Latest Odisha News

BREAKING NEWS

୧୦ ଟଙ୍କାରେ ମିଳୁଛି ଜୀବନ ଶିକ୍ଷା !

ମୁମ୍ବାଇ: ମଣିଷର ସବୁଠୁ ଘନିଷ୍ଠ ବନ୍ଧୁ ହେବାର ପ୍ରଥମ ଦାବିଦାର ହେଉଛି ବହି । ତେବେ ଆଜି ବହିର ସ୍ଥାନକୁ ମୋବାଇଲ୍ ଫୋନ୍ ମାଡି ବସିଛି । ହେଲେ ବହି ଯାହା ଆମକୁ ଶିକ୍ଷା ଦେଇଛି ତାହା ଆଉ କେହି ଦେଇପାରିବେ ନାହିଁ । ଏ କଥାକୁ ଆପଣ ବି ଅମାନ୍ୟ କରିପାରିବେ ନାହିଁ । ମୁମ୍ବାଇର ଜଣେ ବ୍ୟକ୍ତି…

ବଚ୍ଚନ ପ୍ରେମରେ ପାଗଳ ଅଭିନେତ୍ରୀ ଜ୍ୟାକଲିନ୍

ମୁମ୍ବାଇ: ସତରେ ଯେମିତି ଅଭିନେତ୍ରୀ ଜାକଲିନ୍ ଫର୍ନାଣ୍ଡିଜ୍ ବଚ୍ଚନ ପ୍ରେମରେ ପାଗଳ ହୋଇଯାଇଛନ୍ତି । ତେବେ ଏଠି ଆମେ ଅମିତାଭ କି ଅଭିଷେକ ବଚ୍ଚନଙ୍କ କଥା ଲେଖିନୁ । ବରଂ ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ବଚ୍ଚନ ପାଣ୍ଡେ କଥା ଉଲ୍ଲେଖ କରିଛୁ । ସଜିଦ ନାଡିଆଡୱାଲାଙ୍କ ଆଗାମୀ ଆକ୍ସନ୍ କମଡି…

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପଙ୍କ ପ୍ରଶ୍ନ- ସେତେବେଳେ ଚୁପ୍ ଥିଲେ କାହିଁକି ?

ଭୁବନେଶ୍ୱର: ଲକଡାଉନ ସମୟରେ ଚାଟାର୍ଡ ଫ୍ଲାଇଟରେ ବୁଲିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଯକଙ୍କୁ ପ୍ରଶ୍ନ କରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଯଦି କୋଭିଡ ସମୟରେ ସେ ଚାଟାର୍ଡ ଫ୍ଲାଇଟରେ ବୁଲିଥିଲେ ତେବେ ସରକାର ସେତେବେଳେ ଚୁପ୍ ରହିଥିଲେ କାହିଁକି ? ସେ ଡିଜିସିଏ ଓ ଏୟାରପୋର୍ଟ…

ସାଉଥ୍ ସୁପରଷ୍ଟାର ବିକ୍ରମ୍‌ଙ୍କୁ ବୋମାମାଡ ଧମକ !

ଚେନ୍ନାଇ: ରିଲ୍ ଲାଇଫ୍‌ରେ ବଡବଡ ବିସ୍ଫୋରଣ କରୁଥିବା ଅଭିନେତା ବିକ୍ରମ ଚିୟାଁଙ୍କୁ ମିଳିଛି ରିୟଲ୍ ଲାଇଫରେ ବୋମାମାଡ ଧମକ । ଜଣେ ଅଜଣା ବ୍ୟକ୍ତି ତାଙ୍କ ଘରକୁ ବୋମାମାଡରେ ଉଡାଇଦେବା ଭଳି ଧମକ ଦେବା ପରେ ଚାଂଚଲ୍ୟ ଖେଳିଯାଇଛି । ଖବର ପାଇ ବିକ୍ରମଙ୍କ ଘରେ ପହଂଚି ପୋଲିସ ତଦନ୍ତ ଆରମ୍ଭ କରିଛି…

ଜାନୁଆରୀରୁ ହୀରାକୁଦରେ ପକ୍ଷୀ ଗଣନା

ସମ୍ବଲପୁର: ୨୦୨୧ ମସିହା ଜାନୁଆରୀ ପ୍ରଥମ ସପ୍ତାହରେ ହୀରାକୁଦ ଡ୍ୟାମ ଅଞ୍ଚଳରେ ଆରମ୍ଭ ହେବ ବାର୍ଷିକ ଗଣନା କାର୍ଯ୍ୟ । ଏ ନେଇ ସୂଚନା ଦେଇ ହୀରାକୁଦ ବନଖଣ୍ଡ ଅଧିକାରୀ କହିଛନ୍ତି ଯେ, ଏଥି ପାଇଁ ୪ ଟି ଟିମ୍ ଗଠନ କରାଯିବ । ପକ୍ଷୀମାନଙ୍କ ସୁରକ୍ଷା ପାଇଁ ୩୦ ଜଣ କର୍ମଚାରୀଙ୍କୁ ଦାୟିତ୍ୱ…

ଏକାଠି ଆସୁଛନ୍ତି ମନୋଜ ବାଜପାୟୀ, ନିନା ଓ ସାକ୍ଷୀ ତନୱର !

ମୁମ୍ବାଇ: ତିନି ପୁରୁଖା କଳାକାରଙ୍କୁ ନେଇ ସାମ୍ନାକୁ ଆସିବ ଥ୍ରୀଲର୍ ଫିଲ୍ମ "ଡାଏଲ୍‌- ୧୦୦" । ସୋନୀ ପିକ୍‌ଚର୍ସ ବ୍ୟାନର୍ ତଳେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ମନୋଜ ବାଜପାୟୀ, ନିନା ଗୁପ୍ତା ଓ ସାକ୍ଷୀ ତନୱରଙ୍କ ଭଳି ଜଣାଶୁଣା କଳାକାର ନଜର ଆସିବେ । Excited to announce my…

ଲାହୋର ହେଉଛି ଦୁନିଆର ସବୁଠାରୁ ପ୍ରଦୂଷିତ ସହର; ଦିଲ୍ଲୀ ଦ୍ୱିତୀୟ

ନୂଆଦିଲ୍ଲୀ: ବିଶ୍ୱର ପ୍ରଦୂଷିତ ସହର ତାଲିକାରେ ପାକିସ୍ତାନର ଲାହୋର ପ୍ରଥମ ସ୍ଥାନରେ ରହିଛି। ଭାରତର ରାଜଧାନୀ ନୂଆଦିଲ୍ଲୀ ହେଉଛି ବିଶ୍ୱର ଦ୍ୱିତୀୟ ପ୍ରଦୂଷିତ ସହର। ଆମେରିକାର ବାୟୁ ଗୁଣବତ୍ତା ସୂଚକାଙ୍କ ଦୁନିଆର ସବୁଠାରୁ ପ୍ରଦୂଷିତ ସହରଗୁଡିକର ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକା…

କେମିତି ଅଛନ୍ତି ବଲିଉଡର ସାମ୍‌ରି ?

ମୁମ୍ବାଇ: ଦିନ ଥିଲା ବଲିଉଡରେ ଗୋଟିଏ ପରେ ଗୋଟିଏ ହରର ଫିଲ୍ମ ରିଲିଜ ହେଉଥିଲା । ଖାସ କରି ରାମ୍‌ସେ ବ୍ରଦର୍ସଙ୍କ ପ୍ରଡକ୍ସନ ହାଉସ୍ ହରର ଫିଲ୍ମ ନିର୍ମାଣ କରି ଖୁବ ଟଙ୍କା ଛାପିଥିଲା । ସେହି ହରର୍ ଫିଲ୍ମ ସେକ୍ଟରରେ ସାମରୀ ନାମକ ଏକ କିର୍ଦାର ସବୁଠୁ ଅଧିକ ଚର୍ଚ୍ଚା ସାଉଣ୍ଟିଥିଲା । ଏହି…

ଜମିବାଡି ବିବାଦକୁ କେନ୍ଦ୍ର କରି ମହିଳା ଓ ତାଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ

ପୁରୀ: ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁରରେ ଅଭାବନୀୟ ଘଟଣା । ଜମିବାଡି ଓ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ପଡିଶା ଘରର ପରିବାର ସଦସ୍ୟମାନେ ବିଭିନ୍ନ ମାରଣାସ୍ତ୍ରରେ ଜଣେ ମହିଳା ଓ ତାଙ୍କ ପରିବାର ଉପରେ ମାରଣାତ୍ମକ ଆକ୍ରମଣ କରିଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି ।…

ଅନୀଲ୍ ଅମ୍ବାନୀଙ୍କ ଏହି କମ୍ପାନୀ ଦୁଇଟି ବୃହତ୍‌ ବ୍ୟାଙ୍କର ଋଣ ପରିଶୋଧ କରିବାରେ ପୁଣି ବିଫଳ

ନୂଆଦିଲ୍ଲୀ: ଅବିରତ ସଂଘର୍ଷ କରୁଥିବା ଅନିଲ ଅମ୍ବାନୀ ଗ୍ରୁପ୍ କମ୍ପାନୀ, ରିଲାଏନ୍ସ କ୍ୟାପିଟାଲ୍, ଏଚ୍‌ଡିଏଫ୍‌ସି ଲିମିଟେଡ୍ ଏବଂ ଆକ୍ସିସ୍ ବ୍ୟାଙ୍କର ଟର୍ମ ଋଣ ଉପରେ ଡିଫଲ୍ଟ କରିଛି। କମ୍ପାନୀ କିସ୍ତିଗୁଡ଼ିକୁ ଠିକ୍ ସମୟରେ ପରିଶୋଧ କରିବାରେ ବିଫଳ ହୋଇଛି। କମ୍ପାନୀ ବମ୍ବେ ଷ୍ଟକ୍…