Latest Odisha News

BREAKING NEWS

ତୀବ୍ର ହେଉଛି କୃଷକ ଆନ୍ଦୋଳନ; ଡିସେମ୍ବର ୮କୁ ଭାରତ ବନ୍ଦ ଘୋଷଣା କଲା କୃଷକ ସଂଘ!

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନୋଟି କୃଷି ନିୟମକୁ ବିରୋଧ କରୁଥିବା କୃଷକମାନେ ଆନ୍ଦୋଳନକୁ ତୀବ୍ର କରିବାକୁ ପ୍ରସ୍ତୁତ ହେଉଛନ୍ତି। ଡିସେମ୍ବର ୮ରେ କୃଷକମାନେ ଭାରତ ବନ୍ଦ ଡାକରା ନେଇ ଘୋଷଣା କରିଛନ୍ତି। ବର୍ତ୍ତମାନ କୃଷକମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ନିଜର ଆଭିମୁଖ୍ୟକୁ…

୫ ହଜାର ଟଙ୍କା ପର୍ଯ୍ୟନ୍ତ କରିହେବ କଣ୍ଟାକ୍ଟଲେସ୍ ପେମେଣ୍ଟ, ଜାନୁଆରୀ ୧ରୁ ନୂଆ ନିୟମ

ନୂଆଦିଲ୍ଲୀ: କଣ୍ଟାକ୍ଟଲେସ୍ ପେମେଣ୍ଟର ପ୍ରସାର ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । କଣ୍ଟାକ୍ଟଲେସ୍ ପେମେଣ୍ଟ ଲିମିଟ୍ ୨୦୦୦ରୁ ବୃଦ୍ଧି କରି ୫୦୦୦ କରିବାକୁ ପ୍ରସ୍ତାବ ରଖିଛି ଆରବିଆଇ । ଡିଜିଟାଲ ପେମେଣ୍ଟର ପ୍ରସାର ପାଇଁ ଲଗାତର ପ୍ରୟାସ କରୁଛି ରିଜର୍ଭ…

ନଟରାଜନ, ଚହଲଙ୍କ ଚମତ୍କାର ବୋଲିଂ, ପ୍ରଥମ ଟି୨୦ରେ ଅଷ୍ଟ୍ରେଲିଆକୁ ହରାଇଲା ଟିମଇଣ୍ଡିଆ

କାନବେରା: ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଟିମ୍ ଇଣ୍ଡିଆ ୧୧ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଭାରତ ପ୍ରଦତ ୧୬୨ ରନର ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୭ ଉଇକେଟ ବିନିମୟରେ ୧୫୦ ରନ କରିବାକୁ ସକ୍ଷମ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ଉଇକେଟ…

ସାମ୍‌ନାକୁ ଆସିଲା ଅକ୍ଷୟ-ସାରାଙ୍କ ଅଭିନୀତ ‘ଅତରଙ୍ଗୀ ରେ’ ଫିଲ୍ମର ଫାଷ୍ଟ୍‌ ଲୁକ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଅତରଙ୍ଗୀ ରେ'ର ସୁଟିଂ ଆରମ୍ଭ କରିଛନ୍ତି। ସାରା ଅଲି ଖାନ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଅକ୍ଷୟ କୁମାରଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ସାରା ଅଲି ଖାନ୍ ବହୁତ ଉତ୍ସାହିତ ଥିବା ଜଣାପଡ଼ିଛି।…

ଜାନୁଆରୀ ୧୫ ସୁଦ୍ଧା ନୂଆ ଭୋଟର ତାଲିକା

ଭୁବନେଶ୍ୱର: ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଜାନୁଆରୀ ୧୫ ସୁଦ୍ଧା ଏହି ତାଲିକା ପ୍ରକାଶ ପାଇବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଭୋଟର ତାଲିକାରେ ନୂଆ ଭୋଟର ଭାବେ ନାଁ ଯୋଡିବା, ଭୋଟର…

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ମାଧୁରୀଙ୍କ ହ୍ୟାରି ପୋଟର୍‌ ଲୁକ୍‌

ନୂଆଦିଲ୍ଲୀ: ଫିଲ୍ମରେ କମ୍‌ ନଜର ଆସିଲେ ବି ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହି ପ୍ରଶଂସକଙ୍କୁ ମନୋରଞ୍ଜନ କରନ୍ତି। ସେ ନିଜ ପରିବାର ସହ ବିତାଇଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତକୁ ମଧ୍ୟ ପ୍ରଶଂସକଙ୍କ ସହ ସେୟାର୍‌ କରିଥାନ୍ତି। ବେଳେବେଳେ ତାଙ୍କ ମଜାଳିଆ…

ଖୁବ୍‌ ଶୀଘ୍ର ହେବ ସିଦ୍ଧାର୍ଥଙ୍କ ଡିଜିଟାଲ୍‌ ଡେବ୍ୟୁ; ଏକତା କପୁରଙ୍କ ୱେବ୍‌ ସୋରେ ନଜର ଆସିବେ ସିଦ୍ଧାର୍ଥ ଶୁକ୍ଲା

ନୂଆଦିଲ୍ଲୀ: ବିଗ୍ ବସ୍ ୧୩ର ବିଜେତା ହେବା ପରେ ସିଦ୍ଧାର୍ଥ ଶୁକ୍ଲା ଅନେକ ସମୟରେ ଚର୍ଚ୍ଚାରେ ରହୁଛନ୍ତି।  ବିଗ୍‌ବସ୍‌ ସିଜିନ୍‌ ୧୩ ଜିତିବା ପରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ବେଶ୍‌ ବଢିଯାଇଛି। ସିଦ୍ଧାର୍ଥଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର ରହିଛି। ସିଦ୍ଧାର୍ଥଙ୍କୁ ଏବେ ଏକତା…

ବଲାଙ୍ଗିରରେ ଦୁର୍ଘଟଣାରେ ବାପ-ପୁଅ ମୃତ, ମାଆ ଓ ବର୍ଷକର ପୁଅ ଗୁରୁତର

ବଲଙ୍ଗିର: ତୁଷରା ଥାନା ଜଙ୍ଗେଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବଲେରୋ ସହ ଏକ ବାଇକ ଧକ୍କା ହେବାରୁ ବାଇକଟି ଜଳିଯାଇଥିବା ଜଣାପଡିଛି । ବାଇକରେ ଥିବା ବାପା-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଓ ଅନୟ ଏକ ଶିଶୁ ପୁତ୍ର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ତୁଷରା…

କରୋନା ଯୋଗୁ ଅଧାରୁ ଅଟକିଗଲା ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ର ସୁଟିଂ

ନୂଆଦିଲ୍ଲୀ: କରୋନାର ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଉଥିବା ‌ବେଳେ ଅନ୍ୟପଟେ କରୋନା ଯୋଗୁ ଫିଲ୍ମ ସୁଟିଂ ଅଧାରୁ ବନ୍ଦ ହୋଇଥିବା ଘଟଣା ସାମ୍‌ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ଫିଲ୍ମ 'ଜୁଗ୍ ଜୁଗ୍ ଜିଓ'ର ସୁଟିଂ ସମୟରେ ବଲିଉଡ ଅଭିନେତା ନିତୁ କପୁର ଏବଂ ବରୁଣ ଧାୱନଙ୍କ କରୋନା…

‘ପରୀ’କୁ ନ୍ୟାୟ ମିଳିବା ଦରକାର: ପିସିସି ପ୍ରଭାରୀ

ଭୁବନେଶ୍ୱର: ପରୀ ହତ୍ୟା ମାମଲାର ତଦନ୍ତକୁ ନେଇ କଂଗ୍ରେସ ବିଧାୟକଙ୍କ ମତଭେଦ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପିସିସି ପ୍ରଭାରୀ ଏ. ଚେଲ୍ଲା କୁମାର । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । କଂଗ୍ରେସ ଭବନରେ ଏହି ବୈଠକ ବସିଥିଲା । ବୈଠକ…