Latest Odisha News

BREAKING NEWS

ନାବାଳିକାକୁ ଚକୋଲେଟ ଦେଇ ଦୁଷ୍କର୍ମ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ରାଇପଲି ଗ୍ରାମରୁ ଆସିଛି ନାବାଳିକା ଦୁଷ୍କର୍ମ ଅଭିଯୋଗ। ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସୂଚନାନୁସାରେ, ୭ ବର୍ଷର ନାବାଳିକାକୁ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଚକୋଲେଟର ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ…

ଦେଶରେ କରୋନା ସ୍ଥିତି ନେଇ ଆଜି ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି କ'ଣ ରହିଛି ? ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସୁଛି ସର୍ବଦଳୀୟ ବୈଠକ । କୋଭିଡ୍ ସ୍ଥିତି ସମ୍ପର୍କରେ ସବୁ ଦଳର ନେତାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏହାସହ କେନ୍ଦ୍ର ସରକାରଙ୍କ ଭ୍ୟାକସିନ୍ ପ୍ଲାନ ସମ୍ପର୍କରେ ବି…

ଚୌଦ୍ୱାରରେ ହାତୀ ଆକ୍ରମଣ; ଜଣେ ମୃତ

ଚୌଦ୍ୱାର: ଚୌଦ୍ବାର ଥାନା ଅଞ୍ଚଳରେ ହାତୀ ଉତ୍ପାତ। ଚୌଦ୍ୱାର ଥାନା ଯାଜଭୈରବ ନୂଆଗାଁ ଭାରଣ୍ଡିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ, କଟକ ଜିଲ୍ଲା ଚୌଦ୍ବାର ଥାନା ଯାଜଭୈରବ ନୂଆଗାଁ ଭାରଣ୍ଡିରେ ଆତଙ୍କ ଖେଳାଇ ଦେଇଛନ୍ତି ହାତୀ ପଲ। ଶୁକ୍ରବାର ଭୋର ସମୟରେ ୧୨ଟିକିଆ…

ମଧ୍ୟରାତ୍ରୀରେ ଥରି ଉଠିଲା ମୟୂରଭଞ୍ଜ ଓ ବାଲେଶ୍ଵର

ମୟୁରଭଞ୍ଜ/ବାଲେଶ୍ଵର: ଓଡିଶାରେ ମୃଦୁ ଭୂକମ୍ପର ଝଟକା । ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ସୁଚାନୁଯାୟୀ, ରାତି ପ୍ରାୟ ୨ଟା ୧୩ ମିନିଟ୍ ପାଖାପାଖି ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୯…

ଆଜି ଭାରତୀୟ ନୌ-ସେନା ଦିବସ

ପ୍ରତି ବର୍ଷ ଡିସେମ୍ବର‌ ୪ ତାରିଖରେ ଜାତୀୟ ‘ନୌ-ସେନା ଦିବସ’ ପାଳିତ ହୁଏ। ଡିସେମ୍ବର‌ ୪, ଆମ ପାଇଁ ଏକ ବିଜୟ ଦିବସ ମଧ୍ୟ। ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ନୌ-ସେନାର ଅବଦାନ ଅତୁଳନୀୟ। ସପ୍ତଦଶ ଶତାବ୍ଦୀର ମରାଠା ଶାସକ ଛତ୍ରପତି ଶିବାଜୀଙ୍କୁ ‘ଭାରତୀୟ ନୌ-ସେନାର ଜନକ’ କୁୁହାଯାଏ।  …

ବନ୍ଦ ହୋଇଗଲା ଏସବିଆଇ ୟୋନୋ ଆପ୍

ମୁମ୍ବାଇ: ବନ୍ଦ ହୋଇଗଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସବିଆଇ)ର ମୋବାଇଲ ବ୍ୟାଙ୍କିଙ୍ଗ ଆପ୍‌ ‘ୟୋନୋ' । ଏନେଇ ଏସବିଆଇ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି। ସିଷ୍ଟମରେ ବୈଷୟିକ ତ୍ରୁଟି ଯୋଗୁ ସର୍ଭିସ୍‌ରେ ଅବ୍ୟବସ୍ଥା ହୋଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବ୍ୟାଙ୍କିଙ୍ଗ ଆପ୍‌ ନ…

ଜେଏସପିଏଲ ଫାଉଣ୍ଡେସନ-ନିର୍ମିତ ମଡେଲ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

ଟେନସା: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ର ଔଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ୱ ଶାଖା, ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ନିର୍ମିତ ମଡେଲ ଅଙ୍ଗନବାଡି କେନ୍ଦ୍ର ସୁନ୍ଦରଗଡ ଜିଲ୍ଲା ର ଟେନସା ଠାରେ ଉଦଘାଟିତ ହୋଇ ଯାଇଛି I ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରକଳ୍ପ ନିର୍ଦେଶକ…

କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା: ଓଡ଼ିଶୀ ଓ କୁଚିପୁଡ଼ିରେ ନାଚରେ ଦୁଲୁକିଲା ମଞ୍ଚ 

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ମୁକ୍ତାକାଶ ମଞ୍ଚରୁ ଶିବଲୀଳାର ପ୍ରସଙ୍ଗ ସହ ବର୍ଷା ଅଭିସାରର ଅଭିନୟ ବର୍ଷୀ ଯାଇଥିବା ବେଳେ ଚନ୍ଦ୍ରଭାଗା ବେଳାଭୂମିରେ ପର୍ଯ୍ୟାବରଣ, ବନ୍ୟଜନ୍ତୁ ସଂରକ୍ଷଣ ଓ କୋରନା ସଚେତନତାର ବର୍ତ୍ତା ଦେଉଥିଲା ବାଲୁକାକଳା ପରିପାଟୀ ।କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା…

ଆଦାନୀ ଫାଉଣ୍ଡେସନ ପକ୍ଷରୁ ଭିନ୍ନକ୍ଷମଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ

ଧାମରା: ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଓ ସେମାନଙ୍କ ଅଧିକାର ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୩ ତାରିଖକୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଆଦାନୀ ଧାମରା ପୋର୍ଟ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ…

ଓଡ଼ିଶାର ତାଳପତ୍ର ପୋଥି ପାଣ୍ଡୁଲିପି ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଭାରତ ସର୍ବାଧିକ ପୋଥି ପାଣ୍ଡୁଲିପିର ଗନ୍ତାଘର । ଏହି ପାଣ୍ଡୁଲିପିଗୁଡିକ ଭାରତର ବିଭିନ୍ନ ଭାଷାରେ ଧର୍ମ, ଦର୍ଶନ, ବିଜ୍ଞାନ, କଳା ଓ ସାହିତ୍ୟ ଇତ୍ୟାଦି ବିଷୟରେ ଲିଖିତ ହୋଇଅଛି । ଏଗୁଡିକ ତାଳପତ୍ର, କାଠ, କାଗଜ, ପଥର, ବାଉଁଶପତ୍ର, ରୂପା, ପିତ୍ତଳ, ବକ୍କଳ ଓ…