ଭାରତୀୟ ନୌସେନାର ଶକ୍ତି ବୃଦ୍ଧି; ବ୍ରହ୍ମୋସ୍ର ଆଣ୍ଟି-ସିପ୍ ସଂସ୍କରଣର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ: ଭାରତୀୟ ନୌସେନା ମଙ୍ଗଳବାର ଦିନ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଆଣ୍ଟି-ସିପ୍ ସଂସ୍କରଣକୁ ସଫଳତାର ସହ ପରୀକ୍ଷା କରିଛି। ଏହି ପରୀକ୍ଷା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ କରାଯାଇଥିଲା। ଏହାପୂର୍ବରୁ ୨୪ ନଭେମ୍ବରରେ, ଭୂପୃଷ୍ଠରୁ ସୁପରସୋନିକ୍ କ୍ରୁଜ୍…