏହା ସିଲ ରହିବ ବୋଲି ସୂଚନା ମିଳିଥିବା ବେଳେ ଏହା ଭିତରକୁ କାହାରିକୁ ଯିବା ପାଇଁ ବାରଣ କରାଯାଇଛି ।
ସୂଚନା ଅନୁସାରେ ଗତକାଲି ତାଳଚେର ଅଞ୍ଚଳରୁ…