ଚୀନ୍ ପାଇଁ ଆମେରିକାର ନୂଆ ନିୟମ; ଏଣିକି ଆମେରିକାରେ ମାତ୍ର ଏକ ମାସ ରହିପାରିବେ ଚୀନ୍ ନେତା
ୱାଶିଂଟନ୍: ଦୀର୍ଘ ଦିନ ଧରି ଆମେରିକା ଏବଂ ଚାଇନା ମଧ୍ୟ ଉତ୍ତେଜନା ଚାଲିରହିଛି। ବର୍ତ୍ତମାନ ଟ୍ରମ୍ପ ପ୍ରଶାସନ ଚାଇନାର କମ୍ୟୁନିଷ୍ଟ ପାର୍ଟିର ନେତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ଅନେକ ନୂଆ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ହୁଏତ ଉଭୟ ଦେଶରେ ଉତ୍ତେଜନା ବଢାଇପାରେ ଯାହା କରୋନା,…